Latest Odisha News

BREAKING NEWS

Browsing Category

କ୍ରିକେଟ

କୋହଲି ସ୍ୱତଃ ହଟିଥିଲେ ନାଁ ହଟା ଯାଇଛନ୍ତି !

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତେବେ ଏଥିପାଇଁ ବିରାଟ କୋହଲି ସ୍ୱତଃ ହଟିଥିଲେ ନାଁ ବିସିସିଆଇ ତାଙ୍କୁ ହଟାଇଥିଲେ ସେ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ଗୁରୁବାର ଏଥିରୁ ପରଦା…

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଚମତ୍କାର ଶତକ, ବିଜୟ ସହ ଅଭିଯାନ ଆରମ୍ଭ କଲା ଓଡିଶା

ଭୁବନେଶ୍ୱର: ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ବୁଧବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ଓଡିଶା କ୍ରିକେଟ ଦଳ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲାରେ ଓଡିଶା ୬୩ ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ଟସ ଜିତି ଆନ୍ଧ୍ର ପ୍ରଥମେ ଫିଲ୍ଡିଂ କରିବା ପାଇଁ…

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ୧୮ଜଣିଆ ଟେଷ୍ଟ ଟିମ ଘୋଷଣା କରାଯାଇଛି । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୩ଟି ଲେଖାଁଏ ଟେଷ୍ଟ ଏବଂ ଦିନିକିଆ ମ୍ୟାଚ ଖେଳାଯିବ । ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପ୍ରଥମ ଟେଷ୍ଟ ୨୬…

ରୋହିତ ହେଲେ ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ସେ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପୂର୍ବରୁ ନଭେମ୍ବରରେ ସେ ବିରାଟ କୋହଲିଙ୍କ ବଦଳରେ…

ଅବସର ନେବେ ହରଭଜନ !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମହାନ ସ୍ପିନର ଭାବେ ପରିଗଣିତ ହରଭଜନ ସିଂ ଖୁବ ଶୀଘ୍ର କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଅବସର ଘୋଷଣା କରିବା ସହ ସେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଚ କିମ୍ବା ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଇବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସପ୍ତାହରେ ସେ…

ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ: ନୂତନ କାର୍ଯ୍ୟସୂଚୀ ଘୋଷଣା କଲା ସିଏ

ନୂଆଦିଲ୍ଲୀ: କ୍ରିକେଟ ସାଉଥ ଆଫ୍ରିକା ସୋମବାର ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି । ଓମକ୍ରନ ସଂକ୍ରମିତ ହାର ଦକ୍ଷିଣ ଆଫ୍ରିକାରେ ଅଧିକ ରହୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ(୧୭ ଡିସେମ୍ବର)ରେ ପରିବର୍ତନ କରିବା…

କୋହଲିଙ୍କ ନାମରେ ବିଶ୍ୱ ରେକର୍ଡ

ମୁମ୍ବାଇ: ୱାଙ୍ଖେଡ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ବିଜୟ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ…

ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥ୍‌ାନ ଅଧିକାର କରିଛି । ଓଭରାଲ ୧୨୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୮) ତୃତୀୟ ସ୍ଥାନରେ…

ସିରିଜ ହାତେଇଲା ଟିମ ଇଣ୍ଡିଆ: ରନ ହିସାବରେ ବୃହତମ ବିଜୟ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ…

ବିଜୟ ପାଇଁ ଭାରତକୁ ଆବଶ୍ୟକ ୫ ୱିକେଟ

ମୁମ୍ବାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ୪ର୍ଥ ଦିବସରେ ବିଜୟ ପାଇଁ ଟିମ ଇଣ୍ଡିଆକୁ ଆଉ ୫ଟି ୱିକେଟ ଆବଶ୍ୟକ ଥିବା ବେଳେ ନ୍ୟୁଜିଲାଣ୍ଡ ୪୦୦ ରନ ଆବଶ୍ୟକ କରୁଛି । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନ ଜବାବରେ…