Latest Odisha News

BREAKING NEWS

Browsing Category

ଖେଳ

ବିଜୟ ଉତ୍ସବ ନେଇ ନୂତନ ନିୟମ ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଥିଲା । ଦୀର୍ଘଦିନ ପରେ ଆରସିବି ଟ୍ରଫି ଜିତିଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ । ଆରସିବି ଭିକ୍ଟ୍ରି ପ୍ୟାରେଡ କରିବା ପାଇଁ ନିଷ୍ପତି ନେଇଥିଲା । ଏଥିରେ ଏତେ ଲୋକ ସାମିଲ ହେଲେ ଯେ, ଶେଷରେ ଦଳା ଚକଟାରେ…

ଅନୁଷ୍କାଙ୍କ ପୂର୍ବରୁ ବ୍ରାଜିଲ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ କୋହଲି

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସର୍ବଦା ଏକ ସମ୍ପର୍କ ଯୋଡି ହୋଇ ରହିଥାଏ । କ୍ରିକେଟର ଓ ବଲିଉଡ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ପରସ୍ପରକୁ ଭଲ ପାଇବା ପରେ ଉଭୟ ୨୦୧୭ରେ ବିବାହ…

ଭାରତୀୟ ହକି ଖେଳାଳିଙ୍କୁ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ:ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କ ପାଇଁ ପ୍ରତିମାସ ୨୫,୦୦୦ଟଙ୍କାର ଭତ୍ତା ମଞ୍ଜୁର କରିଛି। ଫଳରେ ପ୍ରଥମଥର ପାଇଁ ହକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି । ଟାର୍ଗେଟ…

ରେକର୍ଡର ଲମ୍ବା ଲାଇନ ଲଗେଇଦେଲେ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଶତକ ହାସଲ କରିବା ସହ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ୧୩୪ ରନର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପନ୍ତ ୱିକେଟକିପର ଭାବେ ଭାରତ ପକ୍ଷରୁ ସର୍ବାଧିକ…

ଯଶସ୍ୱୀ, ଗିଲ, ପନ୍ତଙ୍କ ଶତକ: ଭାରତ ପ୍ରଥମ ଇନିଂସରେ ୪୭୧ରେ ଅଲଆଉଟ

ଲୀଡ୍ସ: ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତଙ୍କ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ଅଲଆଉଟ ହୋଇଯାଇଛି । ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା । ଗିଲ ୧୪୭, ପନ୍ତ ୧୩୪ ଓ ଯଶସ୍ୱୀ ୧୦୧ ରନ କରି ଆଉଟ ହୋଇଥିଲେ । ୮ ବର୍ଷ ପରେ…

ପନ୍ତଙ୍କୁ କାହିଁକି ହାତ ଯୋଡିଲେ କେଏଲ ରାହୁଲ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଭାରତର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆକର୍ଷଣୀୟ ଇନିଂସ ଖେଳିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ପରେ ଶୁଭମନ ଗିଲ ୧୨୭ ଓ ପନ୍ତ ୬୫ ରନ କରି ଅପରାଜିତ ରହିଥିଲେ । ଡ୍ରେସିଂ ରୁମକୁ ଫେରିବା ପରେ ପନ୍ତଙ୍କୁ…

ଜୁଲିଆନ୍ ଓ୍ବେବରଙ୍କ ଠାରୁ ବଦଲା ନେଲେ ନୀରଜ….ଜିତିଲେ ପ୍ୟାରିସ୍ ଡାଇମଣ୍ଡ ଲିଗ୍

ନୂଆଦିଲ୍ଲୀ: ପ୍ୟାରିସ୍ ଡାଇମଣ୍ଡ ଲିଗ୍ ୨୦୨୫ ଜିତିଲେ ନୀରଜ ଚୋପ୍ରା । ଦୁଇ ବର୍ଷର ସଂଘର୍ଷ ପରେ ପ୍ରଥମ ଥର ପାଇଁ ଡାଇମଣ୍ଡ ଲିଗ୍ ଟାଇଟଲ୍ ନିଜ ନାମରେ କରିଛନ୍ତି । ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଏବଂ ଭାରତୀୟ ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରା ଶୁକ୍ରବାର ଦିନ ପ୍ୟାରିସ୍ ଡାଇମଣ୍ଡ…

କୋହଲି, ଡ୍ରାଭିଡ, ଗାଙ୍ଗୁଲିଙ୍କ ସହ ସାଈ ସୁଦର୍ଶନଙ୍କ କଣ ରହିଛି ସଂଯୋଗ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡଙ୍କ ସହ ତାଙ୍କର ଏକ ସଂଯୋଗ…

୩୯ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ-ରାହୁଲ

ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଜୁନ ୨୦ରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିଛି । ଦୁଇ ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ପ୍ରଭାବୀ ପ୍ରଦର୍ଶନ କରି ୩୯ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ଉଭୟ…

୩୦୦୬ ଦିନ ପରେ ଭାରତୀୟ ଦଳ ପକ୍ଷରୁ ମ୍ୟାଚ ଖେଳିଲେ କରୁଣ ନାୟାର

ଲଣ୍ଡନ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତୀୟ କ୍ରିକେଟ ଦଳକୁ କରୁଣ ନାୟାର ପ୍ରତ୍ୟାବର୍ତନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ଏଥିସହ ସେ ୩୦୦୬ ଦିନ ପରେ ଟିମ ଇଣ୍ଡିଆ ପକ୍ଷରୁ ମ୍ୟାଚ ଖେଳିବେ । ୨୦୧୭ରେ ସେ ଶେଷ ଥର ପାଇଁ ଭାରତ…