Latest Odisha News

BREAKING NEWS

Browsing Category

ଖେଳ

ଭାଇରାଲ ହେଲା ମାର୍କରାମଙ୍କୁ ନେଇ କୋହଲିଙ୍କ ଟୁଇଟ

ଲଣ୍ଡନ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଆଡେନ ମାର୍କରାମଙ୍କ ଆକର୍ଷଣୀୟ ଶତକ ଦଳକୁ ବିଜୟୀ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ବିପକ୍ଷରେ…

ଚୋକର୍ସ ନୁହନ୍ତି…ଚାମ୍ପିୟନ

ଦକ୍ଷିଣ ଆଫ୍ରିକା ଟିମକୁ ଏବେ ଚାମ୍ପିୟନ କହିବା ଅଭ୍ୟାସ କରିବାକୁ ପଡିବ । ଚୋକର୍ସ ଟ୍ୟାଗରୁ ଉଠି ଏବେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ଥର ଭଲ ପ୍ରଦର୍ଶନ କରିବା ସତ୍ୱେ ଟାଇଟଲ ହାତେଇ ପାରୁ ନ ଥିଲେ । ଏବେ ଏଥିରେ ଫୁଲ ଷ୍ଟପ ପକାଇଛନ୍ତି ଟେମ୍ବା ବାଭୁମା ଓ ଟିମ । ବାଭୁମାଙ୍କ…

ଡବ୍ଲ୍ୟୁଟିସି: ଦକ୍ଷିଣ ଆଫ୍ରିକା ନୂଆ ବିଶ୍ୱ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ: ଦକ୍ଷିଣ ଆଫ୍ରିକା ଆଇସିସି ଫାଇନାଲରେ ଚୋକ ମାରୁଥିବା ମାନସିକତାରୁ ବାହାରକୁ ବାହାରି ଆସିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏଡେନ ମାର୍କରାମ ସ୍ମରଣୀୟ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ…

ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଟିମ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଏଠାରେ ଉଭୟ ଟିମ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ ୬ରେ ଟିମ ସହିତ ଗମ୍ଭୀର ଇଂଲଣ୍ଡ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭେନ୍ୟୁ ଶର୍ଟଲିଷ୍ଟ କଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ଦିନିକିଆ ଓ ଟି୨୦ ସିରିଜ ଖେଳିବ । ୨୦୨୬ରେ ଉଭୟ ଟିମ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏ ନେଇ ଭେନ୍ୟୁ ଶର୍ଟଲିଷ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ମୁମ୍ବାଇର ୱାଙ୍ଖେଡ, ଅହମ୍ମଦାବାଦର…

ଉମ୍ରାନ, ମୟଙ୍କଙ୍କ ପରେ ଚର୍ଚ୍ଚାରେ ଏହି ୧୭ ବର୍ଷୀୟ ବୋଲର

ନୂଆଦିଲ୍ଲୀ: ଉମ୍ରାନ ମଲିକ ଓ ମୟଙ୍କ ଯାଦବଙ୍କ ପରେ ଏବେ ଜଣେ ୧୭ ବର୍ଷୀୟ ଯୁବ ପେସ ବୋଲର ଚର୍ଚ୍ଚାର କାରଣ ସାଜିଛନ୍ତି । ବିସିସିଆଇ ସେଂଟର ଏକ ଏକ୍ସଲେନ୍ସରେ ଏହି ବୋଲରଜଣଙ୍କ ୧୪୭.୩ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ଏହି ବୋଲରଙ୍କ ନାମ ହେଲା ଆରଡି…

ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ଖେଳିପାରେ ୮ ଧଳା ବଲ ମ୍ୟାଚ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ଆସନ୍ତା ବର୍ଷ ଖେଳାଯିବ । ଏଥିପାଇଁ ଭାରତୀୟ କ୍ରିକେଟ ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ସହ ୮ଟି ଧଳା ବଲ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଅବଶ୍ୟ ଅଫିସିଆଲ ଭାବେ ଏହାର ଘୋଷଣା କରାଯାଇ ନାହିଁ । ଭାରତ…

ବୁମରାହଙ୍କ ରେକର୍ଡ ଭାଙ୍ଗିଲେ ରାବାଡା

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ରାବାଡା ଭାରତର ଯଶପ୍ରୀତ ବୁମରାହଙ୍କ ଏକ ରେକର୍ଡ…

ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୫: ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ଅର୍ଜନ କରି ଆମ ଦେଶ ଓ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରାବଣୀ ନନ୍ଦଙ୍କୁ…

ଡବ୍ଲ୍ୟୁଟିସି ଫାଇନାଲ: ଅଷ୍ଟ୍ରେଲିଆ ୨୧୨, ଦକ୍ଷିଣ ଆଫ୍ରିକା ୪୩/୪

ଲଣ୍ଡନ: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ ୧୧ରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୪ଟି ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ଦଳର କାଗିସୋ ରାବାଡା ଓ ମାର୍କୋ ଜାନସେନଙ୍କ ଘାତକ ବୋଲିଂ ଆଗରେ ବଡ…