Latest Odisha News

BREAKING NEWS

Browsing Category

ଖେଳ

ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କଲା ହାଇଦ୍ରାବାଦ

ଲକ୍ଷ୍ନୌ: ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ଆଶାକୁ ଚୂରମାର କରି ଦେଇଛି। ଆଇପିଏଲ ୨୦୨୫ରେ ଲକ୍ଷ୍ନୌର ଏହା ସପ୍ତମ ପରାଜୟ ଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦେଇଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ…

କୋହଲି କ୍ରିକେଟଠାରୁ ଦୂରକୁ ଚାଲିଯିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ । ଏବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏକ ଚିନ୍ତାଜନକ ବୟାନ…

ବାଂଲାଦେଶ ଗସ୍ତରେ ରାହୁଲ ଯିବା ଏକପ୍ରକାର ନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଚଳିତ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଥିବା ସହ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରେ ରାହୁଲ ଟିମ ଇଣ୍ଡିଆ ପକ୍ଷରୁ ସ୍ଥାନ…

ଭାରତ ଓହରିଲେ ପିସିବିର କ୍ଷତି ହେବ ୨୨୦ କୋଟି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଅଶାନ୍ତି କ୍ରିକେଟ ପଡିଆରେ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ହୋଇଯାଇଛି । ଆଇସିସି ଓ ଏସିଆ କପ ଇଭେଂଟରେ ଉଭୟ ଦେଶ ପରସ୍ପରକୁ ଭେଟିଛନ୍ତି । ଏବେ ଏସିଆ କପ ୨୦୨୫ ଉପରେ ବଡ ବିପଦ…

ଏସିଆ କପ୍ ୨୦୨୫ରୁ ଓହରିବ କି ବିସିସିଆଇ, ଜାଣନ୍ତୁ କଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ବିସିସିଆଇ ଏସିଆ କପ ଖେଳିବନି ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ପୁରୁଷ ଏସିଆ କପ୍…

ସୂର୍ଯ୍ୟକୁମାର, ସଞ୍ଜୁ, ରିତୁରାଜ, ଗିଲଙ୍କୁ ପଛରେ ପକାଇଲେ ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଟି୨୦ କ୍ୟାରିୟରର ୭ମ ଶତକ । ଏହି ଶତକ ସହ ରାହୁଲ ଭାରତର ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ରିତୁରାଜ ଗାଏକ୍ୱାଡ ଓ…

ଟ୍ରେଭିସ ହେଡ କରୋନା ପଜିଟିଭ, ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିବେନି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିଯୋଗୁ…

ପ୍ଲେ ଅଫର ନିକଟତର ହେଲା ପଞ୍ଜାବ କିଙ୍ଗସ

ଜୟପୁର: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହ ପଞ୍ଜାବ ପ୍ଲେ ଅଫର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ କରି ନେହାଲ ବଢ଼େରା ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ଇନିଂସ ବଳରେ ୨୧୯ ରନ ସଂଗ୍ରହ କରିଥିଲା…

ରାହୁଲ ବୈଦ୍ୟଙ୍କୁ ଅନବ୍ଲକ୍ କଲେ କି କୋହଲି…

ନୂଆଦିଲ୍ଲୀ: କିଛି ଦିନ ତଳେ ବିରାଟ କୋହଲି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ପୋଷ୍ଟକୁ ଭୁଲବଶତଃ ଲାଇକ୍ କରିଦେଇଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଯାଇଥିବା ବୋଲି ମଧ୍ୟ ଦର୍ଶାଯାଇଥିଲା। ନିଜର ଇନଷ୍ଟାଗ୍ରାମ ର ଫିଡ୍ କ୍ଲିୟର କରିବା…

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଚୟନକମିଟି

ନୂଆଦିଲ୍ଲୀ:ଜୁନ ୨୦ରୁ ଅଗଷ୍ଟ ୪ ପର‌୍ୟ୍ୟନ୍ତ ଇଂଲଣ୍ଡ ଗସ୍ତରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଘୋଷଣା ଚୟନ କମିଟି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜକୁ ୱାଲ୍ଡ ଟେଷ୍ଟ ସିରିଜ…