Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲର ବାକି ତକ ମ୍ୟାଚରୁ ଓହରି ପାରନ୍ତି ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ବାକି ତକ ମ୍ୟାଚରୁ ପଞ୍ଜାବ କିଙ୍ଗସର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପଞ୍ଜାବ ବିଜୟ ହାସଲ କରିଥିଲା । ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ…

ଆଇପିଏଲ କ୍ୟାରିୟରରେ ଚହଲଙ୍କ ଦ୍ୱିତୀୟ ହ୍ୟାଟ୍ରିକ

ଚେନ୍ନାଇ: ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସର ଷ୍ଟାର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ହ୍ୟାଟ୍ରିକ ହାସଲ କରି ଚେନ୍ନାଇ ସୁପର କିଙ୍ଗସଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ଚଳିତ ଆଇପିଏଲରେ ଏହା ପ୍ରଥମ ହ୍ୟାଟ୍ରିକ । ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ହାସଲ…

ପତିଙ୍କଠାରୁ ଅଲଗା ହେଲେ ମହିଳା ବକ୍ସର ମେରୀ କମ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ମେରୀ କମ ଏବଂ ତାଙ୍କ ପତି ତଥା ପୂର୍ବତନ ବକ୍ସର ଓନୋଲରଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଉଭୟ ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଗତ ସପ୍ତାହରେ ସୋସିଆଲ ମିଡିଆରେ ଉଭୟ…

ଇଣ୍ଡିଆନ ଓପନ ରିଲେ: ମିକ୍ସଡ ରିଲେରେ ଓଡିଶାକୁ ରୌପ୍ୟ

ଭୁବନେଶ୍ୱର: ଚଣ୍ଡୀଗଡରେ ଚାଲିଥିବା ଇଣ୍ଡିଆନ ଓପନ ରିଲେ ପ୍ରତିଯୋଗିତାରେ ଓଡିଶାର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ମିକ୍ସଡ ରିଲେ ୪ ଗୁଣନ ୧୦୦ ମିଟରରେ ଓଡିଶାର ପ୍ରତିଯୋଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ବୋନୀତା ଲାକ୍ରା, ମନୀଷା ମେରେଲ, ଅବିନାଶ ସାହୁ ଓ ଡିଏମ ଜୟରାମ…

ଚମ୍ପକ ନାମ ନେଇ ବିସିସିଆକୁ ନୋଟିସ ଜାରୀ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଏବେ ରୋମାଂଚକ ମୋଡରେ ପଂହଚି ଯାଇଛି । ସମସ୍ତ ଟିମ ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଏଥର ଆଇପିଏଲରେ ଏଆଇ ରୋବୋଟ ଡଗ ଚମ୍ପକ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ଏହାର ନାମ ଚମ୍ପକ ରଖି ବିସିସିଆଇ ଅଡୁଆରେ ପଡିଛି । ଛୋଟ ପିଲାଙ୍କ…

ଇଂଲଣ୍ଡ ଗସ୍ତ ପାଇଁ ୩୫ଜଣ ଖେଳାଳିଙ୍କ ଶର୍ଟଲିଷ୍ଟ କରିଛି ବିସିସିଆଇ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏବେ ବିସିସିଆଇ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରୁଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଂଲଣ୍ଡ ଗସ୍ତ ପାଇଁ ୩୫ ଜଣିଆ…

ଟିମ ଇଣ୍ଡିଆ ଟି୨୦ ଦଳର ନିୟମିତ ସଦସ୍ୟ ହେବା ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ରାହୁଲ ଭାରତୀୟ ଦଳର ନିୟମିତ ସଦସ୍ୟ ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ବ୍ୟାଟିଂ ଶୈଳୀରେ ପରିବର୍ତନ ମଧ୍ୟ କରିଛନ୍ତି । ୨୦୧୬ରେ ରାହୁଲ ଭାରତ…

କେକେଆର କୋଚଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ଦଳର ଖେଳାଳି

କୋଲକାତା: ଚଳିତ ଆଇପିଏଲରେ ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଏ ପଯ୍ୟନ୍ତ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କେକେଆର କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ କେତେକ ନିଷ୍ପତି ଉପରେ ଦଳର ଖେଳାଳିମାନେ ସନ୍ତୁଷ୍ଟ ନାହାନ୍ତି । ରିପୋର୍ଟ ମୁତାବକ ଦଳର ଏକ ସିନିୟର ଖେଳାଳି…

ଇଂଲଣ୍ଡ ଗସ୍ତରେ ଯିବେ ବୈଭବ, ଆୟୂଷ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଆରମ୍ଭ ହେବ । ଏହାର ଠିକ ପୂର୍ବରୁ ଭାରତ ଏ ଟିମ ଇଂଲଣ୍ଡ ଯିବ । ଆଇପିଏଲ ପରେ ଭାରତର ୧୯ ବର୍ଷରୁ କମ ଟିମ ସେଠାରେ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଟିମରେ ବୈଭବ…

ଛୋଟ ବୟସରେ ବଡ଼ ଧମାକା, ଶତକ ମାରି ସାରା ଦୁନିଆରେ ଚହଳ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ... ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ…