Latest Odisha News

BREAKING NEWS

Browsing Category

ଖେଳ

ପରିବାରକୁ ନେଇ ବିସିସିଆଇର ନିଷ୍ପତ୍ତି; ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଲଜ୍ଜାଜନକ ପରାଜୟ ପରେ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ନୂଆ ପ୍ରୋଟୋକଲ୍ ଲାଗୁ କରିଥିଲା। ଯେଉଁ ନିୟମଗୁଡ଼ିକ ସମସ୍ତ ଖେଳାଳିଙ୍କୁ ପ୍ରଭାବିତ କରିଛି। ଏହାରି ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଏକ ଇଭେଣ୍ଟରେ ବିରାଟ କୋହଲି ଏହି ନୂଆ ନିୟମକୁ…

ଅବସର ପରେ ପୁଣି ଭାରତୀୟ ଦଳକୁ କାହିଁକି ଫେରିଲେ ଷ୍ଟାର ଫୁଟବଲର ଛେତ୍ରୀ ?

ନୂଆଦିଲ୍ଲୀ: ଅବସର ନେଇଥିବା ଭାରତର ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ ପୁଣି ଭାରତୀୟ ଦଳକୁ ଫେରିଛନ୍ତି । ଛେତ୍ରୀ ଗତବର୍ଷ ଜୁନରେ ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ କୁଏତ ସହ ଗୋଲ ଡ୍ର ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। ପ୍ରାୟ ଆଠ ମାସ ପରେ ସେ ପୁଣି ଥରେ…

ସରିଲା WPL 2025; ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ହେଲା ଟଙ୍କା ବର୍ଷା

ମୁମ୍ବାଇ:  ଚଳିତ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇଲା ମୁମ୍ବାଇ । WPL2025ର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ ରେ ପରାସ୍ତ କରିଛି । ମୁମ୍ବାଇର ବ୍ରେବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀକୁ ୧୫୦ ରନ୍ ଟାର୍ଗେଟ୍ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସଦଳ ମାତ୍ର…

ଅବସର ସମ୍ପର୍କରେ ସୂଚନା ଦେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ସାକ୍ଷାତକାରରେ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପରେ କୋହଲି ଏବେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଦଳ ସହିତ ଯୋଗ ଦେଇଛନ୍ତି ।…

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆସିଲା ଖୁସି ଖବର; ଦଳରେ ଯୋଗଦେବେ ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: ଗତ ସିଜନ ଆଇପିଏଲର ଫାଇନାଲ ମ୍ୟାଚ ଖେଳିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ, କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାଜୟ ହୋଇଥିଲା । ଏଥର ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତେବେ ଆଇପିଏଲ୍ ୨୦୨୫ ଆରମ୍ଭ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଖେଳାଳି ହେବେ ଅଧିନାୟକ, ନରମିଲା ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପୂର୍ବରୁ ଭାରତରେ କ୍ରିକେଟକୁ ନେଇ ଏକ ଅଲଗା ପ୍ରକାର ବାତାବରଣ ରହିଥିଲା । ପ୍ରଶଂସକ ଏବଂ ବିିସିସିଆଇ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳିଙ୍କ କ୍ୟାରିୟର ଶେଷ ହେବାର ଡେଡଲାଇନ ଏକପ୍ରକାର ଘୋଷଣା କରି ଦେଇଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ…

ଆଇପିଏଲ ନ ଖେଳିବା ପାଇଁ ଅନ୍ୟ ବୋର୍ଡକୁ କହିଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଆୟୋଜକ ପାକିସ୍ତାନ ସମସ୍ତ କ୍ଷେତ୍ରରେ ଅପମାନିତ ହୋଇଛି । ଏହା ଦେଶର ଅନେକ ପୁରୁଣା ଖେଳାଳିଙ୍କୁ ପ୍ରତିକ୍ରିୟାଶୀଳ କରାଇଛି । ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ଅନ୍ୟ ବୋର୍ଡକୁ ଆଇପିଏଲରେ ନ ଖେଳିବା ପାଇଁ ଅନୁରୋଧ କରିଛନ୍ତି । ଯଦି ବିସିସିଆଇ ତାର…

ଭାରତ ନୁହେଁ ବର୍ତ୍ତମାନ ଏହି ଦେଶ ପାଇଁ ଖେଳିବେ ଷ୍ଟାର ସ୍ପିନର ଚହଲ..

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପରେ ଭାରତୀୟ ଷ୍ଟାର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଏକ ବିଦେଶୀ ଦଳ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ । ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆ ଦଳରୁ ବାହାରେ ଥିବା ଚହଲ ଏକ ବିଦେଶୀ ଦଳ ସହ ଚୁକ୍ତି କରିଛନ୍ତି । ସେ ପୂର୍ବରୁ ମଧ୍ୟ ଏହି ଦଳ ପାଇଁ ଖେଳି ସାରିଛନ୍ତି ।…

ଅକ୍ଷର ପଟେଲଙ୍କୁ ମିଳିଲା ହୋଲି ଉପହାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମିଳିଛି ହୋଲି ଉପହାର । ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ୨୦୧୯ ପରଠାରୁ ସେ ଏହି ଫ୍ରାଂଚାଇଜ ସହିତ ଜଡିତ ଅଛନ୍ତି । କେଏଲ ରାହୁଲ ମଧ୍ୟ ଏହି ଦୌଡରେ ଥିଲେ । ତେବେ ଫ୍ରାଂଚାଇଜ ପଟେଲଙ୍କୁ…

ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ?

ମୁମ୍ବାଇ:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ହେଉଛି ୧୮ତମ ସିଜିନ୍ ଏବଂ ଏହା ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଉଦଘାଟନୀ ମ୍ୟାଚ୍ ଖେଳିବ। କିନ୍ତୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ…