Latest Odisha News

BREAKING NEWS

Browsing Category

ଖେଳ

ଅଶ୍ୱୀନଙ୍କ ଅବସର ନେବା ନେଇ ଗାଭାସ୍କର ଅସନ୍ତୁଷ୍ଟ

ଗାବା: ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ହଠାତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ତାଙ୍କର ଅବସର ନେବା ଟାଇମିଂକୁ ନେଇ ସୁନୀଲ ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୨୦୧୪ରେ ମହେନ୍ଦ୍ର ସିଂ…

ଆସନ୍ତୁ ଜାଣିବା କାହିଁକି ଅଶ୍ୱୀନଙ୍କୁ କୁହାଯାଏ ସ୍ପିନ କିଙ୍ଗ

ଗାବା: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ୩୮ ବର୍ଷୀୟ ଅଶ୍ୱୀନ ପୂର୍ବରୁ ଏ ସମ୍ପର୍କରେ କାହାକୁ ସୂଚନା ଦେଇ ନ ଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ଅଶ୍ୱୀନ ଏ ଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ଫଳରେ…

ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ବିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଗାବା ଟେଷ୍ଟ ପରେ ପ୍ରେସ୍ କନଫରେନ୍ସରେ ସେ ଏହା ଘୋଷଣା କରିଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ମଧ୍ଯ ଉପସ୍ଥିତ ଥିଲେ। ଅବସର ପୂର୍ବରୁ ଅଶ୍ୱିନ, ବିରାଟ…

ହକି ଇଣ୍ଡିଆ ଲିଗ: ରାଉରକେଲା, ରାଂଚୀ ମ୍ୟାଚରେ ଫ୍ରି ଟିକେଟ

ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ରାଉରକେଲା ଓ ରାଂଚୀରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ ମ୍ୟାଚରେ ପ୍ରଶଂସକ ମାଗଣାରେ ମ୍ୟାଚ ଉପଭୋଗ କରିପାରିବେ । ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି । ଡିସେମ୍ବର ୨୮ରୁ ରାଉରକେଲାର ବିର୍ସା ମୁଣ୍ଡା…

ବିଜୟ ହଜାରେ ଟ୍ରଫି: ରାହାନେ, ପୃଥ୍ୱୀ ଶଙ୍କୁ ବାଦ ଦେଲା ମୁମ୍ବାଇ

ମୁମ୍ବାଇ: ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛ । ଆଶ୍ଚର୍ଯ୍ୟଜନକ ଭାବେ ଅଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ରାହାଣେ ଚମତ୍କାର ବ୍ୟାଟିଂ…

ଫଲୋଅନ ଏଡାଇଲା ଭାରତ, ଡ୍ର ଅଭିମୁଖେ ତୃତୀୟ ଟେଷ୍ଟ

ଗାବା: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷରେ ଫଲୋଅନ ଏଡାଇବାକୁ ସଫଳ ହୋଇଛି । ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୯ ୱିକେଟ ହରାଇ…

ସରିଗଲା ଟିମ ସାଉଦିଙ୍କ ଟେଷ୍ଟ କ୍ୟାରିୟର

ହାମିଲଟନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୪୨୩ ରନର ବୃହତ ବ୍ୟବଧାନରେ ଜିତି ନେଇଛି । ଅବଶ୍ୟ ନ୍ୟୁଜିଲାଣ୍ଡ ୧-୨ରେ ସିରିଜ ପରାଜୟବରଣ କରିଛି । ନ୍ୟୁଜିଲାଣ୍ଡର ମହାନ ବୋଲର ସାଉଦିଙ୍କ ଟେଷ୍ଟ କ୍ୟାରିୟରର ଏହା ଶେଷ ମୁକାବିଲା ଥିଲା । ମ୍ୟାଚ ପରେ ସାଉଦି ଭାବପ୍ରବଣ ହୋଇ ପଡିଥିଲେ…

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ କିପରି କରିବ ପ୍ରବେଶ

ଗାବା: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଅଷ୍ଟ୍ରେଲିଆର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରିଛି । ଏବେବି ଫଲୋଅନ ଏଡାଇବାକୁ ଟିମଇଣ୍ଡିଆକୁ ୧୯୫ ରନର ଆବଶ୍ୟକତା ରହିଛି । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ…

କୋହଲିଙ୍କ ଟେକନିକ ନୂଆ ବଲ ପାଇଁ ଉପଯୁକ୍ତ ନୁହେଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୂନର୍ବାର ଫେଲ ମାରିଛନ୍ତି । ଟେଷ୍ଟ ସ୍ପେଶାଲିଷ୍ଟ ବିବେଚନା କରାଯାଉଥିବା ଚେତେଶର ପୂଜାରା ସୋମବାର କୋହଲିଙ୍କ ଟେକନିକ ସମ୍ପର୍କରେ ଖୁଲାସା କରିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ…

ବର୍ଷା ଭରୋଷାରେ ଟିମ ଇଣ୍ଡିଆ

ଗାବା: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଖେଳାଯାଉଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୪ ୱିକେଟ ହରାଇ ୫୧ ରନ କରି ବିପଦରେ ପଡିଛି । କେଏଲ ରାହୁଲ ୩୩ ଓ ରୋହିତ ଶର୍ମା ଖାତା ନ ଖୋଲି…