Latest Odisha News

BREAKING NEWS

Browsing Category

ଖେଳ

ବଲିଉଡ୍ ତାରକାଙ୍କ ଦମଦାର ପ୍ରଦର୍ଶନରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଣ୍ଡିଆ ଲିଗ୍ (ଏଚଆଇଏଲ୍) ୨୦୨୪-୨୫ ଓପନିଂ ମ୍ୟାଚ୍ ଉଦଘାଟନୀ ଉତ୍ସବରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ 'ଭାରତୀୟ ହକି କା ଜଶନ୍' ଥିମ୍ ରେ ଗ୍ରାଣ୍ଡ ସେଲିବ୍ରେସନ ହେବ । ଏଥିରେ ଭାରତୀୟ…

ଆସନ୍ତା ୨୮ରୁ ହକି ଇଣ୍ଡିଆ ଲିଗ୍; ବେଦାନ୍ତ କଳିଙ୍ଗ ଲାନସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଏନେଇ ହକି ଇଣ୍ଡିଆ ଲିଗ୍‌ ର ଭୁବନେଶ୍ବର ଭିତ୍ତିକ ଦଳ ’ବେଦାନ୍ତ କଳିଙ୍ଗ ଲାନସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ‌ରେ ଉନ୍ମୋଚିତ ହୋଇଯାଇଛି । ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ…

ବାପାଙ୍କୁ ଏକୁଟିଆ ଛାଡି ଦେବାକୁ କହିଲେ ଅଶ୍ୱୀନ

ଚେନ୍ନାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ ଅଷ୍ଟ୍ରେଲିଆରୁ ଚେନ୍ନାଇ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ଅଶ୍ୱୀନଙ୍କ ବାପା କହିଥିଲେ, ମୋ ପୁଅକୁ ବାରମ୍ବାର ଅପମାନିତ କରିଯିବାରୁ ସେ ବାଧ୍ୟ ହୋଇ ଅବସର ନେଲେ । ସେ…

ଭାରତ ଛାଡିବେ କି କୋହଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଛାଡି ଲଣ୍ଡନରେ ରହିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କୋହଲିଙ୍କ ପିଲା ବେଳର କୋଚ ରାଜକୁମାର ଶର୍ମା ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି, କୋହଲି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ…

ଆଇସିସି ବୈଠକରେ ନିଷ୍ପତି: ଭାରତ, ପାକିସ୍ତାନ ପରସ୍ପର ଦେଶରେ ମ୍ୟାଚ ଖେଳିବେନି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଂଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ…

ପୁଅକୁ ଅପମାନ ଦିଆଯାଉଥିବା ଅଭିଯୋଗ ଆଣିଲେ କ୍ରିକେଟର ଅଶ୍ବିନଙ୍କ ବାପା

ନୂଆଦିଲ୍ଲୀ: ଖେଳ ଜଗତରୁ ହଠାତ ଅଶ୍ୱିନ ସନ୍ୟାସ ନେଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ। ଏହାରି ମଧ୍ୟରେ ତାଙ୍କ ବାପା ରବିଚନ୍ଦ୍ରନ ଅଭିଯୋଗ ଆଣିଛନ୍ତି ଯେ ଅଶ୍ୱିନଙ୍କୁ କ୍ରମାଗତ ଭାବେ ଅପମାନିତ କରାଯାଉଥିଲା ଯେଉଁ କାରଣରୁ ଷ୍ଟାର ଅଫ୍ ସ୍ପିନର ହଠାତ୍ ଅବସର ନେଇଯାଇଛନ୍ତି।…

ପରିବାର ଫଟୋ ଉଠାଇବା ନେଇ ରାଗିଗଲେ କୋହଲି

ମେଲବୋର୍ଣ୍ଣ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଗାବା ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିଲେ । ସେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ଏବେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସି ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ମେଲବୋର୍ଣ୍ଣରେ ପଂହଚିଛି । ସେଠାରେ କୋହଲି ମଧ୍ୟ ପରିବାର ସହିତ ପଂହଚିଥିଲେ ।…

ଅବସରକୁ ନେଇ ରୋହିତ, ଅଶ୍ୱୀନଙ୍କ ବୟାନ ମେଳ ଖାଉନି

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରପି ତୃତୀୟ ଟେଷ୍ଟ ପରେ ସେ ଏହି ନିଷ୍ପତି ନେଇଛନ୍ତି । ଏବେ ଅଶ୍ୱୀନ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ଅବସରକୁ ନେଇ ଅଧିନାୟକ ରୋହିତ…

ସୋଆ କପ୍ ୨୦୨୪: କ୍ରୀଡ଼ାର ବିକାଶ ନିମନ୍ତେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍’ର ପୁରସ୍କାର ବିତରଣୀ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା…

ଅଶ୍ୱୀନଙ୍କ ପରେ ଆରମ୍ଭ ହେଲା କି ରୋହିତ ଯୁଗର ଶେଷ

ଗାବା: ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ନେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂଆ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଯୁବ ବାହିନୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି । ଯଦି ଏହା ହୁଏ…