Latest Odisha News

BREAKING NEWS

Browsing Category

ଖେଳ

ଆଜିର ଦିନରେ ଘଟିଥିଲା କ୍ରିକେଟର ଅଦ୍ଭୁତ ୧୧ ସଂଯୋଗ

ନୂଆଦିଲ୍ଲୀ: ନଭେମ୍ବର ୧୨ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଏହାର ପୂର୍ବଦିନ(ନଭେମ୍ବର ୧୧) ୨୦୧୧ରେ ଏକ ଅଦ୍ଭୂତ ସଂଯୋଗ ଆଣିଥିଲା । ଯାହା କି ଏବେ କ୍ରିକେଟପ୍ରେମୀଙ୍କ ମନରୁ ଲିଭି ନାହିଁ । ୨୦୧୧ରେ ଏହି ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଆଇସିସିକୁ ସ୍ପଷ୍ଟୀକରଣ ମାଗିପାରେ ପିସିବି

ଲାହୋର: ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ବିବାଦ ବଢ଼ିବାୋ ଲାଗିଛି । ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତ ରାଜି ନ ହେବାରୁ ପିସିବି କ୍ଷୁବ୍ଧ ହୋଇଛି । ଆଇସିସି ପିସିବିକୁ ଜଣାଇଛି ଯେ, ଭାରତ ଏହି ଗସ୍ତରେ ଯିବନି । ପାକିସ୍ତାନ ଏହାର ଆୟୋଜକ ଥିବାରୁ ଭାରତ କାହିଁକି…

କେଏଲ ରାହୁଲ କହିଲେ ମୁଁ କିଛି ମାତ୍ରାରେ ସ୍ୱାଧୀନତା ଚାହୁଁଥିଲି

ଲକ୍ଷ୍ନୌ: ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ରାସ୍ତା ଅଲଗା ହୋଇଯାଇଛି । ଲକ୍ଷ୍ନୌ ୨୦୨୫ ମେଗା ନିଲାମ ପାଇଁ ୫ଜଣ ଖେଳାଳିଙ୍କୁ ରିଟେନ କରିଛି । ଏମାନଙ୍କ ମଧ୍ୟରେ ରାହୁଲଙ୍କ ନାମ ନ ଥିଲା । ରାହୁଲ ଗତ ସଂସ୍କରଣରେ ଅଧିନାୟକ ଥିବାରୁ ତାଙ୍କୁ ରିଟେନ କରାଯାଇ ନ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଡ୍ର ରଖିଲେ ମଧ୍ୟ ଭାରତ ଫାଇନାଲରେ କରିପାରିବ ପ୍ରବେଶ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରବେଶ କଷ୍ଟକର ହୋଇପଡିଛି । ଏବେ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ମ୍ୟାଚ ଜିତିଲେ ସିଧାସଳଖ…

ଗମ୍ଭୀର ରାଗି କରି କହିଲେ ରିକି ପଂଟିଂ ଅଷ୍ଟ୍ରେଲିଆ କ୍ରିକେଟ କଥା ବୁଝନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଂଟିଂ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଶତକକୁ ନେଇ ପ୍ରଶ୍ନ ଉଠାଇଥିଲେ ।…

ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ… 

ନୂଆଦିଲ୍ଲୀ: ପୁଅରୁ ଝିଅ ହେଲେ ପୂର୍ବତନ କ୍ରିକେଟରଙ୍କ ସନ୍ତାନ। ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ତାଙ୍କର ହରମୋନ୍ ପରିବର୍ତ୍ତନର କାହାଣୀ କୁହାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ୧୦ ମାସ…

କଳିଙ୍ଗ ଷ୍ଟାଡିୟମରେ ଆଇଏସଏଲର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ମୋହନବାଗାନ ସୁପର ଜ୍ୟାଂଟସ ମଧ୍ୟରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଆଇଏସଏଲର ଏହି…

ଟିମ ଇଣ୍ଡିଆ ସହିତ ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଏବେ ବି ରହିଛି ସଂଶୟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଟିମ ଇଣ୍ଡିଆ ନଭେମ୍ବର ୧୦ କିମ୍ବା ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି ଗସ୍ତରେ ଟିମ ସହିତ ଅଧିନାୟକ ରୋହିଶ ଶର୍ମା ଯିବେ କି ନାହିଁ ସେ ନାହିଁ ସଂଶୟ ଲାଗି ରହିଛି । ବ୍ୟକ୍ତିଗତ କାରଣ ଯୋଗୁ ରୋହିତ ଆଉ କିଛି ଦିନ ପରେ ଅଷ୍ଟ୍ରେଲିଆ ଗସ୍ତରେ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: କାସର ଦ୍ୱାରସ୍ତ ହୋଇପାରେ ପିସିବି

ନୂଆଦିଲ୍ଲୀ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବାକୁ ଅଛି । ସୁରକ୍ଷା ଦୃଷ୍ଟି କୋଣରୁ ଭାରତୀୟ ଟିମ ଏହି ଗସ୍ତରେ ଯିବାକୁ ମନା କରିଦେଇଛି । ଅବଶ୍ୟ ଏହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନି । କେତେକ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ଭାରତ ଉପରେ…

ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: ଡେଲିବୋର ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁରରେ ଚେକ ରିପବ୍ଲିକର ଡେଲିବୋର ଭର୍ସିନିଆ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ସେ ଆମେରିକାର ନିକ ଚ୍ୟାପେଲଙ୍କୁ ୬-୨, ୬-୦ ସିଧାସଳଖ ସେଟରେ ପରାସ୍ତ କରିଥିଲେ ।…