Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟ ହେଲା ପାକିସ୍ତାନ

ସିଡନୀ: ପାକିସ୍ତାନ କ୍ରିକେଟ ଟିମ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ଶୋଚନୀୟ ଭାବେ ପରାସ୍ତ କରି ଦିନିକିଆ ସିରିଜକୁ ୨-୧ରେ ହାତେଇଛି । ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତିମ ଦିିନିକିଆରେ ପାକିସ୍ତାନ ୮ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୧.୫…

ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: କବୀର-ରିଷବ ରନର୍ସଅପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଚାଲିଥିବା ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ୨୦୨୪ରେ ଓଡିଶାର କବୀର ହନ୍ସ ଓ ତାଙ୍କ ସାଥୀ ରିଷବ ଅଗ୍ରୱାଲ ଅଳ୍ପକେ ଚାମ୍ପିୟନ ହେବାରୁ ରହି ଯାଇଛନ୍ତି । ପୁରୁଷ ଡବଲ୍ସରେ ସେମାନେ ରନର୍ସପଅ ହୋଇଛନ୍ତି । ଫାଇନାଲ ମୁକାବିଲାରେ…

ସିକେ ନାୟୁଡୁ ଟ୍ରଫି: ୪୦୦ ବ୍ୟକ୍ତିଗତ ରନ କରି ଇତିହାସ ରଚିଲେ ଯଶବର୍ଦ୍ଧନ, ରହିଛି ୫୦୦ ରନ କରିବା ସୁଯୋଗ

ନୂଆଦିଲ୍ଲୀ: ଚଳିତ ସିକେ ନାୟୁଡୁ ଟ୍ରଫିରେ ହରିୟାଣାର ଓପନର ଯଶବର୍ଦ୍ଧନ ଦଲାଲ ଇତିହାସ ରଚିଛନ୍ତି । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଏହି କ୍ରିକେଟର ଏହି ଫର୍ମାଟରେ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାର ଦ୍ୱିତୀୟ ଦିବସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ବିଶ୍ୱରେକର୍ଡଧାରୀଙ୍କୁ କୋଚ ନିଯୁକ୍ତ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଥ୍ରେୟାର ନୀରଜ ଚୋପ୍ରା କୋଚ ବଦଳାଇଛନ୍ତି । ଶନିବାର ସେ ୩ ଥର ଅଲିମ୍ପିକ୍ସ ଚାମ୍ପିୟନ ଓ ବିଶ୍ୱରେକର୍ଡଧାରୀ ଜାନ ଜେଲଜନୀଙ୍କୁ ନିଜର ନୂତନ କୋଚ ଭାବେ ନିଯୁକ୍ତ କରିଛନ୍ତି । ଚେକ ରିପବ୍ଲିକର ଜାନ ୧୯୯୨, ୯୬ ଓ ୨୦୦୦…

ଗମ୍ଭୀରଙ୍କୁ ଟେଷ୍ଟ କୋଚ ପଦରୁ ହଟା ଯାଇପାରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ କ୍ଲିନ ସୁଇପ ହେବା ଯୋଗୁ ଭାରତୀୟ କ୍ରିକେଟ ଟିମର କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ ରହିଛି । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପ୍ରଦର୍ଶନ ଉପରେ ଗମ୍ଭୀରଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର…

ଆଇପିଏଲ ଖେଳିବାକୁ ଚାହୁଁଛନ୍ତି ଆଣ୍ଡରସନ, ଇଂଲଣ୍ଡ ବୋର୍ଡ ଉପରେ ଅସନ୍ତୁଷ୍ଟ

ଲଣ୍ଡନ: ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ ଏବେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ଆଇପିଏଲର ମେଗା ନିଲାମରେ ଆଣ୍ଡରସନ ରେଜିଷ୍ଟର କରିବା ସମସ୍ତଙ୍କୁ ଚକିତ କରିଛି । ସେ ଏହି ଅବସରରେ କହିଛନ୍ତି ଯେ, ମୁଁ ଭଲ ଫର୍ମରେ ରହିଛି ଏବଂ ଫିଟ ମଧ୍ୟ ଅଛି । ଆହୁରି ଅନେକ ଦିନ କ୍ରିକେଟ ଖେଳିବା ଜାରୀ…

ଗମ୍ଭୀରଙ୍କ କେତେକ ନିଷ୍ପତି ନେଇ ବିସିସିଆଇ ବ୍ୟକ୍ତ କଲା ଅସନ୍ତୋଷ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଭାରତ ୦-୩ରେ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏଥିନେଇ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଟାର୍ଗେଟକୁ ଆସିଛନ୍ତି । ପିଟିଆଇର ଏକ ରିପୋର୍ଟ ଅନୁସାରେ ଗମ୍ଭୀରଙ୍କ ସହ ବିସିସିଆଇର ଏ ନେଇ ଏକ ଆଲୋଚନା ବୈଠକର ଆୟୋଜନ କରିଥିଲା…

ରଣଜୀ ଟ୍ରଫି: ମୁମ୍ବାଇ ବିପକ୍ଷରେ ଓଡିଶାର ଇନିଂସ ପରାଜୟ

ମୁମ୍ବାଇ: ଚଳିତ ରଣଜୀ ସିଜନରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଏଠାରେ ଅନୁଷ୍ଠିତ ମୁକାବିଲାରେ ଓଡିଶା ଇନିଂସ ୧୦୩ ରନରେ ମୁମ୍ବାଇ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ୱିକେଟ ବିନିମୟରେ ୬୦୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଓଡିଶା ସନ୍ଦୀପ…

ଜାତୀୟ ସିନିୟର ପୁରୁଷ ହକି: ନକଆଉଟର ନିକଟତର ହେଲା ଓଡିଶା

ଚେନ୍ନାଇ: ଚଳିତ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ପୁଲ ବିରେ ସ୍ଥାନ ପାଇଥିବା ଓଡିଶା କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ନକଆଉଟ ପ୍ରବେଶର ନିକଟତର ହୋଇଛି । ପ୍ରଥମ ମ୍ୟାଚରେ ଓଡିଶା ୧୧-୧ରେ ରାଜସ୍ଥାନକୁ ପରାସ୍ତ କରିଥିଲା ।…

କାନପୁର ଆଉଟଫିଲ୍ଡକୁ ଖରାପ ରେଟିଂ ଦେଲା ଆଇସିସି

ନୂଆଦିଲ୍ଲୀ: ଆଇସିସି କାନପୁର ଗ୍ରୀନ ପାର୍କ ଷ୍ଟାଡିୟମର ଆଉଟ ଫିଲ୍ଡକୁ ଖରାପ ରେଟିଂ ପ୍ରଦାନ କରିଛି । ଏହା ବ୍ୟତୀତ ଡେମିରିଟ ପଂଏଟ ବି ଦିଆଯାଇଛି । ଆଇସିସି ପିଚକୁ କିନ୍ତୁ ସନ୍ତୋଷଜନକ ରିପୋର୍ଟ ଦେଇଛି । ଏଠାରେ ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଖେଳା ଯାଇଥିଲା । ୩ ଦିନ…