Latest Odisha News

BREAKING NEWS

Browsing Category

ଖେଳ

କାର ଦୁର୍ଘଟଣାରେ କ୍ରିକେଟର ମୁଶୀର ଆହତ

ନୂଆଦିଲ୍ଲୀ: କ୍ରିକେଟର ସର୍ଫରାଜ ଖାଁଙ୍କ ଭାଇ ମୁଶୀର ଖାଁ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୯ ବର୍ଷୀୟ ମୁଶୀର କାନପୁରରୁ ଲକ୍ଷ୍ନୌ ବାପା ଏବଂ କୋଚ ନୈଶାଦ ଖାଁଙ୍କ ସହ କାରରେ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ବେକ ପଛ ପଟେ ଆଘାତ ଲାଗିଛି । ସେ ଏବେ ଦୀର୍ଘ ସମୟ…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ଶ୍ରୀଲଙ୍କାର ଏହି ବ୍ୟାଟ୍ସମ୍ୟାନ

ଗେଲ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଶ୍ରୀଲଙ୍କାର ଯୁବ ବ୍ୟାଟ୍ସମ୍ୟାନ କାମିନ୍ଦୁ ମେଣ୍ଡିସ ପ୍ରଭାବୀ ପ୍ରଦର୍ଶନ ବଳରେ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦୦ ରନ ପୂର୍ଣ୍ଣ କରିବାରେ ଏହି ମହାନ ଖେଳାଳିଙ୍କ ସହ…

ବର୍ଷା ଯୋଗୁ ଧୋଇ ହୋଇଗଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ମଣିପାଲ ଟାଇଗର୍ସ ମ୍ୟାଚ

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର ହେବାକୁ ଥିବା କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ମଣିପାଲ ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ଫଳରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି । କୋଣାର୍କ ସୂର୍ଯ୍ୟାସ ଟିମ ବିଜୟଧାରା ବଜାୟ ରଖିବାକୁ ଚାହୁଁଥିବା ବେଳେ ମଣିପାଲ ଟିମ ଖାତା…

କୋହଲିଙ୍କ ପାଇଁ ୫୮ କିମି ସାଇକେଲ ଚଳାଇଲେ ୧୫ ବର୍ଷୀୟ ପ୍ରଶଂସକ

କାନପୁର: ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ସେପ୍ଟମ୍ବର ୨୭ରୁ ଆରମ୍ଭ ହୋଇଛି । ଏହି ମ୍ୟାଚକୁ ଦେଖିବା ପାଇଁ ଜଣେ ୧୫ ବର୍ଷୀୟ ପ୍ରଶଂସକ ୫୮ କିଲୋମିଟର ସାଇକେଲ ଚଳାଇ ଆସିବା ଚର୍ଚ୍ଚାର କାରଣ ସାଜିଛି । ଏପରିକି ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ…

କାନପୁର ପୋଲିସର ସ୍ପଷ୍ଟୀକରଣ: ବାଂଲାଦେଶୀ ପ୍ରଶଂସକ ଅସୁସ୍ଥ ହୋଇ ପଡିଥିଲେ

କାନପୁର: ଭାରତ-ବାଂଲାଦେଶ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏଠାରେ ବାଂଲାଦେଶୀ ପ୍ରଶଂସକ ଟାଇଗରଙ୍କୁ ଭାରତୀୟ କ୍ରିକେଟପ୍ରେମୀ ଖରାପ ବ୍ୟବହାର ଦେଖାଇଥିବା ଖବର ପ୍ରସାରିତ ହୋଇଥିଲା । ଏପରିକି ଭାରତୀୟ ପ୍ରଶଂସକ ତାଙ୍କୁ ମାରପିଟ କରିଥିବା…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୧୦୭/୩

କାନପୁର: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୩୫ ଓଭର ଖେଳ ଖେଳାଯିବା ସମ୍ଭବପର ହୋଇଥିଲା । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୋମିନୁଲ ହକ ୪୦ ଓ ମୁସଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି । ଶଦମାନ ଇସଲାମ(୨୪),…

ଗମ୍ଭୀରଙ୍କ ସ୍ଥାନ ନେଲେ ଡ୍ୱେନ ବ୍ରାଭୋ

କୋଲକାତା: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ କୋଲକାତା ନାଇଟ ରାଇଡର୍ସର ନୂଆ ମେଂଟର ହୋଇଛନ୍ତି । ଆଇପିଏଲର ୨୦୨୫ ସଂସ୍କରଣରେ ସେ ଏହି ଦାୟିତ୍ୱ ତୁଲାଇବେ । ଦୀର୍ଘ ଦିନ ପରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଛାଡିଛନ୍ତି ।…

ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ସୁରଟ: ଚାଲିଛି ଲିଜେଣ୍ଡସ୍ ଲିଗ କ୍ରିକେଟ। ଆଜି ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଲିଜେଣ୍ଡସ୍ ଲିଗ କ୍ରିକେଟରେ ପୁଣି ମଣିପାଲ ଟାଇଗର୍ସ ସହ ଲଢ଼େଇ କରିବ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଟିମ୍। ତେବେ ଏହି ଲିଗରେ ଗତ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା…

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଧା ସୃଷ୍ଟି କରିପାରେ ବର୍ଷା

କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟମ୍ବର ୨୭ରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ୨ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ତେବେ କାନପୁରରେ ଖେଳାଯିବାକୁ ଥିବା ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ । ମ୍ୟାଚର ପ୍ରଥମ ୨ରୁ ୩ ଦିନ ବର୍ଷା ସମ୍ଭାବନା ଅଧିକ…

ଟେଷ୍ଟ କ୍ରିକେଟରୁ ଅବସର ନେବେ ଶାକିବ ଉଲ ହାସନ

କାନପୁର: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଉଲ ହାସନ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ସବୁ କିଛି ଠିକଠାକ ରୁହେ ତେବେ ଦକ୍ଷିଣ ଆଫିକା ବିପକ୍ଷ ମୀରପୁର ଟେଷ୍ଟ ତାଙ୍କର…