Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ନୀତିଶ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଟିମ ଇଣ୍ଡିଆ ଓ ନୀତିଶ କୁମାର ରେଡ୍ଡୀଙ୍କୁ ପିଛା ଛାଡୁନି । ଆନ୍ଧ୍ରପ୍ରଦେଶ ଅଲରାଉଣ୍ଡର ନୀତିଶ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜୁଲାଇ ୧୪ରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଆଫଗାନିସ୍ତାନ…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା ଟିମ

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ଯୋଗ୍ୟତା ହାସଲ କରିଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ ଫେରିଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଏଁ ଟିମ ଅଂଶଗ୍ରହଣ କରିବେ । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ମହିଳା…

ମହିଳା ଟି୨୦ ବିଶ୍ୱକପ: ଏକାଥରକେ ୩ଜଣ ମହାନ ଖେଳାଳି ନେଲେ ଅବସର

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଶେଷ ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । ଏଥିସହ ନ୍ୟୁଜିଲାଣ୍ଡର ବିଶ୍ୱକପ ଅଭିଯାନ ମଧ୍ୟ ଶେଷ ହୋଇଛି । ମ୍ୟାଚ ପରେ ନ୍ୟୁଜିଲାଣ୍ଡର ୩ଜଣ ମହାନ ଖେଳାଳି ଏକାଥରକେ ଅବସର ଘୋଷଣା କରିଛନ୍ତି । ଏହି ୩ଜଣ ହେଲେ…

କ୍ୟାରିୟରର ଶେଷ ଟେଷ୍ଟରେ ସମାଲୋଚିତ ହେଲେ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଅବସର ନେବେ ବୋଲି ଆଗୁଆ ଘୋଷଣା କରି ସାରିଛନ୍ତି । କ୍ୟାରିୟରର ଶେଷ ଟେଷ୍ଟରେ ଇଂଲଣ୍ଡକୁ ବିଜୟୀ କରାଇବା ତାଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା । ସେ ଦ୍ୱିତୀୟ ଇନିଂସରେ ଓପିନଂ ବ୍ୟାଟିଂ କରିବାକୁ ଆସିବାକୁ…

ଆୟର୍ଲାଣ୍ଡ ମାଟିରେ ଭାରତକୁ ଲଜ୍ଜା: ଭୁଲ୍ ରହିଲା କେଉଁଠି?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଭଳି ଶକ୍ତିଶାଳୀ ଟିମକୁ ଆୟର୍ଲାଣ୍ଡ ଭଳି ଏକ ଅପେକ୍ଷାକୃତ ଦୁର୍ବଳ ଦଳ ଠାରୁ ଏମିତି ପରାଜୟ ମିଳିବ, ତାହା ବୋଧହୁଏ କେହି କଳ୍ପନା କରିନଥିଲେ। ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତକୁ ମାତ୍ର ୧ ରନ୍‌ରେ ମାତ୍ ଦେଇ ଇତିହାସ ରଚିଛି ଆୟର୍ଲାଣ୍ଡ।…

ବିଶ୍ୱକପ୍‌ରୁ ବିଦା ହେଲା ଭାରତ: ପୁଣି ସେହି ଗୋଟିଏ ଭୁଲ୍ କରି ଫସିଗଲା? ପରାଜୟ ପରେ କ୍ୟାପଟେନ୍ ହରମନପ୍ରୀତ ଖୋଲିଲେ…

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ପ୍ରଶଂସକଙ୍କୁ ମିଳିଛି ଏକ ବଡ଼ ଝଟକା। ରବିବାର ଖେଳାଯାଇଥିବା ଏକ 'କର ବା ମର' ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ। ଏହି ଶୋଚନୀୟ ପରାଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ…

ଭାରତ ବିପକ୍ଷରେ ପ୍ରଥମ ଟି୨୦ ସିରିଜ ଜିତିଲା ଆୟର୍ଲାଣ୍ଡ

ବେଲଫାଷ୍ଟ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ଇତିହାସ ରଚିଛି । ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି୨୦ରେ ଆୟର୍ଲାଣ୍ଡ ୧ ରନରେ ଟିମ ଇଣ୍ଡିଆକୁ ମାତ ଦେଇଛି । ୩ ବର୍ଷ ପରେ ଭାରତ ପ୍ରଥମ ଥର ପାଇଁ ଟି୨୦ରେ ସିରିଜ ପରାଜୟବରଣ କରିଛି । ୨୦୨୩ରେ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଓ ଅଧିନାୟକ ବେନ ଷ୍ଟୋକ୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଟ୍ରେଂଟ ବ୍ରିଜରେ ଖେଳାଯାଉଛି । ଏହା ଷ୍ଟୋକ୍ସଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ହେବ । ୪ର୍ଥ ଦିବସ ଖେଳ ଆରମ୍ଭ…

ଫିଫା ବିଶ୍ୱକପ: ନକଆଉଟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ଗ୍ରୁପ ରାଉଣ୍ଡ ମୁକାବିଲା ଶେଷ ହୋଇଯାଇଛି । ଏଥିସହ ନକଆଉଟରେ ୩୨ ଟିମ ପ୍ରବେଶ କରିଛନ୍ତି । ଏଥର ପରାଜିତ ଟିମର ଯାତ୍ରା ଶେଷ ହୋଇଯିବ । ରାଉଣ୍ଡ ଅଫ ୩୨ର ପ୍ରଥମ ମୁକାବିଲା ଜୁନ ୨୯ରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲସ ଆଞ୍ଜେଲ୍ସରେ ଏହା…

ଷଷ୍ଠ ୱିକେଟ ପାର୍ଟନରଶିପରେ ବିଶ୍ୱରେକର୍ଡ କଲେ ୱେଷ୍ଟଇଣ୍ଡିଜର ଏହି ଦୁଇ ଖେଳାଳି

ଆଂଟିଗୁଆ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଦୁଇ ବ୍ୟାଟ୍ସମ୍ୟାନ ଆମୀର ଜଙ୍ଗୁ ଓ ରୋଷ୍ଟନ ଚେଜ ଷଷ୍ଠ ୱିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେମାନେ ୧୦ ବର୍ଷ ତଳେ ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଜନୀ ବେୟାରଷ୍ଟୋଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ସେମାନେ…