Latest Odisha News

BREAKING NEWS

Browsing Category

ଖେଳ

ସରିଲା ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ

ଭବାନୀପାଟଣା: ସରିଲା କଳାହାଣ୍ଡି ଜିଲାସ୍ତରୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିଲେ । ଏଥିରେ ଜୁନାଗଡ଼…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଭେଟେରାନ କ୍ରିକେଟର ମୁରଲୀ ବିଜୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ମୁରଲୀ ବିଜୟ। ୩୮ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋମବାର(ଜାନୁଆରୀ ୩୦) ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମୁରଲୀ ବିଜୟ। ମୁରଲୀ…

ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍…

ମାଆକୁ ଡାହାଣୀ କହୁଥିଲେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ

ମୋରାଦାବାଦ: ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଅର୍ଚ୍ଚନା ଦେବୀ । ଇଂଲଣ୍ଡର ଗ୍ରେସ ସ୍କ୍ରିଭେନ୍ସ ଓ ନିମାହ ହୋଲାଣ୍ଡଙ୍କ ୱିକେଟ ଅକ୍ତିଆର କରି ସେ ଭାରତ ପକ୍ଷକୁ ମ୍ୟାଚ…

ପିଚ ଉପରେ ରାଗିଗଲେ ହାର୍ଦ୍ଦିକ ପାଣ୍ଡ୍ୟା

ରାଂଚି: ଭାରତ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ତେବେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପୀଚକୁ ନେଇ ଟିମ ଇଣ୍ଡିଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ପିଚ ଟି୨୦ ଖେଳିବା ପାଇଁ…

ମହିଳା ଅଣ୍ଡର-୧୯ ଟିମ୍ ଟି-୨୦ ବିଶ୍ୱକପ: ଜିତିଲା ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌: ଭାରତ ମହିଳା ଅଣ୍ଡର -୧୯ ଦଳ ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ଜିତିଛି। ଅନ୍ତିମ ମ୍ୟାଚରେ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହେବାର ଗୌରବ ହାସଲ କରିଛି। ଏହା ଅଣ୍ଡର -୧୯ ଟି -୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ…

ଦ୍ବିତୀୟ ଟି -୨୦ ଜିତିଲା ଭାରତ: ୧୦୦ ରନ୍‌ କରିବାକୁ ସଂଘର୍ଷ କଲା ପାଣ୍ଡ୍ୟା ବ୍ରିଗେଡ

ଲକ୍ଷ୍ନୌ: ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ୧୦୦ ରନ୍‌ର ଟାର୍ଗେଟକୁ ପଛି କରି ସଫଳ ହେବାରେ ଭାରତକୁ ୧୯.୫ ଓଭର…

ହକି ବିଶ୍ୱକପ: ବେଲଜିୟମକୁ ହରାଇ ଚାମ୍ପିଅନ ହେଲା ଜର୍ମାନୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ରେ ଜର୍ମାନୀ ଚାମ୍ପିଅନ୍ ହୋଇଛି। ୩-୩ ରେ ମ୍ୟାଚ ଡ୍ର ହୋଇଥିଲା।ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିଅନ୍ ହୋଇଛି ଜର୍ମାନୀ। ଏହାକୁ ମିଶାଇ ମୋଟ୍ ୩ ଥର ବିଶ୍ୱଚାମ୍ପିଅନ୍ ହେବାର…

ଡବଲ ସେଞ୍ଚୁରୀ ପରେ ଇଶାନ କିଶନଙ୍କ ବ୍ୟାଟରେ ଲାଗିଗଲାଣି କଳଙ୍କି!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଯୁବ ଚେହେରା ତଥା ୱିକେଟ୍ କିପର ବ୍ୟାଟସମ୍ୟାନ ଇଶାନ୍ କିଶନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ଦ୍ୱିଶତକ ରନ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଦିନିକିଆରେ…

ହକି ବିଶ୍ୱକପ : ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ କ୍ଲାସିଫିକେଶ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ଅଭିଷେକ, ହରମନପ୍ରୀତ ସିଂ, ଶମଶେର ସିଂ,…