Latest Odisha News

BREAKING NEWS

Browsing Category

ଖେଳ

ମ୍ୟାଚ ହାରିବା ପରେ କେ.ଏଲ ରାହୁଲଙ୍କ ପ୍ରସ୍ତୁତ ରହିବାକୁ କହିଲେ ଦ୍ରାବିଡ, ରୋହିତ

ଢାକା: ରବିବାର ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କମ୍ ସ୍କୋର କରିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଥିଲା କିନ୍ତୁ ଦଶମ ୱିକେଟ୍ ପାଇଁ ବାଂଲାଦେଶର ମୁସ୍ତାଫିଜୁର ରହମାନ ଏବଂ ମେହେଦି ହସନଙ୍କ…

ସାମାନ୍ୟ ଭୁଲ ଯୋଗୁ….ଜିତୁ ଜିତୁ ହାରିଗଲା ଭାରତ

ଢ଼ାକା: ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ପ୍ରଥମ ଦିନିକିଆ କ୍ରିକେଟ ମୁକାବିଲାରେ ବାଂଲାଦେଶ ୧ ୱିକେଟରେ ଭାରତକୁ ପରାସ୍ତ କରିଛି । ଖରାପ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ମ୍ୟାଚ ହାତମୁଠାକୁ ଆସି ଯାଇଥିଲା । ମାତ୍ର ଶେଷ ୱିକେଟରେ ବାଂଲାଦେଶର…

ଋତୁରାଜଙ୍କୁ ଛୁଇଁଲା ପ୍ରେମ ଋତୁ

ମୁମ୍ବାଇ: ରିଷଭ ପନ୍ତ-ଉର୍ବଶୀ ରୌତେଲ, ଶୁଭମନ ଗିଲ-ସାରାଅଲୀ ଖାଁ ଓ କେଏଲ ରାହୁଲ-ଆଥିୟାଙ୍କ ପରେ ଏବେ ଋତୁରାଜଙ୍କୁ ଖୋଦ ପ୍ରେମ ଛୁଇଁଛି । ରିପୋର୍ଟ ମୁତାବକ କ୍ରିକେଟର ଋତୁରାଜ ଗାଏକ୍ୱାଡ ଓ ମରାଠା ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ କିଛି ଗୋଟେ ଅଲଗା ସମ୍ପର୍କର ସୂତ୍ରପାତ ହେଉଛି ।…

ହଠାତ ବାଂଲାଦେଶ ସିରିଜରୁ ବାଦ ପଡିଲେ ପନ୍ତ

ଢ଼ାକା: ଭାରତ-ବାଂଲାଦେଶ ଦିନିକିଅ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ୱିକେଟ କିପର ରିଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇଛି । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିବା କୁହାଯାଉଥିବା ବେଳେ ବିସିସିଆଇର ଏହି ନିଷ୍ପତି ସମସ୍ତଙ୍କୁ…

ଫିଫା ବିଶ୍ୱକପ: କ୍ୱାର୍ଟରରେ ଆର୍ଜେଂଟିନା, ନେଦରଲାଣ୍ଡ

ଅଲ ରାୟନ: ଆର୍ଜେଂଟିନା ଓ ନେଦରଲାଣ୍ଡସ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆର୍ଜେଂଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୩୫ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ…

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ…

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ…

ରାହୁଲଙ୍କ ଛୁଟି ମଂଜୁର, ଜୋର ଧରିଲା ବିବାହ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଛୁଟି ମଂଜୁର କରିଛି ବିସିସିଆଇ । କିଛି ଦିନ ତଳେ ସେ ଏଥିପାଇଁ ଆବେଦନ କରିଥିଲେ । ଛୁଟି ମଂଜୁର ହେବା ପରେ ରାହୁଲଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଇ ଆସୁଛନ୍ତି ।…

ବୟସ ଜାଲିଆତି ଅଭିଯୋଗ ନେଇ ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ଏଫଆଇଆର

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏଫଆଇଆର । ବୟସ ଜାଲିଆତି କରିଥିବା ଅଭିଯୋଗ ନେଇ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ପୂର୍ବତନ ଭାରତୀୟ କୋଚ ବିମଲ କୁମାର ମଧ୍ୟ ଏଥିରେ ଫସିଛନ୍ତି । ଏମ.ଗୋଭିପ୍ପା ନାଗରାଜନାମକ ଜନୈକ ବ୍ୟକ୍ତି…

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ ।…