Latest Odisha News

BREAKING NEWS

Browsing Category

ଖେଳ

ମଡର୍ଣ୍ଣ ନାଷ୍ଟ୍ରେଡମସଙ୍କ ଭବିଷ୍ୟବାଣୀ…ଏହି ଟିମ ଜିତିବ ଫିଫା ବିଶ୍ୱକପ

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ ଧିରେ ଧିରେ ତାର ରୋମାଂଚ ଭରିବା ଆରମ୍ଭ କରିଦେଇଛି । ଏପରିକି ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଂଟିନା ହରାଇ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଛି । ତେବେ ଇତି ମଧ୍ୟରେ ମଡର୍ଣ୍ଣ ନାଷ୍ଟ୍ରେଡମସ ଭାବେ ପରିଚିତ ଏଥୋସ ସେଲୋମ ୨୦୨୨ ଫିଫା…

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର…

ଫିଫା ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସର ବୃହତ ବିଜୟ

ଦୋହା: ପୂର୍ବତନ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଡିର ଏକ ମୁକାବିଲାରେ ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଓଲିଭର ଗିରୋଡ ଦଳର ୨ଟି ଗୋଲ ସ୍କୋର କରି ଦଳର ବିଜୟରେ ଷ୍ଟାର ସାଜିଥିଲେ । ମ୍ୟାଚ…

ଅନ୍ତ ହେବ କି ପନ୍ତଙ୍କ ଟି୨୦ କ୍ୟାରିୟର ?

ନୂଆଦିଲ୍ଲୀ: ଅନ୍ତ ହୋଇଯିବ କି ରିଷଭ ପନ୍ତଙ୍କ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟର । ବାରମ୍ବାର ଖରାପ ପ୍ରଦର୍ଶନ ଚୟନ କମିଟିର ଚିନ୍ତା ବଢ଼ାଉଛି । ଦଳର ଟ୍ରମ୍ପ କାର୍ଡ ଏବେ ଅଲୋଡା ହୋଇ ପଡିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ପନ୍ତଙ୍କ ବ୍ୟାଟ ଚୁପ ରହିଥିଲା । ଆଇପିଏଲର ରାଜା…

ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବରୁ ଅଲଗା ହେଲେ କ୍ରିଷ୍ଟିଆନୋ ରୋନାଲଡୋ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବରୁ ଅଲଗା ହୋଇଛନ୍ତି। ଉଭୟ ପକ୍ଷ ସହମିତି ଭିତିରେ ଏହି ନିଷ୍ପତି ନିଆଯାଇଛି। ମଞ୍ଚେଷ୍ଟର ୟୁନାଇଟେଡ୍ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛି।…

ଯୁବରାଜଙ୍କୁ ନୋଟିସ ଜାରୀ କଲା ଗୋଆ ପର୍ଯ୍ୟଟନ ବିଭାଗ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ଅଡୁଆରେ ପଡିଛନ୍ତି । ଗୋଆ ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ ଜାରୀ କରିଛି । ଯୁବି ପଞ୍ଜିକରଣ ନ କରି ତାଙ୍କ ଭିଲ୍ଲାକୁ ଅତିଥିଙ୍କୁ ଦେଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡିସେମ୍ବର ୮ ଦିନ…

ବିଶ୍ୱକପ ଫୁଟବଲରେ ବିପର୍ଯ୍ୟୟ: ଆର୍ଜେଂଟିନାକୁ ହରାଇଲା ସାଉଦି ଆରବ

ଦୋହା: ବିଶ୍ୱକପ ଫୁଟବଲରେ ଆଜି ବଡ ବିପର୍ଯ୍ୟୟ ଘଟିଛି । ଟାଇଟଲ ଦୌଡରେ ଫେଭରାଇଟ ବିବେଚନା କରାଯାଉଥିବା ଆର୍ଜେଂଟିନା ୧-୨ ଗୋଲରେ ସାଉଦି ଆରବଠାରୁ ହାରିଯାଇଛି । ଲିଓନେଲ ମେସ ପ୍ରଥମାର୍ଦ୍ଧରେ ଚମତ୍କାର ଗୋଲ କରିବା ପରେ ଏହି ମ୍ୟାଚକୁ ସହଜରେ ଜିତିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହା…

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…

ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖେଳପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଥିବା ବେଳେ ଏଥିପାଇଁ  ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର…