Latest Odisha News

BREAKING NEWS

Browsing Category

ଖେଳ

ବିଜୟ ସତ୍ୱେ ଚିନ୍ତାରେ ବ୍ରାଜିଲ, ନେମାର ଆହତ

ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲ ୨-୦ ଗୋଲରେ ସର୍ବିୟାକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ରିଚର୍ଲିସନ ୬୨ତମ ଏବଂ ୭୪ତମ ମିନିଟରେ ଏହି ୨ଟି ଗୋଲ ସ୍କୋର କରିଥିଲେ । ତେବେ ମ୍ୟାଚ ପରେ ଷ୍ଟାର ଖେଳାଳି ନେମାର ଆହତ ହେବା ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇ…

୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପ : ଓଡିଶାର ତନଭୀ ଜିତିଲେ ଟାଇଟଲ

ଭୁବନେଶ୍ୱର: ୧୩ ବର୍ଷରୁ କମ ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭି ପତ୍ରୀ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଛନ୍ତି । ଲକ୍ଷ୍ନୌରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଥିଲା । ରିପୋର୍ଟ ମୁତାବକ ଟାଇଟଲ ସହ ତନଭୀ ୬୦ ହଜାର ପୁରସ୍କାର ରାଶି ମଧ୍ୟ ହାସଲ କରିଛନ୍ତି । ବାଙ୍ଗାଲୋରର…

ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍

ଅକଲାଣ୍ଡ: ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ । ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୩୦୭ ରନ୍ ଟାର୍ଗେଟ୍ ଦେଇଛି ଭାରତ । ୭ ଓ୍ୱିକେଟ୍ ବିନିମୟରେ ନିର୍ଦ୍ଧାରିତ ଓଭରରେ ଭାରତ ୩୦୬ ରନ୍ କରିପାରିଛି । ଫିନ୍…

ଓଡ଼ିଶା ପାଳୁଛି ହକି ଲିଜେଣ୍ଡ୍ ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ  । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…

ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ

ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ…

୨ଟି ମ୍ୟାଚ ପାଇଁ ନିଲମ୍ବିତ ହେଲେ କ୍ରିଷ୍ଟିଆନ ରୋନାଲ୍ଡୋ

ଦୋହା: ପର୍ତୁଗାଲର ଓ ମାଚେଂଷ୍ଟର ୟୁନାଇଟେଡର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଆସୋସିଏଶନ ଦ୍ୱାରା ସସପେଣ୍ଡ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୯ରେ ରୋନାଲ୍ଡୋଙ୍କ ଟିମ ୦-୧ରେ ଏଭର୍ଟନ ନିକଟରୁ ହାରି ଯାଇଥିଲେ । ପଡିଆରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ଭିଡିଓ…

ହକି ବିଶ୍ୱକପ ପାଇଁ ବିକ୍ରି ଆରମ୍ଭ ହେଲା ଟିକେଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ଦେଢ଼ ମାସ ରହିଲା  ହକି ବିଶ୍ୱକପ । ଜାନୁଆରୀ ୧୩ରେ ଭୁବନେଶ୍ବର, ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ଅନଲାଇନରେ ଏବେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ ।  ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ ।…

ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଜର୍ମାନୀକୁ ହରାଇଲା ଜାପାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ଏସୀୟ ଟିମଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ବୁଧବାର ଅନୁଷ୍ଠିତ ଗ୍ରୁପ ଇର ଏକ ମୁକାବିଲାରେ ଜାପାନ ୨-୧ ଗୋଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି । ପୂର୍ବରୁ ଆର୍ଜେଂଟିନାକୁ ହରାଇ ସାଉଦି ଆରବ…

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି…