Latest Odisha News

BREAKING NEWS

Browsing Category

ଖେଳ

କିପରି କତାର ପାଇଲା ବିଶ୍ବକପ୍ ଫୁଟବଲ ଆୟୋଜନ? ଦୁଇ ଲକ୍ଷ ମିଲିୟନ ଡଲାର କରିଛି ଖର୍ଚ

କତାର: ବିଶ୍ପକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ…

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି…

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ…

ବିଜୟ ହଜାରେ ଟ୍ରଫି: ପରାଜୟ ସହ ନୈରାଶ୍ୟଜନକ ଢଙ୍ଗରେ ଓଡିଶା ଶେଷ କଲା ଅଭିଯାନ

ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ,…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…

କ୍ଲବ ଫୁଟବଲ ଫିକ୍ସିଂର ସିବିଆଇ ତଦନ୍ତ ଆରମ୍ଭ, ଓଡିଶା ସରକାର ଫଣ୍ଡିଂ ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା କ୍ଲବ ଫୁଟବଲରେ ଫିକ୍ସିଂ ହେଉଥିବା ଅଭିଯୋଗ ଆସିଥିଲା । ଏବେ ଏହି ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଆଇଏଫଏଫ ଅଧିକାରୀଙ୍କୁ ଏ ନେଇ ପଚରା ଉଚରା ଆରମ୍ଭ କରିଛି ସିବିଆଇ । ଆନ୍ତର୍ଜାତୀୟ ଫିକ୍ସର ଏଥିରେ ଜଡିତ ଥିବା…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…

ବର୍ଣ୍ଣାଢ୍ୟ ପରିବେଶରେ ଆରମ୍ଭ ହେଲା ଫିଫା ବିଶ୍ୱକପ

ଦୋହା: ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆଜି କାତାରରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବ କତାରର ଅବଲ ବାୟଦ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ବର୍ଣ୍ଣାଢ଼୍ୟ ପରିବେଶଷର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଭାରତର ମଡେଲ ତଥା ଅଭିନେତ୍ରୀ ନୋରା ଫତେହି ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ…

ବିତାଡିତ ଚୟନ କମିଟି ମୁହଁ ଖୋଲିଲେ, ବିସିସିଆଇ ସବୁ ନିଷ୍ପତିର ଉତରଦାୟୀ !

ମୁମ୍ବାଇ:ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଉପରେ ସବୁ ଦୋଷ ଲଦି ଦେଇଛି । ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ବିତାଡିତ ଚୟନ କମିଟି ସଦସ୍ୟମାନେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ…

ଟି୨୦ କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ…