Latest Odisha News

BREAKING NEWS

Browsing Category

ଖେଳ

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ…

ତୋ ବିନା ଲାଗେନା ଭଲ କିଛି…

ଦୋହା: ଫିଫା ବିଶ୍ୱକପ ୨୦୨୨ ସଂସ୍କରଣରେ ଚାମ୍ପିୟନ ହୋଇଛି ଆର୍ଜେଂଟିନା । ଦୀର୍ଘ ଦିନ ଧରି ପ୍ରଶଂସକଙ୍କୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଲିଓନେଲ ମେସିଙ୍କ ଟିମ । ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଆର୍ଜେଂଟିନା ଏବେ ଉତ୍ସବମୁଖରିତ । ଏହା ହେବା ବି ନିଶ୍ଚିତ । ଏଠାରେ ସମସ୍ତେ ଫୁଟବଲ…

ପାକିସ୍ତାନରେ ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଟିମ

କରାଚୀ: ପାକିସ୍ତାନରେ ଇଂଲଣ୍ଡ ଟେଷ୍ଟ କ୍ରିକେଟ ଟିମ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ଦଳ କ୍ଲିନ ସୁଇପ କରିଛି । ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୮ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ପୂର୍ବରୁ ପ୍ରଥମ ଟେଷ୍ଟକୁ ୭୪ ଓ ଦ୍ୱିତୀୟ…

ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ଫ୍ରାନ୍ସ ଷ୍ଟାର କରୀମ ବେଞ୍ଜେମା

ଦୋହା: ଫିଫା ବିଶ୍ୱକପ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ଆର୍ଜେଂଟିନା ନିକଟରୁ ପରାସ୍ତ ହୋଇଛି ଫ୍ରାନ୍ସ । ଏଥିରେ ନିରାଶ ହୋଇ ପଡିଛନ୍ତି ଫ୍ରାନ୍ସ ଖେଳାଳି ଓ ପ୍ରଶଂସକ । ୩୫ ବର୍ଷୀୟ ଷ୍ଟାର ଖେଳାଳି କରୀମ ବେଞ୍ଜେମା ସୋମବାର ଆନ୍ତର୍ଜାତୀୟ ମୁକାବିଲାରୁ ଅବସର ଘୋଷଣା କରିଛନ୍ତି । ଏହି…

ଅନଲାଇନରେ ସରିଗଲା ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍, ଧାଡ଼ିରେ ଛିଡ଼ା ହୋଇ କ୍ରୀଡ଼ାପ୍ରେମୀ ନିରାଶ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ମହାକୁମ୍ଭ । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ହକିର ସବୁ ମ୍ୟାଚ୍ । ଯେଉଁଥିପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଉଭୟ…

ମାରାଡୋନା ଯୁଗ ପରେ ଏବେ ଆର୍ଜେଣ୍ଟିନା ମେସିମୟ

ଦୋହା: ଫ୍ରାନ୍ସକୁ ବିଶ୍ୱକପ ଫୁଟବଲ ଫାଇନାଲରେ ପରାସ୍ତ କରି ଆର୍ଜେଂଟିନା ୩୬ ବର୍ଷ ପରେ ଚାମ୍ପିୟନ ହୋଇଛି । ଆଉ ଏଥିସହ ଆର୍ଜେଂଟିନାରେ ମାରାଡୋନା ଯୁଗ ପରେ ଆରମ୍ଭ ହୋଇ ମେସିଙ୍କ ଅଧ୍ୟାୟ । ୨୦୧୮ ବିଶ୍ୱକପ ଏବଂ କୋପା ଆମେରିକା ପରାଜୟ ପରେ ମେସି ଅବସର ଘୋଷଣା କରିଥିଲେ । ତାଙ୍କୁ ମନେଇବା ପାଇଁ…

ଫିଫା ବିଶ୍ୱକପ ଫାଇନାଲରେ ହାରିବା ପରେ ଫ୍ରାନ୍ସରେ ହିଂସା ଘଟାଇଲେ ପ୍ରଶଂସକ

ଫ୍ରାନ୍ସ : ଫିଫା ବିଶ୍ୱକପରେ ହାରିବା ପରେ ଫ୍ରାନ୍ସର ଅନେକ ସହରରେ ହିଂସା । ପ୍ରଶଂସକ ଉତ୍ତେଜିତ ହୋଇ ହିଂସା ଘଟାଇଛନ୍ତି । ଜାହିର କରିଛନ୍ତି ଅସନ୍ତୋଷ। ଗାଡି ଭାଙ୍ଗି ନିଆଁ ଲଗେଇ ଦେଇଛନ୍ତି । ପରିସ୍ଥିତି ଜଟିଳ ହେବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଟିଅର୍ ଗ୍ୟାସ୍ ପ୍ରଯୋଗ କରିଥିଲା ।…

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା…

ଆଜିଠୁ ଅଫଲାଇନରେ ଟିକେଟ୍ କିଣିପାରିବେ ହକି କ୍ରିଡ଼ାପ୍ରେମୀ, ୧୧ଟାରୁ ସନ୍ଧ୍ୟା ୭ଯାଏଁ କାଉଣ୍ଟର ଖୋଲା

ଭୁବନେଶ୍ୱର : ଆଜିଠୁ ଅଫଲାଇନରେ ଏବେ ଟିକେଟ ପାଇପାରିବେ ହକି କ୍ରୀଡ଼ାପ୍ରେମୀ ।  ପୂର୍ବାହ୍ନ ୧୧ଟରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଜାନୁଆରୀ ୧୩ରେ ଭୁବନେଶ୍ୱର, ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ପୂର୍ବରୁ…

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ…