Latest Odisha News

BREAKING NEWS

Browsing Category

ଖେଳ

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି । https://twitter.com/BCCI/status/1563952537845149696 ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି…

ଭାରତ ଆଗରେ 148 ରନ ଟାର୍ଗେଟ ରଖିଲା ପାକିସ୍ତାନ

ଭାରତ ଆଗରେ 148  ରନର ଟାର୍ଗେଟ ଦେଇଛି ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147  ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ ।…

ଭାରତ-ପାକିସ୍ତାନ ଟକ୍ମର: ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆରମ୍ଭ ହୋଇଛି  ଭାରତ-ପାକିସ୍ତାନ ଟି-20 ଟକ୍ମର ।  ଦୁବାଇରେ ଚାଲିଛି କ୍ରିକେଟ ଲଢ଼େଇ । ଟସ ଜିତି ଭାରତୀୟ ଅଧିନାୟକ  ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି…

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ…

ଡୋପ ଟେଷ୍ଟରେ ଧରା ପଡିଲେ ଡିସକସ ଥ୍ରୋୟର ନଭଜିତ, ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ଡିସକସ ଥ୍ରୋୟର ନଭଜିତ କୌର ଢ଼ିଲୋଁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ପକ୍ଷରୁ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସ ଡିହାଇଡ୍ରୋକ୍ଲୋରମିଥାଇଲଟେଷ୍ଟୋଷ୍ଟେରୋନର…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଐତିହାସିକ ବ୍ରୋଞ୍ଜ ପଦକ ଜିତିଲେ ସାଇରାଜ-ଚିରାଗ

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତର କୌଣସି ଖେଳାଳି ଏହି ସଫଳତା ହାସଲ କରି ନ ଥିଲେ । ସେମିଫାଇନାଲ ମୁକାବିଲାରେ…

ଖୁସି ଖବର : ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ଉଠାଇଲା ଫିଫା

ଜ୍ୟୁରିକ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଆଜି ଭାରତୀୟ ଫୁଟବଲ ଆସୋସିଏଶନ ଉପରୁ ବାସନ୍ଦ ଉଠାଇ ଦେଇଛି । ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହୋଇଥିବା ଆଶଙ୍କାର ବାଦଲ ମଧ୍ୟ ହଟିଛି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…

ଲୌସାନେ ଡାଇମଣ୍ଡ ଲିଗରେ ଇତିହାସ ରଚିଲେ ଭାରତର ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଲୌସାନେ ଡାଇମଣ୍ଡ ଲିଗରେ ଭାରତ ପାଇଁ ଇତିହାସ ରଚିଛନ୍ତି । ନୀରଜ ୮୯.୦୮ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ ମିଟିଂ ଜିତିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ…

ପାକିସ୍ତାନ ସହ ଖେଳିବାକୁ ଭାରତୀୟ ଟିମ ପ୍ରସ୍ତୁତ: ରାହୁଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେଉଛି ଏସିଆ କପ୍ । ଦୁବାଇରେ ଖେଳାଯାଉଥିବା  ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ତେବେ ରବିବାର ଅର୍ଥାତ ପରଦିନ ଅଗଷ୍ଟ ୨୮ରେ  ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାକୁ ନେଇ କ୍ରିକେଟ…