Latest Odisha News

BREAKING NEWS

Browsing Category

ଖେଳ

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ…

ଆର୍ଜେଣ୍ଟିନା ଓ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ । This will be remembered as one of the most…

ସତ ହେଲା ଲିଓନେଲ ମେସିଙ୍କ ସ୍ୱପ୍ନ ; ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ:ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ । ୨୦୧୪ରେ ପରାଜୟର ସ୍ୱାଦ ଚାଖିଥିବା ମେସିଙ୍କ ଟିମ ଫିଫା ୱାର୍ଲଡ କପ ଇତିହାସରେ ସବୁଠାରୁ ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ୩-୩ ସ୍କୋରରେ ବରାବର ରହିବା ପରେ ବି ପେନାଲଟି ଶୁଟରେ ୪-୨ ଗାଲରେ ହରାଇଛି । କାତାରର ରାଜଧାନୀ ଦୋହାସ୍ଥିତ…

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା…

ଚଟ୍ଟୋଗ୍ରାମ ଟେଷ୍ଟରେ ଭାରତର ବୃହତ ବିଜୟ

ଚଟ୍ଟୋଗ୍ରାମ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦୌଡରେ ଭାରତର ଆଶା ଏବେ ବି ଉଜ୍ଜୀବୀତ ରହିଛି । ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ…

WTC ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଲମ୍ୱ ଡିଆଁ ମାରିଲା ଟିମ୍ ଇଣ୍ଡିଆ । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ରେସ୍ ଏବେ ଅଧିକ ରୋମାଞ୍ଚକ ହେଉଛି । ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏପରି ସମ୍ଭବ ହୋଇଛି ସାଉଥ୍ ଆଫ୍ରିକାକୁ…

ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ: ୨ ଦିନ, ୩୪ ୱିକେଟ, ୫୦୪ ରନ

ସିଡନୀ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇଯାଇଛି । ୨ ଦିନ ମଧ୍ୟରେ ୫୦୪ ରନ ହୋଇଥିବା ବେଳେ ୩୪ ୱିକେଟର ପତନ ଘଟିଥିଲା । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି…

ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ

ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ…

ମହିଳା ଫୁଟବଲ ଲିଗ: ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚର ପ୍ରଥମ ଏବଂ ୪୪ତମ ମିନିଟରେ…

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି…