Latest Odisha News

BREAKING NEWS

Browsing Category

ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କ୍ରିକେଟ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ଖେଳାଳି ବେଦା କ୍ରିଷ୍ଣାମୂର୍ତି ଓ କର୍ଣ୍ଣାଟକର ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାଆଙ୍କ ଜନ୍ମ ବାର୍ଷିକୀ ଅବସରରେ ବେଦା ତାଙ୍କ ଦୀର୍ଘ ଦିନର ସାଥୀ ତଥା କ୍ରିକେଟର ଅର୍ଜୁନ ଏକ ହୋଇଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଥିଲେ…

ଏକଦା ହକିର ‘ବାଦଶାହ’ ଥିଲା, ଏବେ କିନ୍ତୁ ବିଶ୍ୱକପ ଖେଳୁନି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ରାଜନୀତିକ ଏବଂ ଅର୍ଥନୈତିକ ପରିସ୍ଥିତି ଯେପରି କୋମାରେ ପ୍ରବେଶ କରିଛି। ଏହାର ଜାତୀୟ ଖେଳ ହକି ସହିତ ପ୍ରାୟ ସମାନ ଘଟଣା ଘଟିଛି। ଦଶନ୍ଧି ଧରି ପାକିସ୍ତାନ ହକି ଜଗତରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୪୮ ରୁ ୧୯୮୪ ପର୍ଯ୍ୟନ୍ତ ହକିରେ କେବଳ…

୪୦୦ ୱିକେଟ କ୍ଲବରେ ଓଡିଶା ପେସର ବସନ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଟିମର ସିନିୟର ପେସ ବୋଲର ବସନ୍ତ ମହାନ୍ତି ଆଜି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ହିମାଚଳପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ସେ ୩ଟି ୱିକେଟ କରିଥିଲେ । ଏଥିସହ ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦୦ ୱିକେଟ ହାସଲ କରିଛନ୍ତି । ୩୬ ବର୍ଷୀୟ ବସନ୍ତ ୨୦୦୭ରେ…

ହକି ବିଶ୍ୱକପ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା: ହକି ବିଶ୍ୱକପ ଭୁବନେଶ୍ୱର ଏବଂ ରାଉରକେଲାରେ ଆରମ୍ଭ ହୋଇଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗ୍ରୁପ ଡିରେ ଭାରତ ତାର ପ୍ରଥମ ମୁକାବିଲାରେ ଅମିତ ରୋହିଦାସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏଥିସହ…

ରଣଜୀ ଟ୍ରଫି କ୍ରିକେଟ: ହିମାଚଳ ପ୍ରଦେଶଠାରୁ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ହିମାଚଳପ୍ରଦେଶର ନାଦୁଆନଠାରେ ଅନୁଷ୍ଠିତ ମ୍ୟାଚରେ ହିମାଚଳ ପ୍ରଦେଶ ୩ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଓଡିଶା ପ୍ରଦତ ୩୦୮ ରନର ବିଜୟ ଲକ୍ଷ୍ୟକୁ ହିମାଚଳ ୭ ୱିକେଟ ହରାଇ ହାସଲ କରି ନେଇଥିଲା ।…

ଅବସର ସଙ୍କେତ ଦେଲେ ଡେଭିଡ ୱାର୍ଣ୍ଣର

ସିଡନୀ: ଭାରତ ଗସ୍ତରେ ଆସିବା ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆଜି ତାଙ୍କ ଅବସର ନେଇ ସୂଚନା ଦେଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ମୋ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ହେବ ବୋଲି ସେ…

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି…

ହକି ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଜିତିଲା ଆର୍ଜେଂଟିନା

ଭୁବନେଶ୍ୱର: ଆର୍ଜେଂଟିନାକୁ ହକି ବିଶ୍ୱକପ ୨୦୨୩ର ପ୍ରଥମ ମୁକାବିଲା ଜିତିବା ଶ୍ରେୟ ଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମାଇକୋ କାସେଲ୍ଲା ମ୍ୟାଚର ୪୩ତମ ମିନିଟରେ ବିଜୟସୂଚକ ଗୋଲଟି ସ୍କୋର କରିଥିଲା ।…

ଓଡ଼ିଆ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ । ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳଳିଙ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ…

ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଅସୁସ୍ଥ, ଚିକିତ୍ସା ପାଇଁ କୋଲକାତାରୁ ଗଲେ ବାଙ୍ଗାଲୋର

କୋଲକତା: ଭାରତୀୟ କ୍ରିକେଟ ଦଳର କୋଜ ରାହୁଲ ଦ୍ରାବିଡ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ବେଳେ ଦ୍ରାବିଡ ରକ୍ତଚାପ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନର ଡାକ୍ତର ତାଙ୍କର ଚେକଅପ କରିଥିଲେ ।ଆଜି…