Latest Odisha News

BREAKING NEWS

Browsing Category

ଖେଳ

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ: ଦୁଇଟି ଟିମରେ ଦୁଇ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ ଓଡ଼ିଶାରୁ ଦୁଇ ଜଣ ଖେଳାଳି ରହିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି…

ଏଥର ଅଭିନୟରେ ପାଦ ଥାପିବେ ଶିଖର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଖୁବ୍ ଶୀଘ୍ର ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଗବର ଭାବେ ପରିଚିତ ଶିଖର ଏକ ବଡ ଫିଲ୍ମ ଯୋଡି ହୋଇ ସାରିଛନ୍ତି । ସେ ଏହାର ଶୁଟିଂ ମଧ୍ୟ ଶେଷ କରି ଦେଇଛନ୍ତି । ତେବେ ଫିଲ୍ମର ନାମ ଏବଂ କେବେ…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ : ୩ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର

ଇସ୍ତାନବୁଲ: ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ସୋମବାର ଭାରତୀୟ ବକ୍ସରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ଦିବସରେ ୩ ବକ୍ସର ପଦକ ନିଶ୍ଚିତ କରିଛନ୍ତି । ନିଖିତ ଜରିନ, ଅନାମିକା ଓ ପରୱିନ ସେମାନଙ୍କ ବିଭାଗରେ ସେମିଫାଇନାଲରେ ପ୍ରବେଶ…

ଜାତୀୟ ମହିଳା ହକି ଫାଇନାଲରେ ଓଡିଶା

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଜାତୀୟ ମହିଳା ସିନିୟର ହକି ଫାଇନାଲରେ ଓଡିଶା ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହେବ । ସୋମବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ଝାଡଖଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଏହି ଏକତରଫା…

ଟ୍ରେଲବ୍ଲେଜର୍ସ ଟିମରେ ୨ ଓଡିଆ

ଭୁବନେଶ୍ୱର: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଂଟ ପାଇଁ ସୋମବାର ବିସିସିଆଇ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲେସିଟି ଟିମ ପାଇଁ ଖେଳାଳି ଚୟନ କରିଛି । ଟ୍ରେଲବ୍ଲେଜର୍ସ ଟିମରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଜାତା ମଲ୍ଲିକ । ଉଭୟ…

ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ : ସ୍ମୃତି, ହରମନପ୍ରୀତ, ଦୀପ୍ତି ହେଲେ ଅଧିନାୟିକା

ନୂଆଦିଲ୍ଲୀ: ମେ ୨୩ରୁ ପୁଣେରେ ଆରମ୍ଭ ହେବ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ । ସୋମବାର ୩ଟି ଟିମର ଅଧିନାୟିକା ନାମ ଘୋଷଣା କରିଛି ବିସିିସିଆଇ । ହରମନପ୍ରୀତ କୌର ସୁପରନୋଭାଜ, ସ୍ମୃତି ମାନ୍ଧାନା ଟ୍ରେଲବ୍ଲେଜର୍ସ ଓ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି…

ଚେନ୍ନାଇକୁ ହରାଇ ଗୁଜରାଟ ଶୀର୍ଷରେ

ମୁମ୍ବାଇ: ଚଳିତ ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୁଃସ୍ୱପ୍ନ ସାଜିଛି । ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ବିଜୟ ସହ ଗୁଜରାଟ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ଗୋଟିକରେ ରହିବା ଏକପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ସବ ଜୁନିୟର ହକି: ଓଡିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର: ଗୋଆରେ ଖେଳା ଯାଉଥିବା ୧୨ତମ ଜାତୀୟ ସବ ଜୁନିୟର ପୁରୁଷ ହକିରେ ଓଡିଶା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଓଡିଶା ୫-୨ ଗୋଲରେ ହରିୟାଣାକୁ ପରାସ୍ତ କରିଥିଲା । ଷ୍ଟାର ସ୍କୋରର ରୋହିତ ସିଂ ୨ଟି ଗୋଲ ସ୍କୋର କରି ଦଳର ବିଜୟରେ…

ଥୋମାସ କପ: ୭୩ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ ବ୍ୟାଡମିଂଟନ ପାଇଁ ଖୁସିର ଦିନ । ଦୀର୍ଘ ୭୩ ବର୍ଷ ପରେ ଭାରତ ଥୋମାସ କପରେ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ପୁରୁଷ ଦଳ ୩-୦ରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ପ୍ରଥମ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ୮-୨୧, ୨୧-୧୭ ଓ…

ଚେନ୍ନାଇ ସିଇଓ ହେବେ ଧୋନୀ !

ମାଡ୍ରାସ: ଆଇପିଏଲ ୧୫ତମ ସଂସ୍କରଣର ପ୍ଲେ ଅଫକୁ ଉନ୍ନୀତ ହେବାରେ ଏଥର ଚେନ୍ନାଇ ସୁପର କିଙ୍ଗସ ବିଫଳ ହୋଇଛି । ମହେନ୍ଦ୍ର ସିଂ ଧୋନୀଙ୍କ ପରବର୍ତୀ ପଦକ୍ଷେପ ନେଇ ସମସ୍ତ ଚର୍ଚ୍ଚା ଜୋର ଧରିଛି । ଅଧିନାୟକ ପଦରୁ ଓହରିବା ପରେ ଆଗାମୀ ସଂସ୍କରଣରେ ସେ ଚେନ୍ନାଇର ସିଇଓ କିମ୍ବା ମ୍ୟାନେଜମେଂଟର କୌଣସି…