Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ନାମରେ ବିଶ୍ୱ ରେକର୍ଡ

ମୁମ୍ବାଇ: ୱାଙ୍ଖେଡ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ବିଜୟ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ…

ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥ୍‌ାନ ଅଧିକାର କରିଛି । ଓଭରାଲ ୧୨୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୮) ତୃତୀୟ ସ୍ଥାନରେ…

ସିରିଜ ହାତେଇଲା ଟିମ ଇଣ୍ଡିଆ: ରନ ହିସାବରେ ବୃହତମ ବିଜୟ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ…

ଫାଇନାଲରେ ଜର୍ମାନୀକୁ ହରାଇ ଜୁନିଅର ହକି ବିଶ୍ବକପ ଟ୍ରଫି ହାତେଇଲା ଆର୍ଜେଣ୍ଟିନା

ଭୁବନେଶ୍ବର : ଶେଷ ହେଲା ଜୁନିଅର ହକି ମହାକୁମ୍ଭ । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା । ରୋମାଞ୍ଚକର ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରିଛି ଆର୍ଜେଣ୍ଟିନା । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ହକି ମହାକୁମ୍ଭର ଆଜିର ଫାଇନାଲ…

ବିଜୟ ପାଇଁ ଭାରତକୁ ଆବଶ୍ୟକ ୫ ୱିକେଟ

ମୁମ୍ବାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ୪ର୍ଥ ଦିବସରେ ବିଜୟ ପାଇଁ ଟିମ ଇଣ୍ଡିଆକୁ ଆଉ ୫ଟି ୱିକେଟ ଆବଶ୍ୟକ ଥିବା ବେଳେ ନ୍ୟୁଜିଲାଣ୍ଡ ୪୦୦ ରନ ଆବଶ୍ୟକ କରୁଛି । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନ ଜବାବରେ…

ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ଫାଇନାଲ୍ସ: ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ସିନ୍ଧୁ

ବାଲି: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୱାର୍ଲ୍ଡ ଟୁର ଫାଇନାଲ୍ସର ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । ସେମିଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୫, ୧୫-୨୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ଫାଇନାଲରେ ସେ କୋରିଆର ଆନ ସେୟଙ୍ଗଙ୍କୁ ଭେଟିବେ ।…

୬୯ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ୩୩୨ ରନରେ ଭାରତ ଅଗ୍ରଣୀ

ମୁମ୍ବାଇ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ୩୩୨ ରନରେ ଅଗ୍ରଣୀ ହାସଲ କରିନେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନରେ ନ୍ୟୁଜିଲାଣ୍ଡ ୬୯ ରନରେ ଅଲଆଉଟ ହୋଇ ଯାଇଥିଲା । କାୟଲ ଜେମିସନ(୧୭)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ…

ଭାରତୀୟ ଇନିଂସର ସମସ୍ତ ୧୦ ଉଇକେଟ ଅକ୍ତିଆର କଲେ ପଟେଲ, କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସର ସମସ୍ତ ୧୦ ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ସେ ଭାରତରେ ଗୋଟିଏ ଇନିଂସରେ ସର୍ବାଧିକ…

ଜୁନିୟର ହକି ବିଶ୍ୱକପ : ଫାଇନାଲରେ ଆର୍ଜେଂଟିନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ବିଶ୍ୱକପ ଫାଇନାଲରେ ଆର୍ଜେଂଟିନା ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଆର୍ଜେଂଟିନା ୩-୧ (ଶୁଟଆଉଟ)ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଏଥିସହ ୧୬ ବର୍ଷ ପରେ ଆର୍ଜେଂଟିନା ଫାଇନାଲରେ ପ୍ରବେଶ କରିଛି । ୨୦୦୫ରେ ଚାମ୍ପିୟନ…

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି…