Latest Odisha News

BREAKING NEWS

Browsing Category

ଖେଳ

୧୩୨ ବର୍ଷ ପୁରୁଣା ରେକର୍ଡର ପୁନରାବୃତି: ୨ ଟେଷ୍ଟରେ ୪ ଅଧିନାୟକ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ୧୩୨ ବର୍ଷ ତଳ ରେକର୍ଡର ପୁନରାବୃତି ଘଟିଛି । ୨ଟି ମ୍ୟାଚରେ ୪ଜଣ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଏବଂ କେନ ୱିଲିୟମସନ ଅଧିନାୟକ ହୋଇଥିବା ବେଳେ ଦ୍ୱିତୀୟରେ ବିରାଟ କୋହଲି ଏବଂ ଟମ ଲାଥାମ…

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିବେନି ଇଶାନ୍ତ-ଆଜିଙ୍କ୍ୟ-ଜାଡେଜା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଝଟକା । ଖେଳିବେନି ଆଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜା । ଆହତ କାରଣରୁ ତିନି ଜଣ ବାଦ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ଓ୍ୱାଙ୍ଖଡେରେ…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ: ଶୁଭ୍ରାଂଶୁ ଅଧିନାୟକ, ଫେରିଲେ ବିପ୍ଲବ

ଭୁବନେଶ୍ୱର: ବିଜୟ ହଜାରେ ଟ୍ରଫି ପାଇଁ ଆଜି ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ୨୧ ଜଣିଆ ଓଡିଶା ଦଳ ଘୋଷଣା କରିଛନ୍ତି । ରାଜେଶ ଧୂପରଙ୍କ ସ୍ଥାନରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଅଲରାଉଣ୍ଡର ବିପ୍ଲବ ସାମନ୍ତରାୟ । ୨…

ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବର୍ଷା ଆଶଙ୍କା

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠାରୁ ମୁମ୍ବାଇର ୱାଙ୍ଖେଡଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ବିରାଟ କୋହଲି ବିଶ୍ରାମ ପରେ ଏହି ମ୍ୟାଚରେ ପଡିଆକୁ ଫେରୁଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବର୍ଷା ଆଶଙ୍କା ରହିଛି । ବୁଧବାର ବର୍ଷା ହେବା…

ଅଞ୍ଜୁଙ୍କୁ ମିଳିବ ୱାର୍ଲ୍ଡ ଆଥଲେଟିକ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ: ଭାରତର ମହାନ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା ଆଥଲେଟ ପୁରସ୍କାର ପାଇଁ ଚୟନ କରାଯାଇଛି । ଭାରତରେ ମହିଳା ଆଥଲେଟଙ୍କ ପାଇଁ ସେ ପ୍ରେରଣା ସାଜିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୫ ମୋନାକୋ ଆଇଏଏଏଫ ୱାର୍ଲ୍ଡ…

ଦକ୍ଷିଣ ଆଫ୍ରିକା ଗସ୍ତ ଘୁଂଚାଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଓମିକ୍ରନ ଭ୍ୟାରିଂଆଟର ବିପଦକୁ ଦେଖି ଏବେ ବି ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ କୌଣସି ରୂପରେଖ ଚୂଡାନ୍ତ ହୋଇପାରି ନାହିଁ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଗସ୍ତକୁ ବାତିଲ ନ କରି ଘୁଂଚାଇବା ଲକ୍ଷ୍ୟରେ ରହିଛି । ଅବଶ୍ୟ ଏ ନେଇ କୌଣସି ଅଫିସିଆଲ ବୟାନ…

ଜୁନିୟର ହକି ବିଶ୍ୱକପ: ସେମିରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଦଳ ପାଇଁ ବିଜୟସୂଚକ ଗୋଲଟି ମ୍ୟାଚର ୨୧ତମ ମିନିଟରେ…

୫-ଟି ଛାଟ: ଚାରି ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଚାରି ଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କାଉନସିଲ୍ ଅଫ୍ ସ୍ପୋର୍ଶର ଏହି ଚାରି ଜଣ ପ୍ରଶିକ୍ଷକ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ ଓ…

ଆଇଏସଏଲ: ଆରିଡାଇ, ରୋଡାସଙ୍କ ଡବଲ ଗୋଲ ବଳରେ ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ତିଳକ ମୈଦାନ ଷ୍ଟାଡିୟମରେ ମଙ୍ଗଳବାର ଆଇଏସଏଲର ଏକ ରୋମାଂଚକ ମୁକାବିଲାରେ ଓଡିଶା ଏଫସି ୬-୪ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ଏହା ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ । ଆରିଡାଇ କାବ୍ରେରା ଓ ହେକ୍ଟର ରୋଡାସଙ୍କ ଡବଲ ଗୋଲ ବଳରେ ଓଡିଶା ଏହି ବିଜୟ ହାସଲ କରିଛି । ରୋଡାସ…

୭ମ ଥର ପାଇଁ ବ୍ୟାଲନ ଡିଓର ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ କ୍ୟାରିୟରରେ ୭ମ ଥର ପାଇଁ ସମ୍ମାନଜନକ ବ୍ୟାଲନ ଡିଓର ପୁରସ୍କାର ଜିତିଛନ୍ତି । ଏହା ପୂର୍ବରୁ ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ପୁରସ୍କାର ଜିତି ସାରିଛନ୍ତି । ଗତ ସିଜନରେ ମେସି ବାର୍ସିଲୋନା ପାଇଁ ୪୮…