Latest Odisha News

BREAKING NEWS

Browsing Category

ଖେଳ

ଆଜି ମିଳିବ ଟି୨୦ ବିଶ୍ୱକପରେ ନୂଆ ଚାମ୍ପିୟନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବିଚକ୍ଷଣ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟାଇଟଲ ହାସଲ କରି ନ ଥିବାରୁ ଏଥର କ୍ରିକେଟପ୍ରେମୀ ନୂଆ ଚାମ୍ପିୟନ ପାଇବେ । ନ୍ୟୁଜିଲାଣ୍ଡ ୫ମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଂଟ ଫାଇନାଲରେ ପ୍ରବେଶ କରିଛି । ଏଥର କେନ ୱିଲିୟମସନ…

ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ଲାଗୁ କରିବ ବିସିସିଆଇ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଏଥର ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳର ଅନେକ ଗୁମର ପଦାରେ ପକାଇଛି । ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ଏଥିନେଇ ସମାଲୋଚିତ ହେବା ସହ ପରୋକ୍ଷରେ ପଦ ହରାଇଛନ୍ତି । କୋଚ ପଦ ଛାଡିବା ପରେ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏବଂ ରୋଟେଶନ ପଲିସି ଉପରେ ଶାସ୍ତ୍ରୀ…

ଅଜବ ବିଜୟଙ୍କ ଗଜବ ପଦକ୍ଷେପ

ମାଡ୍ରାସ: ଘରୋଇ କ୍ରିକେଟରେ ମୁରଲୀ ବିଜୟଙ୍କୁ ନେଇ ଏକ ଅଦ୍ଭୁତପୂର୍ଣ୍ଣ ଖବର ହସ୍ତଗତ ହୋଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବାୟୋବବଲରେ ରହିବାକୁ ପଡିବ ବୋଲି ସେ ଏଥିରୁ ଓହରି ଯାଇଛନ୍ତି । ବିଜୟ କୋଭିଡ ୧୯ ଭ୍ୟାକ୍ସିନ ମଧ୍ୟ ନେଇ ନାହାନ୍ତି । ତେବେ ବିସିସିଆଇ ନିୟମ ଅନୁସାରେ…

ଟି୨୦ ବିଶ୍ୱକପ ଫାଇନାଲ: ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ଇରାସମସ, କେଟଲବର୍ଗ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି ଭାରତର ନୀତିନ ମେନନ ଟିଭି ଅମ୍ପାୟର ହେବ । ରବିବାର…

ନିଶା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ କୋଚ ପୱନ ଗିରଫ

ଚଣ୍ଡୀଗଡ: ହରିୟାଣାର ଯୁବ ପହଲିୱାନ ନିଶା ଦାହିୟା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଚ ପୱନ ବରାକ ଓ ତାଙ୍କ ସାଥୀ ସଚିନ ଦହିୟାଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରି ନେଇଛି । ଏମାନଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ସୋନପତ ଜିଲାର ହଲାଲପୁର ଗ୍ରାମରେ ଥିବା ଏକାଡେମୀରେ ୨୦…

ପାକିସ୍ତାନକୁ ସମର୍ଥନ କରି ଟ୍ରୋଲ ହେଲେ ସାନିଆ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ପାକିସ୍ତାନ ବାଦ୍ ପଡିଛି । ତେବେ ଏହି ମ୍ୟାଚରେ ପାକିସ୍ତାନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି ସାନିଆ ମିର୍ଜା । ସୋସିଆଲ ସାଇଟରେ ସାନିଆଙ୍କୁ ବିଶ୍ୱାସଘାତକ, ନମକହାରାମ, ଗଦ୍ଦାର ଶବ୍ଦ ବ୍ୟବହାର କରାଯାଇ ଟ୍ରୋଲ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ଟେଷ୍ଟ ନେତୃତ୍ୱ ନେବେ ରାହାଣେ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଟେଷ୍ଟରେ ସାମିଲ ହେବେ ବିରାଟ କୋହଲି ।…

T20 ବିଶ୍ୱକପ୍: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଭଳି ଦ୍ୱିତୀୟ ସେମି ଫାଇନାଲରେ ବି ରୋମାଞ୍ଚକର ଲଢ଼େଇ । ଜିତିବା ବାଜି ହାରିଗଲା ପାକିସ୍ତାନ । ୫ ଓ୍ୱିକେଟରେ ବିଜୀୟ ସହ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ । ଶେଷ ମୁହୂର୍ତ୍ତରେ କଙ୍ଗାରୁ ବାହିନୀ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୁରୁବାର ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୩ ରନ କରିବା ମାତ୍ରେ ବିଶ୍ୱର ପ୍ରଥମ ଖେଳାଳି ଭାବେ କମ ମ୍ୟାଚରେ ୨୫୦୦ ରନ ପୂର୍ଣ୍ଣ କରଛନ୍ତି…

ବ୍ୟାଟିଂ କୋଚ ହେଡେନଙ୍କୁ ଇଂରାଜୀ ଭାଷାର କୁରାନ ଉପହାର ଦେଲେ ରିଜୱାନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଚିନ୍ତିତ ହୋଇ ପଡିଛନ୍ତି । ଗୋଟିଏ ପଟେ ନିଜ ଦେଶ ଅଷ୍ଟ୍ରେଲିଆ ଖେଳୁଥିବା ବେଳେ ଅନ୍ୟ ପକ୍ଷରେ ପ୍ରଫେଶନାଲ କ୍ୟାରିୟର । ତେବେ ହେଡେନ ଏହି ଅଳ୍ପ ଦିନ ମଧ୍ୟରେ…