Latest Odisha News

BREAKING NEWS

Browsing Category

ଖେଳ

ବିନା କୋହଲି-ଓ୍ୱିଲିୟମସନରେ ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ କ୍ୟାପଟେନ୍ କେନ୍ ଓ୍ୱିଲିୟମସନ୍ ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ଟିମ୍ ସାଉଦି । କାଲିଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ସିରିଜ । ସେହିପରି ବିନା…

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ…

ହାର୍ଦ୍ଦିକଙ୍କ ୫ କୋଟି ଟଙ୍କାର ଘଂଟା ଜବତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କା ମୂଲ୍ୟର ୨ଟି ଘଂଟା କଷ୍ଟମ ବିଭାଗ ଜବତ କରିଛି । ଏହି ଘଂଟା ପାଇଁ ତାଙ୍କ ପାଖରେ ଇନଭଏସ ନ ଥିଲା । ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରୁ ବିଦା ହେବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିଥିଲା । ବିଳମ୍ବିତ ରାତିରେ କଷ୍ଟମ…

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ…

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର…

ଜୋତାରେ ମଦ ଢାଳି ପିଇଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ସେଲିବ୍ରେସନ୍ ଭିଡିଓ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ହାତରେ ଲାଗିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୨୧ରେ କଙ୍ଗାରୁ ବାହିନୀର ଚାମ୍ପିଅନ୍ ସ୍ୱପ୍ନ ସାକାର ହୋଇଛି । ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ ଜିତିବା ପରେ ପାର୍ଟିରେ ମସଗୁଲ୍ ହୋଇଥିଲା ଟିମ୍ । ଡ୍ରେସିଂ ରୁମରେ ଜବରଦସ୍ତ…

୧୪ ବର୍ଷ ପରେ T20 ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସ୍ୱପ୍ନ ଧୂଳିସାତ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅଷ୍ଟ୍ରେଲିଆର ୧୪ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି…

ଟି୨୦ ଫାଇନାଲ: ୱିଲିୟମସନଙ୍କ ଚମତ୍କାର ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୧୭୩ ରନର ଟାର୍ଗେଟ

ଦୁବାଇ: ଅଧିନାୟକ କେନ ୱିଲିୟମସନଙ୍କ ଚମତ୍କାର ଅର୍ଦ୍ଧଶତକ ସହାୟତାରେ ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ସମ୍ମୁଖରେ ନ୍ୟୁଜିଲାଣ୍ଡ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଂଚ ଟସ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବା ପାଇଁ…

ଆମେରିକାରେ ହେବ ୨୦୨୪ ଟି୨୦ ବିଶ୍ୱକପ !

ନୂଆଦିଲ୍ଲୀ: ଆମେରିକାରେ ଖୁବ ଶୀଘ୍ର କ୍ରିକେଟର ରାଜୁତି ହେବାକୁ ଯାଉଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜନ ଅଧିକାର ଆମେରିକାକୁ ମିଳିବ । ଆମେରିକା ଏବଂ କ୍ରିକେଟ ୱେଷ୍ଟଇଣ୍ଡିଜ ଏହାକୁ ମିଳିତ ଭାବେ ଆୟୋଜନ କରିପାରନ୍ତି ।…

ଏନସିଏ ମୂଖ୍ୟ ହେବେ ଲକ୍ଷ୍ମଣ !

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ କରାଯିବା ପରେ ଏନସିଏ ଅଧ୍ୟକ୍ଷ ପଦ ଏବେ ଖାଲି ପଡିଛି । ରିପୋର୍ଟ ମୁତାବକ ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏ ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ସମାପ୍ତ ହୋଇଯାଇଛି । ଭାରତ ଏର ଦକ୍ଷିଣ ଆଫ୍ରିକା…