Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଜାଡେଜାଙ୍କ ବିଶ୍ୱରେକର୍ଡ

କୋଲକାତା: ଇଡେନଗାର୍ଡେନରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ରବୀନ୍ଦ୍ର ଜାଡେଜା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସେ ୨୫୦୦ରୁ ଅଧିକ ରନ ଓ ୧୫୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ତୃତୀୟ ଭାରତୀୟ ବୋଲର…

ଇଡେନ ପିଚ ବିବାଦ: ଗାଙ୍ଗୁଲି, ଗମ୍ଭୀର କ୍ୟୁରେଟରଙ୍କୁ ଦେଲେନି ଦୋଷ

କୋଲକାତା: ଇଡେନଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଏଥିରେ ଭାରତକୁ ପରାଜିତ କରିଛି । ମ୍ୟାଚ ପରେ ପିଚକୁ ନେଇ ବିବାଦ ସୃଷ୍ଟି ହୋଇଛି । ସିଏବି ସଭାପତି ସୌରଭ ଗାଙ୍ଗୁଲି ଏହି ବିବାଦରେ ପିଚ…

ଘରୋଇ ପରିବେଶରେ ସବୁଠାରୁ କମ ଟାର୍ଗେଟ ଚେଜ କରିପାରିଲାନି ଟିମ ଇଣ୍ଡିଆ

କୋଲକାତା: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ ୩୦ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମଠାରୁ ପରାଜିତ ହୋଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ଇତିହାସରେ ପ୍ରଥମ ଥର ପାଇଁ ସବୁଠାରୁ କମ ରନ ଚେଜ କରିବାରେ ବିଫଳ ହୋଇଛି । ଭାରତ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ୧୨୪ ରନର…

ଗତ ଆଇପିଏଲରୁ ସଞ୍ଜୁ ରାଜସ୍ଥାନ ଛାଡିବାକୁ ଚାହିଁଥିଲେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜା ଓ ସାମ କରାନଙ୍କ ବଦଳରେ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନଙ୍କୁ ଦଳରେ ନେଇଛି । ରାଜସ୍ଥାନର ପୂର୍ବତନ ଅଧିନାୟକ ସଞ୍ଜୁ ୨୦୨୫ରେ ଦଳର ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ଥିଲେ । ସେ ସେବେଠାରୁ ଦଳ ଛାଡିବା ପାଇଁ ଚିନ୍ତା…

ବୋଲରଙ୍କ ଭୂସ୍ୱର୍ଗରେ ଟିମଇଣ୍ଡିଆକୁ ୩୦ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

କୋଲକାତା: ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ…

ଡାକ୍ତରଖାନାରେ ଭର୍ତି ହେଲେ ଶୁଭମନ ଗିଲ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅବସରରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଛି । ଗିଲଙ୍କ ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ପ୍ରଥମ ଇନିଂସରେ ବ୍ୟାଟିଂ ଅଧା କରି ରିଟାୟର୍ଡ ହର୍ଟ ହୋଇଥିଲେ…

ସାମୀଙ୍କୁ ନେଇ ଗୋୟନକାଙ୍କ ପୋଷ୍ଟ ଭାଇରାଲ

ଲକ୍ଷ୍ନୌ:ଆଇପିଏଲ ୨୦୨୬ ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀଙ୍କୁ ଦଳରେ ନେଇଛି । ସନରାଇଜର୍ସ ହାଇଦ୍ରାବାଦରୁ ଟ୍ରେଡ କରି ଲକ୍ଷ୍ନୌ ସାମୀଙ୍କୁ ଆଣିଛି । ଗତ ମେଗା ନିଲାମରେ ହାଇଦ୍ରାବାଦ ୧୦ କୋଟିରେ ସାମୀଙ୍କୁ ନେଇଥିଲା । ଏବେ ସେ ରିଷଭ ପନ୍ତଙ୍କ ନେତୃତ୍ୱରେ…

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବା ଭାରତୀୟ ବ୍ୟାଟ୍ସମ୍ୟାନ ହେଲେ ପନ୍ତ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଡେନଗାର୍ଡେନରେ ପ୍ରଥମ କ୍ରିକେଟ ଟେଷ୍ଟ ଚାଲିଛି । ମ୍ୟାଚର ଦ୍ୱିତୀୟ ଦିବସରେ ରିଷଭ ପନ୍ତ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୨୪ ବଲରେ ୨୭ ରନ କରିବା ଅବସରରେ ୨ଟି ଛକା ମାରିଥିଲେ । ବିସ୍ଫୋରକ ବ୍ୟାଟ୍ସମ୍ୟାନ ପନ୍ତ ଭାରତ ପକ୍ଷରୁ…

ଟ୍ରେଡ ଡିଲରେ ଜାଡେଜାଙ୍କ କ୍ଷତି ହେଲା ୪ କୋଟି, ସଞ୍ଜୁ ଗଲେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ଫ୍ରାଂଚାଇଜମାନେ ଦଳରେ ଅନେକ ପରିବର୍ତନ କରିଛନ୍ତି । ସବୁଠାରୁ ବଡ ଟ୍ରେଡ ଡିଲ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୧୪ କୋଟି ଟ୍ରେଡ ଡିଲରେ ଚେନ୍ନାଇ ସହିତ ଯୋଡି ହୋଇଛନ୍ତି । ରବୀନ୍ଦ୍ର ଜାଡେଜା…

ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜର ରିଲିଜ କଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଫ୍ରାଂଚାଇଜରମାନେ ରିଲିଜ ଖେଳାଳିଙ୍କ ତାଲିକା ଜାରୀ କରିଛନ୍ତି । ନଭେମ୍ବର ୧୫ ସୁଦ୍ଧା ଖେଳାଳି ରିଲିଜ କରିବା ଡେଡଲାଇନ ଥିଲା । ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ କୋଲକାତା ଆନ୍ଦ୍ରେ ରସେଲଙ୍କୁ ରିଲିଜ କରିଛି । ସେହିପରି ଗ୍ଲେନ ମ୍ୟାକ୍ସୱେଲ, ମଥୀଷା…