Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକି : ୪୨ ଗୋଲ ବ୍ୟବଧାନରେ ଜିତିଲା ମଧ୍ୟପ୍ରଦେଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକିରେ ମଧ୍ୟପ୍ରଦେଶ କରିଛି ଗୋଲ ବର୍ଷା । ତାମିଲନାଡୁ ବିପକ୍ଷ ମୁକାବିଲାରେ ମଧ୍ୟପ୍ରଦେଶ ୪୨-୦ ଗୋଲରେ ବିଜୟ ହାସଲ କରିିଛି । ବିଜୟୀ ଦଳ ପକ୍ଷରୁ ଭୂମିକ୍ଷା ସାହୁ ୯ଟି, କ୍ରିଷ୍ଣା ଶର୍ମା ୭ଟି, ହୁଦା ଖାଁ ୫ଟି,…

ସୂର୍ଯ୍ୟକୁମାରଙ୍କୁ ନେଇ ୧୦ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା

ମୁମ୍ୱାଇ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ଧୂଆଁଧାର ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରି ଚୟନ କମିଟିର ଭରସା ଜିତିଛନ୍ତି । କିନ୍ତୁ ୧୦ ବର୍ଷ ତଳେ…

୯୦୦୦ ରନ କ୍ଲବରେ ରୋହିତ, ଛକା ମାରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ କ୍ରିକେଟରେ ଭାରତର ହିଟମ୍ୟାନ ରୋହିତ ଶର୍ମା ୯୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲି (୯୬୫୦ରନ) ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି କିର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ବ୍ୟକ୍ତିଗତ ୧୨ ରନ କରିବା ପରେ ଏହି ସଫଳତା ହାସଲ…

ସୂର୍ଯ୍ୟକୁମାରଙ୍କ ଦମଦାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଛି ଚତୁର୍ଥ ଟି-ଟ୍ବେଣ୍ଟି ମୁକାବିଲା । ସୂର୍ଯ୍ୟକୁମାରଙ୍କ ଦମଦାର ଇନିଂସ ବଳରେ ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ତେବେ ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ କରିଛି ୧୮୫ ରନ । ଟସ ଜିତି…

ଅଲ ଇଂଲଣ୍ଡ ବ୍ୟାଡମିଂଟନ: ନୂତନ ଲକ୍ଷ୍ୟପଥରେ ଲକ୍ଷ୍ୟସେନ୍‌

ନୂଆଦିଲ୍ଲୀ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଲମୋରାର ଲକ୍ଷ୍ୟ ପ୍ରିକ୍ୱାର୍ଟରରେ ଫ୍ରାନ୍ସର ଥମାସ ରାଉସେଲଙ୍କୁ ୨୧-୧୮, ୨୧-୧୬ ପଂଏଟରେ ପରାସ୍ତ କରିଥିଲେ । ୨୦୧୮ରେ…

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଆଉ ୨ଟି ସିରିଜ ଖେଳିବ

ନୂଆଦିଲ୍ଲୀ:ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଆଉ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ବିଚାର କରୁଛି । ଅକ୍ଟୋବର ଶେଷ ସପ୍ତାହରେ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଆୟୋଜନ…

୪ ବଲ୍ ଖେଳି ମ୍ୟାଚ ଜିତିଲା ମୁମ୍ବାଇ

ମୁମ୍ବାଇ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହାର ଆଉ ଏକ ପ୍ରମାଣ ବୁଧବାର ଦେଖିବାକୁ ମିଳିଛି । ଚଳିତ ସିନିୟର ମହିଳା ଦିନିକିଆ କ୍ରିକେଟରେ ମୁମ୍ବାଇ ମାତ୍ର ୪ଟି ବଲ ଖେଳି ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ଦଳ ୧୭ ରନରେ ଅଲଆଉଟ…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ପୂର୍ବରୁ ଭାରତକୁ ଝଟକା, ୩ ଖେଳାଳି, ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ

ଲଣ୍ଡନ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି । ୩ଜଣ ଖେଳାଳି ଏବଂ ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଥିବା ଜଣା ପଡିବା ପରେ ଟିମ୍ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ସାଇନା ନେହ୍ୱାଲ ଏବଂ ତାଙ୍କ ପତି ତଥା ଖେଳାଳି ପାରୁପଲୀ କାଶ୍ୟପ…

ତୃତୀୟ T-20ରେ ଟିମ୍ ଇଣ୍ଡିଆ ପରାଜୟର ପାଞ୍ଚଟି କାରଣ

ଅହମ୍ମଦାବାଦ: ତୃତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ସିରିଜରେ ୨-୧ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦେଇଥିବା ୧୫୭ ରନ୍ ଟାର୍ଗେଟକୁ ୨ ଓ୍ୱିକେଟ ବିନିମୟରେ ୧୦ଟି ବଲ୍ ବାକି ଥାଇ ହାସଲ କରିଥିଲା ଇଂଲିଶ ବାହିନୀ । ରିଷଭ ପନ୍ଥଙ୍କ ଅପ୍ରତ୍ୟାଶିତ ରନ୍ ଆଉଟ୍ ଓ…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଇଂଲଣ୍ଡର ଦମଦାର ବିଜୟ । ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୫୨ ବଲରୁ ଅପରାଜିତ ୮୩ ରନ ସଂଗ୍ରହ କରିଥିବା ଜୋସ ବଟଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ…