Latest Odisha News

BREAKING NEWS

Browsing Category

ଖେଳ

କଣ ପାଇଁ ସଚିନ କହିଲେ ଏହି ୨ଜଣ ଖେଳାଳିଙ୍କ ସହ ନ ଖେଳିବା ଯୋଗୁ ମୋ ଆନ୍ତର୍ଜାତୀୟ କ୍ରିକେଟ ଅସମ୍ପୂର୍ଣ୍ଣ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ୨ଟି ଖେଳାଳିଙ୍କ ସହ ଖେଳିବା ସୁଯୋଗ ନ ପାଇବା ଏହାକୁ ଅସମ୍ପୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି । ସଚିନ କହିଛନ୍ତି ମୁଁ ଖେଳ ଆରମ୍ଭ…

ଧୋନିଙ୍କ ସହ ସମ୍ପର୍କକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ବିରାଟ କୋହଲି

ଭୁବନେଶ୍ୱର: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭିତରେ ସମ୍ପର୍କ କେମିତି ? ମୈଦାନରେ ସେମାନଙ୍କ ଭିତରେ କେମିଷ୍ଟ୍ରି କେମିତି ଥିଲା ? ଏବେ ସମ୍ପର୍କ କିଭଳି ? ଏହି ପ୍ରଶ୍ନ ସବୁବେଳେ ବିରାଟ କୋହଲି ଫ୍ୟାନଙ୍କ ମନରେ ଉଙ୍କିମାରିଥାଏ । ଏହାର ଉତ୍ତର ରଖିଛନ୍ତି କ୍ୟାପଟେନ୍ କୋହଲି ।…

ଜାଡେଜା ଶେୟାର କଲେ ଟିମ୍ ଇଣ୍ଡିଆର ନୂଆ ଲୁକ୍‌

ନୂଆଦିଲ୍ଲୀ: ଭାରତ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବ । ଏହି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ନୂଆ ଲୁକରେ ଦେଖିବାକୁ ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହାର ଏକ ଫଟୋ ସୋସିଆଲ…

ଆଇପିଏଲର ବଳକା ମ୍ୟାଚ ୟୁଏଇରେ, ଟି୨୦ ବିଶ୍ୱକପ ଆୟୋଜନ ଓ ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା

ନୂଆଦିଲ୍ଲୀ:ବିସିସିଆଇର ଶନିବାର ଅନୁଷ୍ଠିତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ଖେଳାଯିବ ବୋଲି ଚୂଡାନ୍ତ ହୋଇଛି । ସେପ୍ଟେମ୍ବର, ଅକ୍ଟୋବରରେ ଭାରତରେ ବର୍ଷା ଋତୁ ଥିବାରୁ…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକା ନେଲେ ଭାରତୀୟ ମହିଳା କ୍ରିକେଟ ଟିମ୍, ୟୁକେର ଦିଆଯିବ ଦ୍ୱିତୀୟ ଡୋଜ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦଳର ସଦସ୍ୟ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି । ସୂତ୍ର ଅନୁସାରେ, ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ୟୁକେରେ…

ଏସିଆନ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ମେରୀ କମ୍‌, ସାକ୍ଷୀ

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ ଭାରତୀୟ ମହିଳା ବକ୍ସର ଚଳିତ ଏସିଆନ୍ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ମେରୀ କମ୍ ୫୧ କେଜି ବିଭାଗ ସେମିଫାଇନାଲରେ ମଙ୍ଗୋଲିଆର ଲୁଟସାଇଖାନ ଅଲଟାଂଟସେଗଙ୍କୁ ୪-୧ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବତନ ଯୁବ ବିଶ୍ୱ…

ସାଗର ହତ୍ୟା ମାମଲା: ସୁଶୀଲଙ୍କୁ ଫସା ଯାଉଛି !

ନୂଆଦିଲ୍ଲୀ: ପହଲିୱାନ ସାଗର ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଉଛି ବୋଲି ଓକିଲ ବିଏସ ଜାଖଡ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ଛତ୍ରସାଲ ଷ୍ଟାଡିୟମରେ ଦୁଇ ପହଲିୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ସୁଶୀଲ ସେମାନଙ୍କ ସମାଧାନ…

ଖାଲି ସୁଶୀଲ କୁମାର ନୁହେଁ, ଏମାନେ ମଧ୍ୟ ପତନର ରାସ୍ତା ଧରିଥିଲେ

ପୁରୀ: ଅଲିମ୍ପିକରେ ପଦକ ଜିତି ସୁଶୀଲ କୁମାର ଭାରତକୁ ଯେତିକି ଗୌରବାନ୍ୱିତ କରିଥିଲେ, ଏବେ ସାଗର ହତ୍ୟା କାଣ୍ଡରେ ସମ୍ପୃକ୍ତ ହେବା ସହ ଜେଲ ଯାଇ ତାଠାରୁ ଅଧିକ ନାମ ତଳେ ପକାଇ ଦେଇଛନ୍ତି । କ୍ରୀଡାପ୍ରେମୀ ଭାରତବାସୀ ରେସଲର ସୁଶୀଲଙ୍କୁ ମୁଣ୍ଡରେ ବସାଇଥିଲେ । ସମ୍ମାନ, ଅର୍ଥ କିଛି ଅଭାବ ନ…

ସୁଶୀଲ, ପୂଜାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ ଡବ୍ଲ୍ୟୁଏଫଆଇ

ଚଣ୍ଡୀଗଡ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସୁଶୀଲ କୁମାର ଏବଂ ପୂଜା ଢ଼ାଂଣ୍ଡାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ଡବ୍ଲ୍ୟୁଏଫଆଇ ପ୍ରଦର୍ଶନସ୍ତର ବିଚାରକୁ ନେଇ ଏ ସମ୍ପର୍କରେ ନିଷ୍ପତି ନେବ । ଏଥିସହ…

କ୍ୱାରେଂଟାଇନରେ ବି କଡା ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳି

ମୁମ୍ବାଇ:ଆସନ୍ତା ମାସରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ କଡା ଅଭ୍ୟାସ କରୁଛନ୍ତି । ଈଶାନ୍ତ ଶର୍ମା, ମହମ୍ମଦ ସାମି, ରିଷଭ ପନ୍ତ, ଶୁଭମନ ଗିଲ ଜିମରେ ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ୧୮ ଜୁନରେ ଭାରତ ଏବଂ ନ୍ୟୁଜିଲାଣ୍ଡ…