Latest Odisha News

BREAKING NEWS

Browsing Category

ଖେଳ

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନଙ୍କୁ ପଞ୍ଚମ…

ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟି୨୦ ମ୍ୟାଚ ଖେଳିବ

ମୁମ୍ବାଇ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ୨୦୨୧ ଟି୨୦ ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଇଂଲଣ୍ଡ ୫ଟି୨୦, ୩…

ଟିମ୍ ଇଣ୍ଡିଆର ନୂଆ ଜର୍ସି ପିନ୍ଧିଲେ ଶିଖର ଧୱନ୍‌

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍…

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଦୌଡରେ ଭାରତର କୋହଲି, ଅଶ୍ୱିନ

ନୂଅଦିଲ୍ଲୀ:ଆଇସିସି ପ୍ଲେୟାର ଅଫ ଦି ଡିକେଡ (ଦଶନ୍ଧିର ଶ୍ରେଷ୍ଠ ଖେଳାଳି) ଶର୍ଟ ଲିଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । ସମୁଦାୟ ୬ଜଣ ଖେଳାଳି ଏହି ଦୌଡରେ ରହିଛି । ଅନ୍ୟମାନେ ହେଲେ ଜୋ ରୁଟ (ଇଂଲଣ୍ଡ), କେନ୍ ୱିଲିୟମସନ…

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ…

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ…

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ…

ଓଡିଶା ଏଫସି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ, ଶୁଭମଙ୍କ ଭବିଷ୍ୟତ ଉଜ୍ଜ୍ୱଳ : କୋଚ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ରୋମାଂଚ ଓ ମୁକାବିଲା ପାଇଁ ଓଡିଶା ଏଫସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ଏହାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି । ହାଇଦ୍ରାବାଦ ଏଫସି ବିପକ୍ଷରେ ମଙ୍ଗଳବାର ଓଡିଶା କ୍ଲବ ତାର ଅଭିଯାନ ଆରମ୍ଭ କରିବ । ସମସ୍ତ ଖେଳାଳି ଏହି ଚ୍ୟାଲେଞ୍ଜ…

ବବିତା ଫୋଗଟ ଘରକୁ ନୂଆ ଅତିଥି ଆସିବେ

ନୂଆଦିଲ୍ଲୀ:ଭାରତର ଷ୍ଟାର ମହିଳା ପହିଲିମାନ ବବିତା ଫୋଗଟ ମାଆ ହେବେ । ତାଙ୍କ ଘରକୁ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବେ । ଗତ ବର୍ଷ ଡିସମ୍ବରରେ ସେ ପହିଲିମାନ ବିବେକଙ୍କୁ ବିବାହ କରିଥିଲେ । ବିବେକ ଓ ବବିତା ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଖବର ଶେୟାର କରିଛନ୍ତି । ବବିତା…

କ୍ରିକେଟ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ, ଟି-୨୦ ଲିଗରେ ଆସିବେ ନଜର

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । କ୍ରିକେଟ ମଇଦାନକୁ ଓହ୍ଲାଇବେ ଏସ୍ ଶ୍ରୀସନ୍ଥ । ପାଖାପାଖି ୭ ବର୍ଷ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ ଟି-୨୦ ଲିଗରେ ଭାଗ ନେବେ ଶ୍ରୀସନ୍ଥ । ଏହି ଟି-୨୦ ଲିଗ୍ ଭାରତରେ ଘରୋଇ ସିଜିନ୍ ଆରମ୍ଭ ହେବା ପୂର୍ବରୁ ହେବ । ଟୁର୍ଣ୍ଣାମେଣ୍ଟ ବାୟୋ ସିକ୍ବୋର…