Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ୍ ପାଇଁ ୟୁଏଇ ଅଭିମୁଖେ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍‌

ଚେନ୍ନାଇ: ମହେନ୍ଦ୍ର ସିଂ ନେତୃତ୍ୱଧୀନ ଚେନ୍ନାଇ ସୁପରକିଙ୍ଗସ୍ ଟିମ୍ ଆଇପିଏଲ୍ ୨୦୨୦ ପାଇଁ ୟୁଏଇ ଅଭିମୁଖେ ଯାତ୍ରା କରିଛି । ଯାତ୍ରା ପୂର୍ବରୁ କ୍ୟାପଟେନ ଝୋନି, ଷ୍ଟାର ପ୍ଲେୟାର ସୁରେଶ ରୈନା, ରବୀନ୍ଦ୍ର ଜାଡେଜା ଓ ଅନ୍ୟମାନେ ଫଟୋ ଚେନ୍ନାଇ ସୁପରକିଙ୍ଗସ୍‌ର ଅଫିସିଆଲ ଟ୍ୱିଟରରେ ପୋଷ୍ଟ…

ରୋହିତ ଶର୍ମାଙ୍କ ସମେତ ୫ ଖେଳାଳିଙ୍କୁ ଖେଳ ରତ୍ନ ଓ ୨୭ ଜଣଙ୍କୁ ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ-୨୦୨୦ର ଆଧିକାରିକ ଭାବେ ଘୋଷଣା କରାଯାଇଛି । ରୋହିତ ଶର୍ମା ୪ର୍ଥ ଖେଳାଳି ଭାବେ ଖେଳ ରତ୍ନ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ପାଇବାକୁ ଥିବା ୫ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି- ଭାରତୀୟ ମହିଳା ହକି ଟିମର…

ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର : ଓଡିଶାର ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ୫ ଜଣ କ୍ରୀଡାବିତଙ୍କୁ କ୍‌ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଖେଳରତ୍ନ ପୁରସ୍କାର ମିଳିବ । ଅନ୍ୟ…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫'ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ । ହେଲେ ବିଶ୍ୱର ଅନ୍ୟତମ…

ଅର୍ଜୁନ ଆୱାର୍ଡ ତାଲିକାରେ ଇଶାନ୍ତଙ୍କ ସମେତ ୨୯ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି କ୍ରୀଡା ମନ୍ତ୍ରଣାଳୟର ଚୟନ କମିଟି। ୩୧ ବର୍ଷୀୟ ଇଶାନ୍ତ ଶର୍ମା ଭାରତ ପାଇଁ ୯୭ଟି ଟେଷ୍ଟ, ୮୦ ଦିନିକିଆ ଏବଂ ୪୦୦ଟି…

ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍

ବେଙ୍ଗାଲୁରୁ: କରୋନା ସଂକ୍ରମିତ ହୋଇଥିବା  ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ସମସ୍ତଙ୍କୁ ଡାକ୍ତରଖାନାରୁ ସାଇ ସେଣ୍ଟର ପଠାଇ ଦିଆଯାଇଛି । ଜାତୀୟ ଶିବିରରେ ଯୋଗ ଦେବାକୁ ବେଙ୍ଗାଲୁରୁ ଆସିଥିବା ହକି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା ।…

ଖେଳରତ୍ନ ପାଇବେ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି

ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ ବ୍ୟତୀୟ ଆଉ ୩ ଜଣ ଖେଳାଳିଙ୍କ ନାଁ ମଧ୍ୟ ଚୟନ କରାଯାଇ ସରକାରଙ୍କ…

ଆଇପିଏଲ୍ ଟାଇଟଲ୍ ସ୍ପୋନସରସିପ୍ ହାତେଇଲା ଡ୍ରିମ୍ ୧୧

ମୁମ୍ବାଇ: ବିସିସିଆଇ ଭାରତୀୟ ପ୍ରିମିୟର୍ ଲିଗ୍ (ଆଇପିଏଲ)୨୦୨୦ର ଟାଇଟଲ୍ ସ୍ପୋନସରସିପର ଅଧିକାର ଫେଣ୍ଟସି ସ୍ପୋର୍ଟ୍‌ସ ଲିଗ୍ ପ୍ଲାଟଫର୍ମ ଡ୍ରିମ୍ ୧୧କୁ ଦେଇଛି । ଡ୍ରିମ୍ ୧୧ ପ୍ରଥମରୁ ହିଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପାର୍ଟନର ରହିଛି । ଖବର ଅନୁଯାୟୀ, ଟାଟା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ସମଲିଙ୍ଗୀ କ୍ରିକେଟର ଡେଲିସା-ଲୌରା

ମେଲବୋର୍ଣ୍ଣ: ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଷ୍ଟ୍ରେଲିଆର ଚର୍ଚ୍ଚିତ ସମଲିଙ୍ଗୀ ଯୋଡି । ମହିଳା କ୍ରିକେଟର ଡେଲିସା କିମିନ୍ସ ଓ ଲୌରା ହ୍ୟାରିସଙ୍କ ପ୍ରେମ ସବୁଠାରେ ଚର୍ଚ୍ଚାର କାରଣ ସାଜିଥିଲା । କରୋନା ଯୋଗୁ ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଏବେ ସେମାନେ ବିବାହ କରିଛନ୍ତି ।…

୫୦୦୦ ମିଟର ଦୌଡରେ ବିଶ୍ୱରେକର୍ଡ ସ୍ଥାପନ କଲେ ଯୋଶୁଆ ଚେପତେଗେଇ

ମୋନାକୋ: ମୋନାକୋ ଡାଇମଣ୍ଡ ଲିଗ୍ ମିଟରେ ୟୁଗାଣ୍ଡାର ଯୋଶୁଆ ଚେପତେଗେଇ ୫୦୦୦ ମିଟର ଦୌଡରେ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ୨୦୦୪ରେ ଇଥିଓପିଆର ମହାନ ଧାବକ କେନୋନିସା ବେକେଲେ(୧୨:୩୭:୩୫)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଚେପତେଗେଇ ୧୨:୩୫:୩୬ ମିନିଟରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ…