Latest Odisha News

BREAKING NEWS

Browsing Category

ଖେଳ

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

ଧୋନି ଯୁଗର ଅବସାନ: ରନ୍ ଆଉଟରୁ ଆରମ୍ଭ, ରନ୍ ଆଉଟରେ ଶେଷ

ଭୁବନେଶ୍ୱର: କ୍ରିକେଟରୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି । ଅବସର ଘୋଷଣା କରିଛନ୍ତି । ଏବେ କେବଳ ଫଟାଫଟ କ୍ରିକେଟରେ ଧୋନିଙ୍କ ବ୍ୟାଟିଂ ଜଲଓ୍ୱା ଦେଖିବାକୁ ମିଳିବ । କ୍ରିକେଟ ଓ ଭାରତୀୟ କ୍ରିକେଟ ସେ ଯାହା କରି ଯାଇଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ୧୫ ବର୍ଷ ପୂର୍ବେ ନୀଳ…

୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କଲେ ଅନୁରାଧା

ନୂଆଦିଲ୍ଲୀ: ଜର୍ମାନୀ ପକ୍ଷରୁ ଖେଳୁଥିବା ଭାରତର ମହିଳା କ୍ରିକେଟ ଖେଳାଳି ୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କରିଛନ୍ତି । ଅଷ୍ଟ୍ରିଆ ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚରେ ଜର୍ମାନୀ ଅଧିନାୟକ ଅନୁରାଧା ଡୋଡାବଲ୍ଲାପୁର ଏହି ସଫଳତା ହାସଲ କରିଛନ୍ତି । କରୋନା ଭାଇରସ ପ୍ରଭାବ କିଛି ମାତ୍ରାରେ…

ଧୋନୀଙ୍କ ଜର୍ସି ନମ୍ବର ୭କୁ ମଧ୍ୟ ଅବସର ଦିଆଯାଉ : ଦୀନେଶ

ରାଂଚି: ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ସେ ଅନେକ ସମ୍ମାନ ଆଣିଥିବାରୁ ଧୋନୀଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ଅବସର ଦିଆଯାଉ ବୋଲି ଉଇକେଟକିପର ଦୀନେଶ କାର୍ତିକ କହିଛନ୍ତି । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦…

ଧୋନିଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ସୁରେଶା ରାଇନା

ଭୁବନେଶ୍ୱର: କ୍ୟାପଟେନ କୁଲ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣାର କିଛି ସମୟ ବ୍ୟବଧାନରେ ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି । ଧୋନିଙ୍କ ପରି ସେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍ ଟ୍ରେନିଂ କ୍ୟାମ୍ପରେ ବର୍ତ୍ତମାନ ରାଇନା ଧୋନିଙ୍କ…

ଥ୍ୟାଙ୍କ ୟୁ ମାହି

ରାଂଚି : ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆସନ୍ତୁ ଜାଣିବା କାହିଁକି ସମସ୍ତ କ୍ରିକେଟ ଖେଳୁଥିବା ଦେଶ ଧୋନୀଙ୍କ ଦକ୍ଷତାକୁ ମାନନ୍ତି । ଧୋନୀଙ୍କ କ୍ୟାରିୟର ୧.ମହେନ୍ଦ୍ର ସିଂ ଧୋନୀ ୩୫୦ ଦିନିକିଆରେ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏମ୍ ଏସ୍ ଧୋନୀ !

ରାଞ୍ଚି: ବ୍ଲିଡ୍ ବ୍ଲୁ ଅବତାରେ ଆଉ ନଜର ଆସିବେନି ମିଷ୍ଟର କୁଲ୍ ଏମ୍ ଏସ୍ ଧୋନୀ । ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତର ପୂର୍ବତନ ଅଧିନାୟକ । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । …

ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କରୋନା ପଜିଟିଭ

ହାଇଦ୍ରାବାଦ: ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଓ ଫିଜିଓଥେରାପିଷ୍ଟ କିରଣ ସି କରୋନା ପଜିଟିଭ ଥିବା ଜଣାପଡିଛି । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଚାଲିଥିବା ରାଷ୍ଟ୍ରୀୟ ବ୍ୟାଡମିଂଟନ ଶିବିରରେ ଏମାନେ ଯୋଗ ଦେଇଥିଲେ । ସେଠାରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉଭୟ ପଜିଟିଭ ଥିବା ଜଣା…

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…