Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ହକି ଖେଳାଳି ଏବେ ଫୁଟପାଥରେ !

ଭୁବନେଶ୍ୱର: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ହକି ଖେଳି ସାରିଥିବା ଅମରଜିତ ସିଂ ଏବେ ରାସ୍ତା କଡରେ ଜୀବନ କାଟୁଛନ୍ତି । ଆର୍ଥୀକ ଅନାଟନ ଓ ଦୁର୍ଭାଗ୍ୟ ଯୋଗୁ ସେ ବାଧ୍ୟ ହୋଇ ଏହି ଯନ୍ତ୍ରଣାଦାୟକ ଜୀବନର କଷ୍ଟକୁ ପିଇ ଚାଲିଛନ୍ତି । ଜାତୀୟ ଜୁନିୟର ଟିମର ଏହି ସଦସ୍ୟଙ୍କ ସମ୍ପର୍କରେ ଜଣେ କିଏ…

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ

ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ…

ସବୁ ଫର୍ମାଟର କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର୍ ଇରଫାନ୍ ପଠାନ୍

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟ ଅଲରାଉଣ୍ଡର୍ ଇରଫାନ୍ ପଠାନ୍ ଶନିବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି ପ୍ରଖ୍ୟାତ ଭାରତୀୟ ବୋଲର୍ ଜଣକ ଭାରତ ଲାଗି ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ତଥା ୨୪ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।…

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି । ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬…

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଷ୍ଟେଇନ୍ !

ଏବି ଡି’ଭିଲର୍ସଙ୍କ ପରେ ଜାତୀୟ ଦଳକୁ ଫେରିବା ନେଇ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ପେସ୍ ବୋଲର ଡେଲ ଷ୍ଟେଇନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ,  ୨୦୨୦ରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଖେଳିବାକୁ ତାଙ୍କର ଆଗ୍ରହ ରହିଛି । ସେ କାନ୍ଧ ସମସ୍ୟା ଯୋଗୂୁ ସେ ଗତ ବର୍ଷ ଟେଷ୍ଟ…

ପୁଣି ଚର୍ଚ୍ଚାରେ ଜ୍ୱାଲା ଗୁଟ୍ଟାଙ୍କ ପ୍ରେମ କାହାଣୀ !

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜ୍ୱାଲା ଟ୍ୱିଟ୍ କରି କହିଛନ୍ତି । :)…

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ

ଦୁନିଆର ଦୁଇ ଧୁରନ୍ଧର ଫୁଟବଲ ଖେଳାଳୀ ଅର୍ଜେଟିଂନାର ଲିଓନେଲ ମେସି ଓ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଗତ ଦଶନ୍ଧିରେ ୮୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି  । ୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ପ୍ରଭୃତିରୁ ରୋନାଲ୍ଡୋ ୪୩୭୬ ଓ ମେସି ୪୧୩୦ କୋଟି ଟଙ୍କା ଆୟ…

୨୦୨୦ର ଭାରତୀୟ କ୍ରୀଡ଼ା ସମ୍ଭାବନା: ଟାର୍ଗେଟରେ ଟି୨୦ ବିଶ୍ୱକପ ସହ ଅଲିମ୍ପିକ ସ୍ୱର୍ଣ୍ଣ ପଦକ !

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ଭାରତୀୟ କ୍ରୀଡାକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା ସହ ଇତିହାସ ଦୋହରାଇବାର ସୁଯୋଗ ଆସିଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ପୁନର୍ବାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ଓ ୧୩ ବର୍ଷ ପରେ ଟି୨୦ ବିଶ୍ୱକପ ପୁର୍ନବାର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିବ ।…

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ ୨୦୧୯ର ଉଦ୍‍ଯାପନୀ ଉତ୍ସବରେ…

ଆଘାତ ଜନିତ କାରଣରୁ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକି ଖେଳରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ସୁନୀତାଙ୍କର ଆଘାତ ଜନିତ ସମସ୍ୟା ଯୋଗୁଁ ସେ ହକି ଖେଳରୁ ଅବ୍ୟାହତି ନେଇଛନ୍ତି ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ…