Latest Odisha News

BREAKING NEWS

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି ।

 

View this post on Instagram

 

We are blessed with our baby boy ❤️??

A post shared by Hardik Pandya (@hardikpandya93) on

ହାର୍ଦ୍ଦିକ ଓ ନତାଶାଙ୍କୁ ଶୁଭେଛା ବାର୍ତା ସୁଅ ଛୁଟିଥିଲାବେଳେ କ୍ରିକେଟର୍ କେ.ଏଲ୍ ରାହୁଲ ଓ ସାନିଆ ମିର୍ଜା ସର୍ବପ୍ରଥମେ ଅଭିନନ୍ଦନ ଜଣାଇଥିଲେ । ଡିସେମ୍ବର ୩୧ରେ ହାର୍ଦ୍ଦିକ ଓ ନତାଶା ନିଜ ସଂପର୍କକୁ ଲୋକଲୋଚନକୁ ଆଣିଥିଲେ । ପରେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.