Latest Odisha News

BREAKING NEWS

Browsing Category

ଖେଳ

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା…

ଆଜି ଭାରତ-ବାଂଲାଦେଶ ଶେଷ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାଗପୁର: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଷ୍ଟାଡିୟମରେ ଏହି ୩ୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।…

ବାଂଲା ବିପକ୍ଷରେ ରୋହିତ ଶର୍ମାଙ୍କ ଧୁଆଁଧାର୍ ବ୍ୟାଟିଂ; ଭାରତ ୮ ୱିକେଟରେ ବିଜୟୀ

ରାଜକୋଟ: ପ୍ରଥମ ଟି-ଟ୍ୱେଣ୍ଟିରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଭାରତ ଆଜି ପ୍ରତିଶୋଧ ନେଇଛି । ବାଲାଂଦଳକୁ ୮ ୱିକେଟରେ ପରାସ୍ତ କରି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୧ ବରାବର କରିଛି । ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚରେ ବିଜୟର କର୍ଣ୍ଣଧାର ସାଜିଛନ୍ତି । ଭାରତ ଟସ୍ ଜିତି…

ଆଜି ଭାରତ-ବାଂଲାଦେଶ ୨ୟ ଟି-୨୦ ଟକ୍କର, ସିରିଜ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଏହି ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିବା ଲାଗି ଜୋରଦାର୍ ପ୍ରଚେଷ୍ଟା କରିବ । ଆଜି ରାତି ୭ଟା ବେଳେ ଗୁଜୁରାଟର ରାଜକୋଟସ୍ଥିତ…

ଡୋପ୍ ଟେଷ୍ଟରେ ଧରାପଡିଲେ କେ. ରବି କୁମାର; ନାଡା ପକ୍ଷରୁ ୪ବର୍ଷ ବାସନ୍ଦ

ଭୁବନେଶ୍ୱର: ଓଡିଶାର ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରିପଡିଛନ୍ତି । ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୪ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଏନେଇ ସୂଚନା ମିଳିଛି । ଯାହାଫଳରେ ୨୦୨୦ ଟୋକିଓ ଅଲମ୍ପିକ ଖେଳିବାରୁ…

ଉନ୍ମୋଚିତ ହେଲା ‘୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍-୨୦୨୦’ ଲୋଗୋ

ନୂଆଦିଲ୍ଲୀ:୨୦୨୦ ଫିପା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଆସନ୍ତା ବର୍ଷ ନଭେମ୍ବର ୨ ତାରିଖରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ୧୭ବର୍ଷରୁ କମ୍ ମହିଳା ଫିପା ବିଶ୍ୱକପ୍-୨୦୨୦ର “ଲୋଗୋ” ର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ମୁମ୍ବାଇର ପ୍ରସିଦ୍ଧ ଗେଟ୍- ୱେ-ଅଫ୍…

ପ୍ରଥମ ଟି-୨୦ ମ୍ୟାଚ: ଭାରତକୁ ୭ ୱିକେଟରେ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ବାଂଲାଦେଶ ୭ ୱିକେଟରେ ବିଜୟ ହାସଲ କରିଛି । That's that from Delhi. Bangladesh win the 1st T20I by 7 wickets and go 1-0 up in the 3-match…

ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ: ତୃତୀୟ ସଂସ୍କରଣ ଡିସେମ୍ବର ୪ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ତୃତୀୟ ସଂସ୍କରଣ ଆସନ୍ତା ଡିସେମ୍ବର ୦୪ରୁ ୦୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କିଟ୍ବ ଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଟେନିସ୍ ଜିଷ୍ଟ୍ରୀ, ୟୁଏସ୍ଏ, ଅଖିଳ…

ଭାରତ-ବାଂଲାଦେଶ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଆଜି…

ଭାରତୀୟ ପୁରୁଷ ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ୭-୧ରେ ଗୋଲରେ ରୁଷିଆ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ କିଛି ସମୟ ପୂର୍ବରୁ ମହିଳା ଭାରତୀୟ ହକି ଦଳକୁ ଅଲିମ୍ପିକ୍ସ ଟିକଟ ମିଳିଯିବା ପରେ ଏବେ ଭାରତୀୟ ପୁରୁଷ ଦଳ ମଧ୍ୟ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତ ରୁଷିଆକୁ ୭-୧ ଗୋଲ୍…