Latest Odisha News

BREAKING NEWS

Browsing Category

ଖେଳ

ପରାଜୟରେ କ୍ୟାରିୟର୍ ଶେଷ କଲେ ସୁନ୍ଦରୀ ଟେନିସ୍ ତାରକା କାରୋଲିନ୍‌

ସିଡ଼ନୀ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଅବସରରେ ଡେନମାର୍କର କାରୋଲିନ୍‌ ୱଜନିଆକିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ତାଙ୍କ ପ୍ରଦର୍ଶନ ଉତ୍ସାହନଜନକ ରହି ନ ଥିଲା । ଟ୍ୟୁନିସିଆର ଓନ୍ସ ଜବେଉରଙ୍କ ନିକଟରୁ ସେ ୭-୫, ୩-୬ ଓ ୭-୫ ସେଟରେ…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ: ଆଜି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଭାରତ ଓ କିୱି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟ ହାସଲ କରିଛି । Shreyas Iyer finishes things off in style with a mighty six! India win the first #NZvIND T20I by six…

ଆଜି ଭାରତ-ନ୍ୟୁଜିଲାଣ୍ଡ ୧ମ ଟି-୨୦ ଟକ୍କର

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୧ମ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ପୂର୍ବତନ କ୍ରିକେଟର ଆଝାରୁଦ୍ଦିନଙ୍କ ନାମରେ ଏଫଆଇଆର

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁ୍‌ଦ୍ଦିନଙ୍କ ନାମରେ ଔରଙ୍ଗାବାଦରେ ଏଫଆଇଆର ରୁଜୁ କରାଯାଇଛି । ଆଝାରୁଦ୍ଦିନଙ୍କ ସମେତ ଅନ୍ୟ ୩ଜଣଙ୍କ ନାମରେ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏକ ଟ୍ରାଭେଲ ଏଜେନ୍ସି ଏହି ଗୁରୁତର ଅଭିଯୋଗ ଆଣିଛି ।…

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

କ୍ରୀଡା କମିଟିରୁ ସଚିନ, ଆନନ୍ଦ ଆଉଟ୍‌ !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କ୍ରୀଡା କମିଟିରୁ ବାଦ୍ ପଡିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବିଶ୍ୱ ଚେସ୍ ଚାମ୍ପିଅନ ବିଶ୍ୱନାଥ ଆନନ୍ଦ । ବହୁ ଦିନ ହେବ ସଚିନ ଓ ଆନନ୍ଦ କ୍ରୀଡ କମିଟର ବୈଠକରେ ଯୋଗ ଦେଉନଥିଲେ ।ଏହି କାରଣରୁ ଦୁଇ ଜଣଙ୍କୁ କମିଟିରୁ ବାଦ୍ ଦିଆଯାଇଛି । ସଚିନ…

ଅଖତରଙ୍କ ରେକର୍ଡ ଭାଙ୍ଗିଲେ ପଥିରାନା !

ଶ୍ରୀଲଙ୍କା କ୍ରିକେଟ ଟିମର ଯୁବ ବୋଲର ମଥିଶୀ ପଥିରାନା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରିପୋର୍ଟ ମୁତାବକ ୧୭ ବର୍ଷୀୟ ପଥିରାନା ଭାରତ ଟିମ୍ ବିରୋଧରେ ଗୋଟିଏ ବଲ ୧୭୫ କିଲୋମିଟର ପ୍ରତି ଘଂଟାରେ ପକାଇଥିଲେ । ଯାହା କି ଏକ ରେକର୍ଡ । ୧୭ ବର୍ଷ…

କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଷ୍ଟାଟଅପ୍ସ ତଥା ଉଦ୍ୟୋଗୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଭାରତରେ ପ୍ରଥମ ଥର ଲାଗି କ୍ରୀଡା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ୍ସ ଆଇଟି-୨୦୨୦’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଓଡିଶା…

ବେଙ୍ଗାଲୁରୁରେ ‘ବିରାଟ’ ବିଜୟ:୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁରେ ବିଜୟ ବାନା ଉଡାଇଲା ଭାରତ । ଦିନିକିଆ ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ମାତ ଦେଲା ବିରାଟ ବାହିନୀ । ୧୫ଟି ବଲ୍ ବାକି ଥାଇ…

ଦିନିକିଆରେ ୯ ହଜାର ରନ ପୂରଣ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଦିବାରାତ୍ର ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୯,୦୦୦ ରନ ପୂରଣ କରିଛନ୍ତି । 9000 and counting.... Rohit…