Latest Odisha News

BREAKING NEWS

Browsing Category

ଖେଳ

ଜୋକୋଭିଚ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ ଟେନିସ

ମେଲବୋର୍ନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ୬-୪,୪-୬,୨-୬,୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ…

ଟି୨୦: ତୃତୀୟ ଥର ପାଇଁ ବିଦେଶରେ କ୍ଳିନ ସୁଇପ୍‌

ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଲା । ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବିଜୟ ହାସଲ କରିବାରେ ପ୍ରଥମ ଟିମ୍ ହେଲା । ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆର ବିଦେଶରେ କ୍ଲିନ ସୁଇପ । ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହି…

ଭାରତର ସ୍ମରଣୀୟ ବିଜୟ, ସିରିଜ ୫-୦ରେ ପୋଛିନେଲା

ମାଉଂଟ ମାଉନଗାନୁଇ : ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ରନରେ ପରାସ୍ତ କରିଛି । ଏଥିସହ ୫-୦ରେ ଭାରତ ଐତିହାସିକ ସିରିଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ୬୦ (ରିଟାୟର…

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ଟକ୍କର; କ୍ଲନସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉନଗୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ଅନ୍ତିମ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଅମାନତ ରଖିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ମାଉଣ୍ଟ ମାଉନଗୁଇର ବେ ଓବଲ୍ ଷ୍ଟାଡିୟମରେ ଆଜି ଦିନ…

ଖେଳ ବଜେଟ ୫୦ ପ୍ରତିଶତି ବଢ଼ିଲା

ନୂଆଦିଲ୍ଲୀ: ୨୦୨୦-୨୧ ବଜେଟରେ ଖେଳ ମନ୍ତ୍ରଣାଳୟକୁ ୨୮୨୬.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଭରାଲ କ୍ରୀଡା ବଜେଟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲେ କେତେକ ସ୍ଥାନରେ ରାଶିର ପରିମାଣ କମାଇ ଦିଆଯାଇଛି । ଗତ ବର୍ଷ ରାଶିର ପରିମାଣ ଥିଲା ୨୭୭୬.୯୨ କୋଟି । ରାଷ୍ଟ୍ରୀୟ ଖେଳ ମହାସଂଘକୁ…

କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା

ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ…

ଆଉ ଗୋଟିଏ ପାଦ ଦୂରରେ ୱିମ୍ବଲଡ଼ନ; କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଆ ଖେଳାଳି !

ଭୁବନେଶ୍ୱର: ବିଶ୍ୱର ସମସ୍ତ ଟେନିସ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ୱିମ୍ବଲଡ଼ନରେ ମ୍ୟାଚଟିଏ ଖେଳିବାକୁ । ଅନେକ ଖେଳାଳି ଟେନିସ ଶିଖିବା ସମୟରୁ ହିଁ ୱିମ୍ବଲଡ଼ନ ଖେଳିବାକୁ ଆଶା ପୋଷଣ କରିଥାଆନ୍ତି । ସେହିପରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଲହଡ଼ା ଗ୍ରାମର ଦେବାଶୀଷ ସାହୁ ମଧ୍ୟ ଦିନେ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ…

ଚତୁର୍ଥ ଟି-୨୦ ମଧ୍ୟ ସୁପର୍ ଓଭରରେ ନିର୍ଣ୍ଣୟ ହେଲା; ଜିତିଲା ଭାରତ

ୱେଲିଂଟନ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଥିଲା ୧୬୫ ରନ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୬୬ ରନ କରିନପାରି ୭ଟି ୱିକେଟ ହରାଇ କରିଥିଲା ୧୬୫ ରନ । ପୂର୍ବ ହାମିଲଟନ୍ ମ୍ୟାଚ୍ ପରି ସୁପର୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।…

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମୁକାବିଲା

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୪ର୍ଥ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଖାତା ଖୋଲିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ…