Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’, ଚଳଚ୍ଚିତ୍ରକୁ ନେଇ ପଞ୍ଜାବରେ ବିରୋଧ

ଚଣ୍ଡିଗଡ଼: ପ୍ରେକ୍ଷାଳୟରେ ଆଜି ମୁକ୍ତଲାଭ କଲା ବହୁପ୍ରତିକ୍ଷୀତ କଙ୍ଗନା ରଣାୱତଙ୍କ ଫିଲ୍ମ 'ଏମର୍ଜେନ୍ସି'। ତେବେ ଫିଲ୍ମ ରିଲିଜ ହୋ ପରେ ଏହାକୁ ନେଇ ପଞ୍ଜାବର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ଫିଲ୍ମର ମୁକ୍ତିଲାଭ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏସଜିପିସି ଦାବି କରିଛି।…

ଅଭିନେତା ଆକ୍ରମଣ ଘଟଣା, ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ଘଟଣା । ୩ ଜଣଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ । ଗତକାଲି ବିଳମ୍ବିତ ରାତ୍ରୀରେ ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିଲା । ଘରର ଜଣେ କର୍ମଚାରୀଙ୍କ କଠୋରୀ ଝରକା ବାଟେ ଆସିଥିଲେ ଦୁର୍ବୃତ୍ତ ଜଣଙ୍କ…

ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଡ ଖବର । ବଲିଉଡ ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ସୈଫଙ୍କୁ ୨/୩ ଥର ଛୁରିରେ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣ…

ରଜନୀକାନ୍ତଙ୍କ ‘ଜେଲର ୨’; ବ୍ଲଡି ଲୁକରେ ୭୪ ବର୍ଷୀୟ ଅଭିନେତା

ଚେନ୍ନାଇ: ଅଭିନେତା ରଜନୀକାନ୍ତ 'ଜେଲର ୨' ଫିଲ୍ମ ସହିତ ଖୁବଶୀଘ୍ର ପରଦାକୁ ଆସିବାକୁ ଆସୁଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି। ଏଥିରେ ରଜନୀକାନ୍ତ ଆକ୍ସନ ପୋଜରେ ନଜର ଆସିଛନ୍ତି। ୭୪ ବର୍ଷ ବୟସରେ ମଧ୍ୟ ସେ ପରଦାରେ ଧମାକାଦାର ଆକ୍ସନ ଦେଖାଇବେ। ୨୦୨୩ ମସିହାରେ ରଜନୀକାନ୍ତଙ୍କ…

ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା, ବାଂଲାଦେଶରେ ଫିଲ୍ମ ବ୍ୟାନ

ମୁମ୍ବାଇ: ବହୁ ବାଧାବିଘ୍ନ ପରେ ପରିଶେଷରେ କଙ୍ଗନା ରାଣାୱତଙ୍କ 'ଏମର୍ଜେନ୍ସି' ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ରିଲିଜ୍ ପୂର୍ବରୁ ପୁଣି ଥରେ ଫିଲ୍ମକୁ ଝଟକା ଲାଗିଛି। ପଡ଼ୋଶୀ ଦେଶ ବାଂଲାଦେଶରେ ଏହି ଫିଲ୍ମର ରିଲିଜକୁ ବିରୋଧ କରାଯିବା ସହ ବ୍ୟାନ ମଧ୍ଯ କରାଯାଇଛି।…

‘ନାଗବନ୍ଧମ’ର ପ୍ରଥମ ଝଲକ୍‌ ଆଉଟ, ବିରାଟ କର୍ଣ୍ଣଙ୍କ ରୁଦ୍ର ଅବତାର ଦେଖି ଦର୍ଶକ ଉତ୍ସାହିତ

ହାଇଦ୍ରାବାଦ: ୨୦୨୫ ଆରମ୍ଭରୁ ଆଉ ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଦକ୍ଷିଣ ଭାରତୀୟ ଅଭିନେତା ବିରାଟ କର୍ଣ୍ଣଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାଗବନ୍ଧମ’ରେ ରୁଦ୍ର ଅବତାରରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ସାରା…

ପରଦାକୁ ଆସିଲା ‘ରଙ୍ଗଶୁର’, ବିଲୁପ୍ତ ପରମ୍ପରାକୁ ପୁଣି ଦେଖିଲେ ଦର୍ଶକ

ଭୁବନେଶ୍ବର: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ରଙ୍ଗଶୁର' । ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ନିର୍ମିତ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଛି । ରିଲିଜ ହେବାର ପ୍ରଥମ ଦିନରେ ହାଉସଫୁଲ ରହିଥିଲା । ଓଲିଉଡ଼ର ଅନେକ ଅଭିନେତା,…

୯୦ ଦଶକର ଏହି ନାୟିକା କହିଲେ ସଫଳତା ମୋତେ ଗର୍ବୀ କରାଇ ଦେଇଥିଲା

ମୁମ୍ବାଇ: ନେପାଳୀ ଲଳନା ମନୀଷା କୋଇରାଲା ୯୦ ଦଶକରେ ବଲିଉଡରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ସମୟରେ ଅନେକ ହିଟ ଦେଇଥିଲେ । ଏବେ ଏକ ସାକ୍ଷାତକାରରେ ମନୀଷା କହିଛନ୍ତି ଯେ, ସେ ସମୟରେ ମୁଁ ସଫଳତା ପାଇ ଗର୍ବୀ ହୋଇ ଯାଇଥିଲି । କମ ପରିଶ୍ରମରେ ସଫଳତା ପାଇଥିବାରୁ ମୁଁ ପଥଭ୍ରଷ୍ଟ ହୋଇ…

ଏକ ଦଶନ୍ଧି ପରେ ଇଞ୍ଜିନିୟରିଂ ଡିଗ୍ରୀ ପାଇଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: କାର୍ତ୍ତିକ ଆର୍ୟନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ନିଜର ଦମଦାର ଆକ୍ଟିଂ ବଳରେ ବଲିଉଡର ଶ୍ରେଷ୍ଠ ଷ୍ଟାରମାନଙ୍କ ମଧ୍ୟରେ ସେ ନିଜର ପରିଚୟ ବନାଇ ପାରିଛନ୍ତି। ତେବେ କାର୍ତ୍ତିକ ଅଭିନେତା ହେବା ପୂର୍ବରୁ ଇଞ୍ଜିନିୟରିଂ ପଢୁଥିଲେ। କିନ୍ତୁ ସେ ଇଞ୍ଜିନିୟର ହେବା ପରିବର୍ତ୍ତେ…

ଅଭିନେତା ଟିକୁ ତଲସାନିଙ୍କୁ ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌, ସ୍ପଷ୍ଟ କଲେ ପତ୍ନୀ

ମୁମ୍ବାଇ: ବଲିଉଡ ଓ ଗୁଜୁରାଟ ସିନେମାର ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି ବୋଲି ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି,…