Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା କଲେ ଟ୍ୱିଙ୍କଲ, ଛାଡିଲେନି କୁଇନ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାଁଙ୍କୁ ସେ ଟାର୍ଗେଟ କରିଛନ୍ତି । କିଛି ଦିନ ତଳେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ମେସେଜରେ ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା…

‘ଡନ୍ ୩’ ମୁହଁ ଖୋଲିଲେ ଇମରାନ: ହେବେନି ଖଳନାୟକ

ନୂଆଦିଲ୍ଲୀ: ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍ ୩’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି । ଫରହାନ୍ ଅଖତର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ରଣବୀର ସିଂଙ୍କୁ  ନୂଆ ଡନ୍ ଭାବରେ ଦେଖିବାକୁ ମିଳିବ । ଏଥିସହ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ମଧ୍ୟ  ଦେଖିବାକୁ ମିଳିବ…

ଇନଷ୍ଟାଗ୍ରାମରୁ ସ୍ଵାମୀଙ୍କ ନାମ ହଟାଇଲେ ଦିବ୍ୟା ଖୋସଲା, ଟି-ସିରିଜ୍ କୁ ମଧ୍ୟ ଅନଫଲୋ କଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ଦିବ୍ୟା ଖୋସଲା କୁମାର ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଫ୍ରଣ୍ଟପେଜ୍ ରେ ରହିଛନ୍ତି । ତାଙ୍କ ସ୍ୱାମୀ ଏବଂ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ କିଛି ଭଲ ଚାଲିନଥିବା ଖବର ରହିଛି । କୁହାଯାଉଛି ଯେ,…

‘ଭୁଲ୍ ଭୁଲେୟାଁ-୩’: କିଆରାଙ୍କ ସ୍ଥାନରେ ଲିଡ୍ ରୋଲରେ ନଜର ଆସିବେ ତୃପ୍ତି ଡିମରି

ମୁମ୍ବାଇ: ଫିଲ୍ମ ଭୁଲ୍ ଭୁଲେୟାଁର-୨ ର ଜବରଦସ୍ତ ହିଟ୍ ପରେ ଫ୍ୟାନ୍ସ ମାନେ ପାର୍ଟ ଥ୍ରୀକୁ ଅପେକ୍ଷା କରିରହିଛନ୍ତି । ଇତି ମଧ୍ୟରେ ନିକଟରେ 'ଭୁଲ୍ ଭୁଲେୟାଁ-୩' ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଥିବେଳେ, ଏବେ ଫିମେଲ କାଷ୍ଟଙ୍କ ରୋଲ…

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ…

‘ଜବାନ’ ପାଇଁ ଶାହାରୁଖାନ-ନୟନତାରାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡ, ଜାଣନ୍ତୁ ଆଉ କେଉଁ ମାନେ…

ମୁମ୍ବାଇ: ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ । ଦେଶର ଅନ୍ୟତମ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାର ଗୋଟିଏ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ତାଜ୍ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।…

ପୁଅର ନାମ ‘ଅକାୟ’ ରଖିଲେ ବିରାଟ ଓ ଅନୁଷ୍କା, ଜାଣନ୍ତୁ ଏହି ନାଁର ଅର୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ପିତାମାତା ହୋଇଛନ୍ତି । ଅନୁଷ୍କା ଶର୍ମା ଗତକାଲି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିବା ନେଇ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ଶିଶୁପୁତ୍ରର ନାମ ‘ଅକାୟ’…

ମା’ ହେବେକି ଦୀପିକା ପାଦୁକୋନ, ଭାଇରାଲ ହେଉଛି BAFTA ସମାରୋହରେ ପେଟ ଲୁଚାଉଥିବା ର ଭିଡିଓ

ମୁମ୍ବାଇ: ମା’ ହେବେକି ଦୀପିକା ପାଦୁକୋନ? ଦୀପିକାଙ୍କ ପ୍ରେଗନେନ୍ସି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ଇତି ମଧ୍ୟରେ ୫ବର୍ଷ ହୋଇସାରିଲାଣି । ଏହାରି ଭିତରେ ସମସ୍ତେ ଏବେ ଗୁଡ ନ୍ୟୁଜ୍ କୁ ଅପେକ୍ଷା କରି ରହିଛନ୍ତି । ଏହାରିଭିତରେ ଲଣ୍ଡନରେ…

ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ର ମହୁରତ୍

ଭୁବନେଶ୍ୱର : ଅନନମିସ୍ ପ୍ରଡକ୍ସନ ନିବେଦିତ ଚତୁର୍ଥ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'ର ମହୁରତ ବରମୁଣ୍ଡା ନିକଟସ୍ଥ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସ ନାୟକ, ରାଜ ରାଜେଶ୍, ପୁନମ୍, ଜସ୍ମିନ୍, ଲିପସା, ଶକ୍ତି…

ରାମାୟଣର ସୁଟିଂ ପୂର୍ବରୁ ସାମ୍ନାକୁ ଆସିଲା ରଣବୀରଙ୍କ ଅନ୍ୟ ଏକ ଫଟୋ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଅଭିନେତା ରଣବୀର କପୁରଙ୍କ ଚଳଚ୍ଚିତ୍ର ‘ଆନିମଲ’ । ଏଥିରେ ରଣବୀର ଏକ ଭୟଙ୍କର ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ରଣବୀରଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଚଳଚ୍ଚିତ୍ର ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ…