Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ମେଁ ଅଟଳ ହୁଁ’: ଦେଖନ୍ତୁ ପଙ୍କଜ ତ୍ରିପାଠୀଙ୍କର ରୋମାଞ୍ଚକର ଝଲକ

ମୁମ୍ବାଇ: ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ  । ସୁଶାସନ , ମିଷ୍ଟଭାସିତା , ଦେଶଭକ୍ତି, ଏବଂ ଏକ ଭଲ ମଣିଷ ଭାବେ ସାରା ଭାରତ ତାଙ୍କୁ ଜାଣେ  । ଆମେ କହୁଛୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ନେତା ଅଟଳ ବିହାରୀ ବାଜପାୟୀଙ୍କ କଥା  । ତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରାଯାଇଛି ଏକ…

ବାହା ହେଲେ ‘ଇସ୍‌ ପ୍ୟାର୍‌ କୋ କ୍ୟାୟ ନାମ ଦୁଁ ’ ଅଭିନେତ୍ରୀ

ମୁମ୍ବାଇ: ଇସ୍କବାଜ୍ ସିରିଏଲରେ ଗୌରୀ ଭୂମିକା ନିଭାଇଥିବା ଶ୍ରୀନୁ ପାରିଖଙ୍କୁ ଆପଣମାନେ ଖୁବ୍ ଭଲ ରେ ଜାଣିଥିବେ । ଟେଲିଭିଜନ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ଡିସେମ୍ବର ୨୧ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନର…

ରେକର୍ଡ ଭାଙ୍ଗିଲା ସଲାର , ଜାଣନ୍ତୁ ପ୍ରଥମ ଦିନର ପୁରା କଲେକସନ୍

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗତକାଲି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏହି ଚଳଚିତ୍ରର କ୍ରେଜ୍ ସାରା ବିଶ୍ବରେ ଦେଖାଯାଉଛି । ଆଡଭାନ୍ସ ବୁକିଂରେ ଶାହାରୁଖଙ୍କ ଡଙ୍କିକୁ ପଛରେ ପକାଇ ଦେଇଛି ପ୍ରଭାସଙ୍କ ସଲାର୍  । ପ୍ରଥମ ଦିନରେ…

ଅଭୁଲା ୨୦୨୩: ଧର୍ମେନ୍ଦ୍ରଙ୍କ ପରିବାର ପାଇଁ ଲକି ଥିଲା ବର୍ଷ ୨୦୨୩, ଦୀର୍ଘ ବର୍ଷ ପରେ ସନ୍ନି-ବବିଙ୍କ ଜଲୱା ଦେଖିଲେ…

ମୁମ୍ବାଇ: ସର୍ବପ୍ରଥମେ ଦେଓଲ ପରିବାରର ମୁଖ୍ୟ ତଥା ଇଣ୍ଡଷ୍ଟ୍ରିର ଚିତ୍ତାକର୍ଷକ ତାରକା ତଥା ଭେଟେରିଆନ ଅଭିନେତା ଧର୍ମେନ୍ଦ୍ରଙ୍କ ବିଷୟରେ ଆଲୋଚନା କରିବା | ଯିଏକି ୨୦୨୩ ମସିହାରେ କରଣ ଜୋହରଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନି'ରେ ନଜର ଆସିଥିଲେ । ଦୀର୍ଘ ସମୟ ପରେ ଏହି…

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯ର ଟ୍ରେଲର

ଭୂବନେଶ୍ବର: ୧୯୯୯ ମସିହାର ସେହି ବାରଙ୍ଗ ଦୁର୍ଘଟଣା ଆଜିବି ଲୋକଙ୍କ ମନରେ ଜୀବିତ ରହିଛି । ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ସେହି ଗଣଦୁଷ୍କର୍ମ ଘଟଣା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦବାକୁ ବାଧ୍ୟ୍ୟ ହେଇଥିଲେ। ସେଦିନ ଥିଲା ୧୯୯୯ ମସିହା ଜାନୁଆରୀ…

ଡଙ୍କି ନା ସାଲାର , କିଏ କରିବ ବକ୍ସ ଅଫିସରେ ରାଜ୍ ?

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏଇ ଗୋଟିଏ ସପ୍ତାହରେ ହଲ୍‌କୁ ଆସିଲା ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା। ଗତକାଲି ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌…

କାହିଁକି ଗିରଫ ହେଲେ ବିଗ୍ ବସ୍ ସିଜନ-୭ ବିଜେତା ?

ମୁମ୍ବାଇ: ରିଆଲିଟି ଶୋ ବିଗ୍ ବସ୍ । ବର୍ତ୍ତମାନ ସମୟରେ ଏହାକୁ ଦେଖିବା ଲୋକଙ୍କ ପାଇଁ ଏକ କ୍ରେଜ୍ ହୋଇଗଲାଣି  । ବହୁତ୍ ସଂଖ୍ୟାରେ ଲୋକ ଏହି ଶୋକୁ ଦେଖୁଛନ୍ତି  । ବିଗ୍ ବସ୍ ତେଲୁଗୁ ସିଜନ୍ ୭ ର ବିଜେତା ହୋଇଥିବା ପଲ୍ଲବୀ ପ୍ରଶାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖରାପ ଖବର ରହିଛି ।…

ପାପା ଶାହାରୁଖଙ୍କ ଡଙ୍କି ଦେଖିବା ପରେ କିଛି ଏପରି ଥିଲା ପୁଅ ଅବରାମଙ୍କ ପ୍ରତିକ୍ରିୟା, କିଙ୍ଗଖାନ୍ କଲେ ଖୁଲାସା

ମୁମ୍ବାଇ: ‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି…

ମଲାଇକାଙ୍କୁ ଡିଭୋର୍ସ, ଜର୍ଜିଆଙ୍କ ସହ ବ୍ରେକଅପ୍, ଏବେ ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ୫୬ ବର୍ଷିୟ ଅରବାଜ୍ ଖାନ୍

ମୁମ୍ବାଇ: ସଲମାନ ଖାନଙ୍କ ଭାଇ ଅରବାଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ମଲାଇକା ଆରୋରାଙ୍କ ସହ ତାଙ୍କର ପ୍ରଥମେ ପ୍ରେମ, ତା’ପରେ ବିବାହ ଏବଂ ପରେ ବିବାହ ବିଚ୍ଛେଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ​​| ମଲାଇକା ଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ…

ନୂଆବର୍ଷରେ ନୂଆ ଅବତାରରେ କ୍ୟାଟ୍

ମୁମ୍ବାଇ: ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪  । ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା…