Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁସ୍ଥ ହେଲେ ଶ୍ରେୟସ୍ : ଇମୋସନାଲ ପୋଷ୍ଟ ସେୟାର କରି ଏପରି କହିଲେ ପତ୍ନୀ ଦୀପ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ  । କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିବା ଖବର ଶୁଣିବାକୁ ମିଳିଥିଲା  । ଯାହା ଫ୍ୟାନ୍ସ ମାନଙ୍କୁ ବେଶ୍ ନିରାଶ କରିଥିଲା । ଗତ ଗୁରୁବାର ଦିନ ଶ୍ରେୟସ୍ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ  । ସେତେବେଳେ ସେ ସୁସ୍ଥ ଅନୁଭବ କରୁଥିଲେ  ।…

ଗୋବିନ୍ଦା @୬୦ : ୯୦ ଦଶକରେ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁରେ ୩ ଖାନଙ୍କୁ ପଛରେ ପକାଇଥିଲେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ୯୦ ଦଶକକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ  । ଏହା ଏପରି ଏକ ସମୟ ଥିଲଶ , ଯେତେବେଳେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେ ସଙ୍ଗୀତ ହେଉ କିମ୍ବା ଚଳଚିତ୍ର  । ୯୦ ଦଶକର ଖାସିଅତ୍ କିଛି ଅଲଗା ଥିଲା । ଯଦି ଆମେ ୯୦ ଦଶକର ଅଭିନେତା…

ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍ ଭିଡିଓ ମାମଲାରେ ୪ ଜଣଙ୍କୁ ଗିରଫ କଲା ପୋଲିିସ

ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ କରିବା ମାମଲାରେ ଦିଲ୍ଲୀ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେ ବି ଦିଲ୍ଲୀ ପୋଲିସ୍‌ର ଖୋଜା ଚାଲିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ଏକ ମାସ…

ଆକ୍ଟିଙ୍ଗ୍–ମଡେଲିଂ ଲାଇନକୁ ଆସିବା ପୂର୍ବରୁ ସାମ୍ବାଦିକା ଥିଲେ ଜାକଲିନ୍

ମୁମ୍ବାଇ: ବଲିଉଡରେ ଅନେକ ଆଗଧାଡିର ଅଭିନେତ୍ରୀ ରହିଛନ୍ତି  । କିନ୍ତୁ ତାଙ୍କର ହଟ୍ ନେସ୍ , ଆଉ ତାଙ୍କର ନିଆରା ଅନ୍ଦାଜ୍ ତାଙ୍କୁ ସବୁବେଳେ ଦର୍ଶକଙ୍କ ମନରେ ଭିନ୍ନ କରି ରଖିଥାଏ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍  । ପ୍ରତିଦିନ ସେ କିଛିନା କିଛି ହଟ୍ ଓ୍ବାଲା ଫଟୋ ସୋସିଆଳ ମିଡିଆରେ…

ଫ୍ରଡ୍ କେସରେ ଫସିଲେ ଗୌରୀ : ନୋଟିସ୍ ପଠାଇଲା ଇଡି

ମୁମ୍ବାଇ : ଯଦି ଆମେ ବଲିଉଡ୍ ର  କିଛି ପପୁଲାର୍ ଯୋଡିଙ୍କ ବିଷୟରେ କହିବା ତେବେ ଶାହରୁଖ୍  ଏବଂ ଗୌରୀଙ୍କ ନାଁ ପ୍ରଥମେ ଆସିବ  । ଅନେକ ସମୟରେ ଉଭୟଙ୍କ ଯୋଡିକୁ ନେଇ ଚର୍ଚ୍ଚା କରାଯାଏ  । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ  । ବିବାଦରେ ଛନ୍ଦି ହୋଇଛନ୍ତି  କିଙ୍ଗଖାନଙ୍କ…

ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍….

ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ  । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି  । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ…

ପଟୌଦି ପ୍ୟାଲେସରେ ଛୁଟି ମନାଉଛନ୍ତି ନବାବ ଦମ୍ପତ୍ତି, ଫଟୋ ସେୟାର କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କଲେ ବେବୋ

ମୁମ୍ବାଇ: ନିଜ ବ୍ୟସ୍ତ ଜୀବନରୁ ଟିକେ ଦୂରେଇ ଏବେ ଖ୍ରୀଷ୍ଟମାସ ଛୁଟି ପାଳୁଛନ୍ତି କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ । ନବାବ କପଲ ଦୁଇ ପିଲାଙ୍କ ସହ ହରିୟାଣାର ଗୁରଗାଓଁ ସ୍ଥିତ ପଟୌଦି ପ୍ୟାଲେସରେ ପହଞ୍ଚିଛନ୍ତି । ଏନେଇ କରୀନା ତାଙ୍କ ଇନଷ୍ଟା ରେ ଭ୍ୟାକେସନର କିଛି ଝଲକ ସେୟାର କରିଛନ୍ତି…

ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତନୁଜା  । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’  । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।…

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ…

କାହିଁକି ବୋଲ୍ଡ ସିନଠୁ ଦୂରରେ ଏହି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ  । ଯିଏ କି ବଲିଉଡ୍ ଫିଲ୍ମ ଜଗତକୁ ଦୀର୍ଘ ବର୍ଷ ହେବ ଦେଇଆସୁଛନ୍ତି ଅନେକ ସୁପର ଡୁପର ହିଟ୍ ଫିଲ୍ମ  । ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି । ଯେଉଁଠିକି ସେ ଯାଆନ୍ତି ସେଠି ଏକ ନିଆରା ପରିବେଶ ସୃଷ୍ଟି କରନ୍ତି। କୌଣସି…