Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଫଳ କ୍ୟାରିୟରରୁ ବର୍ବାଦ ଆଡକୁ ପଳାଇ ଯାଇଥିଲେ ବବି ଦେଓଲ..ଏବେ ପୁଣି ଚର୍ଚ୍ଚାରେ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨…

କିଏ କହିଲେ ସଲମାନ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି

ମୁମ୍ବାଇ: ସଲମାନ ଖାଁ ବଲିଉଡର ସୁପରଷ୍ଟାର ହୋଇପାରନ୍ତି ସତ, ମାତ୍ର ସେ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଅଭିଜିତ ୧୦୦୦ ଫିଲ୍ମରେ ୬୦୩୪ ଗୀତ ଗାଇଛନ୍ତ । ସେ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ସଲମାନ ପାଇଁ ମଧ୍ୟ ହିଟ ଗୀତ…

ଅଭିଷେକଙ୍କ ସହ ପ୍ରତିଦିନ ହୁଏ ଏହି ଅଭିନେତ୍ରୀଙ୍କ ଝଗଡା, ଅଭିନେତା କହିଲେ କିପରି ହୁଏ ତା’ର ସମାଧାନ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଚର୍ଚ୍ଚିତ ଯୋଡି । ଗତ ୨୦୦୭ ମସିହା ଏପ୍ରିଲ ୨୦ରେ ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ୧୬ ବର୍ଷର ଦାମ୍ପତ୍ୟ ଜୀବନରେ ଅନେକ ଉତ୍ଥାନ-ପତନ ଘଟିଥିଲେ ମଧ୍ୟ ଦୁହେଁ ଏହାକୁ କେବେ ମିଡିଆ ସାମ୍ନାରେ…

ପରଲୋକରେ CID ଫେମ୍ ଦିନେଶ ଫଡନୀସ୍

ମୁମ୍ବାଇ : ପରଲୋକରେ ସିଆଇଡି ଇନ୍ସପେକ୍ଟର ଫ୍ରେଡେରିକ୍ସ ଦିନେଶ ଫଡନିଶଙ୍କର । କାନ୍ଦିଭାଲିର ଟୁଙ୍ଗା ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା । ସୋନି ଟିଭିର ଲୋକପ୍ରିୟ କ୍ରାଇମ୍  ସୋ ସିଆଡିରେ ସେ ନିଖୁଣ ଅଭିନୟ କରି…

ଖୁବ୍ ଶିଘ୍ର ବନ୍ଦ ହେବ ‘ତାରକ୍ ମେହେତା କି ଉଲଟା ଚଷମା’, କାରଣ ଜାଣି ଫ୍ୟାନ୍ସଙ୍କ ଉଡିଗଲା ହୋସ୍…

ମୁମ୍ବାଇ: ଖୁବ୍ ଶିଘ୍ର ବନ୍ଦ ହେବ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସିରିଏଲ ‘ତାରକ୍ ମେହେତା କି ଉଲଟା ଚଷମା’ । ଦୀର୍ଘଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇଆସୁଥିବା ଏହି ସୋ କୁ ନେଇ ଗତ କିଛି ଦିନ ଧରି ବିବାଦ ଲାଗିରହିଛି । କିଛି ଦର୍ଶକ ଦୟାବେନଙ୍କ ନଫେରିବା କାରଣରୁ ଏହି…

ରିଲିଜ ହେଲା କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ଟ୍ରେଲର୍

ମୁମ୍ବାଇ: ଚଳିତବର୍ଷ ଦୁଇ ଦୁଇଟି ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର ରିଲିଜ ପରେ ଏବେ ତୃତୀୟ ଚଳଚ୍ଚିତ୍ରକୁ ନେଇ ଧମାଲ କରିବାକୁ କିଙ୍ଗ୍ ଖାନ ପ୍ରସ୍ତୁତ । କାରଣ ଖୁବ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି । ଏହାରି ଭିତରେ ରିଲିଜ ହୋଇଛି ଡଙ୍କିର…

ଅକ୍ଷୟ କୁମାରଙ୍କ ହାଉସଫୁଲ ୫ର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହାଉସଫୁଲ ୫ର ରିଲିଜ ତାରିଖ ପୁନର୍ବାର ଘୁଂଚିଛି । ଏବେ ଏହା ୬ ଜୁନ ୨୦୨୫ରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେଉଛି । ଅତ୍ୟଧିକ ଭିଏଫଏକ୍ସ କାର୍ଯ୍ୟ ଥିବା ଫିଲ୍ମର ରିଲିଜ…

ଇତିହାସ ରଚିଲେ ଦୀପିକା, ପୁଣି ଥରେ ଦେଶକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ବ୍ରେନ୍ ଓ୍ବିଥ୍ ବ୍ୟୁଟି ସୁନ୍ଦରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଦୀପିକା କେବଳ ସୁନ୍ଦର ଏବଂ ଜଣେ ମହାନ ଅଭିନେତ୍ରୀ ନୁହନ୍ତି, ସେ ମଧ୍ୟ ବହୁତ ପ୍ରତିଭାଶାଳୀ ଅଟନ୍ତି । ତାଙ୍କର ଅଭିନୟ ଦକ୍ଷତା ଏବଂ ସୁନ୍ଦର ଚେହେରା ହେତୁ ଦୀପିକା…

ଚର୍ଚ୍ଚିତ ଫିଲ୍ମ ହକୀକତ ୨ର ନିର୍ମାଣ କରିବେ କେତନ ଆନନ୍ଦ

ମୁମ୍ବାଇ: ନିର୍ମାତା-ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ହକୀକତ ଫିଲ୍ମ ୫୮ ବର୍ଷ ତଳେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ୧୯୬୨ ଭାରତ-ଚୀନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ୧୯୬୪ରେ ରିଲିଜ ହୋଇଥିଲା । ଧର୍ମେନ୍ଦ୍ର, ବଲରାଜ ସାହାନୀ, ପ୍ରିୟା ରାଜବଂଶ, ସଞ୍ଜାୟ ଖାଁ ଓ ବିଜୟ ଆନନ୍ଦ ଏଥିରେ…

କାହିଁକି ଶୁକ୍ରବାରରେ ହିଁ ରିଲିଜ ହୁଏ ବଲିଉଡ ଫିଲ୍ମ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ପ୍ରାୟତଃ ବଲିଉଡ ଚଳଚ୍ଚିତ୍ର କେବଳ ଶୁକ୍ରବାରରେ ହିଁ ରିଲିଜ ହୋଇଥାଏ । ଚଳିତ ମାସ ଆରମ୍ଭରୁ ରଣବୀର କପୁରଙ୍କ ଅଭିନୀତ ଆନିମଲ ଓ ବିକି କୌଶଲଙ୍କ ଅଭିନୀତ ସାମ ବାହାଦୂର ମଧ୍ୟ ଶୁକ୍ରବାର ରିଲିଜ ହୋଇଛି । ତେବେ କଣ ଆପଣ କେବେ ଭାବିଛନ୍ତି ଏପରି କାହିଁକି ହୁଏ । କାହିଁକି କେବଳ…