Latest Odisha News
Browsing Category

ମନୋରଞ୍ଜନ

କଭି ଅଲବିଦା ନା କେହନା ରିଲିଜ୍ ପରେ ଅଧିକ ହେଲା ଛାଡ଼ପତ୍ର: ରାଣୀ ମୁଖାର୍ଜୀ

ମୁମ୍ବାଇ: ୨୦୦୬ରେ ରିଲିଜ୍ ହୋଇଥିଲା କରଣ ଜୋହରଙ୍କ ଫିଲ୍ମ ‘କଭି ଅଲବିଦା ନା କେହନା' । ଏହି ଫିଲ୍ମ ରିଲିଜ୍ ହେବା ପରେ ଦୁନିଆରେ ଅଧିକ ଛାଡ଼ପତ୍ର ହୋଇଥିଲା । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ରାଣୀ ମୁଖାର୍ଜୀ । ଦର୍ଶକଙ୍କ ଉପରେ କିପରି ଫିଲ୍ମର ପ୍ରଭାବ ପଡିଥିଲା…

କ୍ରିକେଟକୁ ନେଇ ଫିଲ୍ମ କରିବାକୁ ଚାହାଁନ୍ତି ଆୟୁଷ୍ମାନ

ମୁମ୍ବାଇ: କ୍ରିକେଟ ହେଉ ବା କ୍ରିକେଟରଙ୍କ ଉପରେ ଫିଲ୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ବଲିଉଡରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି । ତାଙ୍କର କ୍ରୀଡା ପ୍ରତି ରୁଚି ରହିଛି । ସେ କ୍ରିକେଟକୁ ବହୁତ ପସନ୍ଦ କରନ୍ତି । କ୍ରିକେଟ୍‌କୁ ସେ ବହୁତ ଆଗ୍ରହ ସହିତ…

ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଏବେ ଡିପ୍‌ଫେକ୍ ର ଶୀକାର ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ । ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ…

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି 'କୌନ୍ ବନେଗା କରୋଡ୍ ପତି'। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ।…

ଶାଢୀରେ ନଜର ଆସିଲେ ସବା, ବିବାହ ସରିଛି କି ପ୍ରଶ୍ନ କଲେ ପ୍ରଶଂସକ

ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ସମସ୍ତେ ଜାଣନ୍ତି । ସେମାନେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେବାକୁ ଚିନ୍ତା କରିବା କଥା ଅତୀତରେ ଚର୍ଚ୍ଚା ହେଉଥିଲା । ହ୍ରିତିକଙ୍କ…

କଫି ୱିଥ୍ କରଣ-୮: ଖାସ୍ ଅତିଥି ଖୋଲିବେ ମଜାଦାର ଗୁମର

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ କଫି ଓ୍ବିଥ୍ କରଣ ଶୋ ସବୁଠାରୁ ପପୁଲାର ହୋଇଥିବାବେଳେ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଥାଏ । କାରଣ ଏହି ଶୋ ରେ ବଲିଉଡର ସବୁ ସେଲିବ୍ରେଟିଙ୍କ ପର୍ସନାଲ ଓ ପ୍ରଫେସନାଲ ବିଷୟରେ ମଜାଦାର ଓ ମସଲାଦାର କଥା ଜାଣିବାକୁ ମିଳିଥାଏ । ପୂର୍ବରୁ ଏହି ଶୋ…

ଅନ୍ଦାଜ ୨ର ଶୁଟିଂ ପାଇଁ ସୁନୀଲ ପ୍ରସ୍ତୁତ

ମୁମ୍ବାଇ: ବଲିଉଡରେ ଏବେ ସୀକ୍ୱେଲର ଯୁଗ ଚାଲିଛି । ଗଦର ୨, ଓଏମଜି ୨, ଫୁକରେ ୩ ଓ ଡ୍ରିମ ଗର୍ଲ ୨ରେ ଏବେ ଅନ୍ଦାଜର ସୀକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଧର୍ମେଶ ଦର୍ଶନ ଧଡକନ ୨ ଏବଂ ତାଙ୍କ ଭାଇ ସୁନୀଲ ଦର୍ଶନ ଅନ୍ଦାଜର ସୀକ୍ୱେଲ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୦୩ରେ…

ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ରଣବୀର, କହିଲେ ଟାଇଟଲ ରଖିବା ପଛର କାରଣ

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ଆନିମଲକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏନେଇ ଆଲୋଚନା ଜୋର ଧରିଛିି । ନିକଟରେ ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଥିଲା । ଏହି ଟ୍ରେଲରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଥିଲେ ।…

ମହିଳା-ପୁରୁଷ ସମାନ ନୁହଁନ୍ତ, ଏମିତି କହିଲେ ନୀନା ଗୁପ୍ତା

ମୁମ୍ବାଇ: ନାରୀବାଦ ଭଳି ଚିନ୍ତାଧାରା ଉପରେ ମୁଁ ବିଶ୍ୱାସ କରେ ନାହିଁ । ମୋ ମତରେ ମହିଳା ଓ ପୁରୁଷ ସମାନ ନୁହନ୍ତି । ଯେଉଁଦିନ ପୁରୁଷ ଅନ୍ତସତ୍ତ୍‌୍ୱା ହେବେ ମୁଁ ସେହିଦିନ କହିବି ପୁରୁଷମାନେ ନାରୀମାନଙ୍କ ସହ ସମାନ ହେଲେ । ବଲିଉଡ଼ ଅଭିନେତ୍ରୀ ନୀନା ଗୁପ୍ତା ଏମିତି କିଛି କହିଛନ୍ତି । ଏପରି…

‘ପୁଷ୍ପା-୨’ ଲାଗି ଆଲୁ ଅର୍ଜୁନ ନେବେନି କୌଣସି ଫି, ନିର୍ମାତାଙ୍କ ସହ କରିଛନ୍ତି ଆଉ କିଛି ଡ଼ିଲ୍

ମୁମ୍ବାଇ: ‘ପୁଷ୍ପା: ଦି ରାଇଜ୍‌' ର ବ୍ଲକବଷ୍ଟର ସଫଳତା ପାଇଛି । ଏବେ ବି ଦେଶ ଓ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ 'ପୁଷ୍ପା-୨: ଦି ରୁଲ୍‌'ର ରିଲିଜ୍‌କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ…