Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା

ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।…

୨୫ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ସଲମାନ ଓ କରଣ, ଚଳଚ୍ଚିତ୍ର ନାମ ଘୋଷଣା

ମୁମ୍ବାଇ: ୨୫ ବର୍ଷ ପୂର୍ବେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ ଯୋଜନା କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଏବେ ଶେଷରେ ସଲମାନ ଖାନ ଏବଂ କରଣ ଜୋହର ଏକାଠି ଫିଲ୍ମ…

ଓସ୍କାର ପାଇଁ ଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍‌

ମୁମ୍ବାଇ: ଓସ୍କାର ପାଇଁ ପଠାଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍ । ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଟୁ ଏଲ୍‌ଥ ଫେଲ୍ ସ୍ଲିପର ହିଟ୍ ହୋଇଛି । ବିନା କୌଣସି ପ୍ରଚାର ବିନା ଜାକଜମକରେ ସିନେମାଟି ଧୀରେ ଧୀରେ ସିନେମା ଘରେ ଚହଳ ସୃଷ୍ଟି କରୁଛି । ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍…

‘ଆନିମଲ୍‌’ ଫିଲ୍ମ ପାଇଁ ଫିଗର ବନାଇବାକୁ ବବିଙ୍କୁ ଲାଗିଥିଲା ୪ ମାସ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ଫିଲ୍ମ ‘ଆନିମଲ୍‌’ର ଟ୍ରେଲର । ଏହି ଫିଲ୍ମକୁ ନେଇ ରଣବୀର କପୁରଙ୍କ ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି, ସିଏ ହେଉଛନ୍ତି ବବି ଦେଓଲ । କାରଣ ସେ ତାଙ୍କ ଫିଗର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବବିଙ୍କୁ ତାଙ୍କର ଏହି ଫିଟ୍‌ନେସ୍ ବନାଇବା…

୨୯ରେ ବିବାହ କରିବେ ରଣଦୀପ ହୁଡ୍ଡା

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହେବ । ଏଥିରେ କେବଳ ଉଭୟଙ୍କ…

ଜୁସ୍ ପିଇ ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନ୍‌ଲିସା

ଭୁବନେଶ୍ୱର: ଆମରଣ ଅନଶନ ଭାଙ୍ଗିଲେ ଚଳଚ୍ଚିତ୍ର ପ୍ରଯୋଜିକା ସନ୍‌ଲିସା ପଟେଲ । ୩ ଦିନ ହେଲା ସେ ୫ ଦଫା ଦାବି ନେଇ ଅନଶନରେ ବସିଥିଲେ । ଆଜି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରଯୋଜିକା ସନଲିସା ପଟେଲ୍ ବସିଥିବା ଆମରଣ ଅନଶନସ୍ଥଳରେ ପହଞ୍ଚିଥିଲେ । ସେ…

ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଥିବା ମୋଏ ମୋଏ କେଉଁଠାରୁ ଆସିଛି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଏ ମୋଏ ଗୀତ । ଶଟ୍ସ ଓ ରିଲ୍ସ କରୁଥିବା ଯୁବପିଢ଼ୀଙ୍କ ଏହା ଏବେ ଏକ ନମ୍ବର ଚାହିଦାରେ ରହିଛି । ତେବେ ଏହି ମୋଏ ମୋଏ ଆସିଛି କେଉଁଠାରୁ ଏବଂ ଏହାର ଅର୍ଥ କଣ ତାହା ଆସନ୍ତୁ ଜାଣିବା । ସର୍ବିୟାର ତେୟା ଡୋରା ଆଲବମ ଡଜାନାମରେ ଏହି ଗୀତ…

ଝିଅ ଶ୍ବେତାଙ୍କୁ ୫୦ କୋଟିର ‘ପ୍ରତିକ୍ଷା’ ବଙ୍ଗଳା ଉପହାର ଦେଲେ ବିଗ୍ ବି

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ବର୍ତ୍ତମାନ ଅଭିନେତା ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି । ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି ବିଗ୍…

ଏହି ଦିନ ରିଲିଜ ହେବ ‘କାନ୍ତାରା ଚାପ୍ଟର-୧’ ର ଫାଷ୍ଟ ଲୁକ? ସୋସିଆଲ ମିଡିଆରେ ତାରିଖ ପୋଷ୍ଟ କଲେ…

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ଅନେକ ଗୁଡିଏ ଫିଲ୍ମ ମଧ୍ୟରେ ଥିଲା ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ 'କାନ୍ତାରା' । ରିଷଭଙ୍କ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମର ପାର୍ଟ-୧ର…

ରିଲିଜ ହେଲା ଫିଲ୍ମ ‘ଆନିମଲ୍‌’ର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍‌’ର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଚରିତ୍ରରେ ନଜର ଆସିଛନ୍ତି ।…