Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟାଇଗର ୩ରେ ହ୍ରିତକ !

ମୁମ୍ବାଇ: ସଲମାନ ଖାଁ, କ୍ୟାଟ୍ରିନ କୈଫ ଓ ଇମ୍ରାନ ହାସମୀ ଅଭିନୀତ ଟାଇଗର ୩ ନୂତନ ପ୍ରୋମୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ଆଉ ଏକ ଖବର ପ୍ରକାଶିତ ହୋଇଛି ଯେ, ହ୍ରିତିକ ରୋଶନ ଟାଇଗର ୩ରେ କ୍ୟାମିଓ କରିପାରନ୍ତି । ଅବଶ୍ୟ…

କଳାକାର କଳିରେ ପୁଣି ଲାଗିଲା ନିଆଁ: ସୋସିଆଲ ମିଡିଆରେ ଅଡିଓ କଲ ସେୟାର କଲେ ମନୋଜ ମିଶ୍ର

ଭୁବନେଶ୍ୱର:ପୁଣି ସୋସିଆଲ ମିଡିଆରେ ନିଆଁ ଜଳାଇଲେ ମନୋଜ ମିଶ୍ର । କିଛି ପ୍ରଯୋଜକଙ୍କ ଅଡିଓ କଲ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କଳାକାର କଳି ଆହୁରି ଘନେଇଛି । ଗୁରୁବାର ବସିଥିବା  ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକକୁ ମନୋଜ ଆସି ନ ଥିବାରୁ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା ।…

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର…

ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ପ୍ରଶଂସକ

ଚେନ୍ନାଇ: ତାମିଲନାଡୁର ମଦୁରାଇଠାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଏକ ମନ୍ଦିର ନିର୍ମାଣ କରିଛନ୍ତି ତାଙ୍କ ପ୍ରଶଂସକ । ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି…

ତୁମେ ଏତେ ଭଲ ହେଲ କିପରି: ଏପରି କିଛି କହିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତ ୧ ତାରିଖରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବକୁ ପାଳନ କରିବା ପାଇଁ ସେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କୁ ଗଣମାଧ୍ୟମ ସହ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ…

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ…

ପୁଣି ଚର୍ଚ୍ଚାରେ ପ୍ରଯୋଜକ ଟୁଟୁ ନାୟକ: ମହିଳା ସାମ୍ୱାଦିକାଙ୍କୁ ଚାପୁଡ଼ା ମାରିଲେ, କ୍ଷମା ମାଗିଲେ

ଭୁବନେଶ୍ୱର: ମନୋଜ ମିଶ୍ରଙ୍କ ଫିଲ୍ମକୁ ବ୍ୟାନ କରିବାକୁ ନେଇ ଚର୍ଚ୍ଚାରେ ଥିବା ଟୁଟୁ ନାୟକଙ୍କ ନାମରେ ସାଂଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର ଦେଖାଇବା ସହ ମାଡି ମାରିଥିବା ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି । ଏ ନେଇ ସଂପୃ୍କ୍ତ…

ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ଦେଲେ ଏମିତି ସୂଚନା

ମୁମ୍ବାଇ: ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ବଲିଉଡ ଫାୟାର ଆକ୍ଟ୍ରିସ କଙ୍ଗନା ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ତ କେତଳେବେଳେ ନିଜ ଅଭିନୟକୁ ନେଇ   । ଯେ କୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ସ୍ପଷ୍ଟ ମତ ରଖି…

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା, ଉର୍ଫିଙ୍କୁ ଉଠାଇନେଲା ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ । ଅଭିନେତ୍ରୀ ଉର୍ଫି ଜାଭେଦ୍ ଜଣେ ଟିଭି ତାରକା ହେବା ସହ ସୋସିଆଲ୍ ମିଡି଼ଆ ଦୁନିଆରେ ଏକ ବଡ ନାଁ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି ।  କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା…

ଓଲିଉଡ କଳାକାର କଳି: ବ୍ୟାନ ହଟାଇବାକୁ ରାଜି ହେଲେ ପ୍ରଯୋଜକ ସଂଘ, ହେଲେ ବୈଠକକୁ ଆସିଲେନି ମନୋଜ ମିଶ୍ର

ଭୁବନେଶ୍ୱର: ଛିଣ୍ଡିବ କଳାକାର କଳି । ଓଡ଼ିଉଡ ବିବାଦର ସମାଧାନ ହେବ । ଓଡ଼ିଶା ଚଳଚ୍ଚିତ୍ର ନିଗମ ବୈଠକ ଶେଷ ହେବା ପରେ ଏମିତି ସୂଚନା ଦେଇଛନ୍ତି ଅଧ୍ୟକ୍ଷ କୁନା ତ୍ରିପାଠୀ ।  ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା ବ୍ୟାନକୁ ହଟାଇବେ ବୋଲି ବୈଠକରେ ରାଜି ହୋଇଛନ୍ତି ।…