Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବେ ରିଲିଜ ହେବ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ସାଲାର’ର ଟ୍ରେଲର, କ’ଣ ରହିଛି ଅପଡେଟ୍

ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଲାର ପାର୍ଟ ୧: ସିଜଫାୟର' ଚଳିତବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ | ସିନେପ୍ରେମୀମାନେ ଏହି ଫିଲ୍ମକୁ ଏବେଠାରୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ତେବେ ବର୍ତ୍ତମାନ 'ସାଲାର ପାର୍ଟ ୧: ସିଜଫାୟର' ର ଅପେକ୍ଷା ଶେଷ ହେବାକୁ…

ସାମ୍ନାକୁ ଆସିଲା ‘ୱାର ୨’ର ରିଲିଜ୍ ଡେଟ୍‌, ପ୍ରଥମ ଥର ନଜର ଆସିବେ ହ୍ରିତିକ- ଦୀପିକା

ମୁମ୍ୱାଇ : ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ 'ୱାର' ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ‘ୱାର-୨ 'କୁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ 'ୱାର ୨'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୨୫ରେ…

ଜାନୁୟାରୀ ୧୯ରେ ରିଲିଜ୍ ହେବ ମେଁ ଅଟଳ ହୁଁ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଁ ଅଟଳ ହୁଁ’ ଆସନ୍ତା ଜାନୁୟାରୀ ୧୯ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ଼ ଅଭିନତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ…

ଆଲିଆଙ୍କୁ ପ୍ରଶଂସା କରି ତାଙ୍କ ଆଦର୍ଶ ବୋଲି କହିଲେ ସୁହାନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ରିଲିଜ୍ ହେବ । ସୁହାନା ଏବେ ତାଙ୍କ ନୂଆ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ଏପରି କିଛି…

ବିବାହ ବନ୍ଧନରେ ବାନ୍ଧିହେଲେ ରଣଦୀପ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହୋଇଥିଲା । ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ…

ଟାଇଗର ୩, ଗଦର ୨ ରେକର୍ଡ ଭାଙ୍ଗିପାରେ ଆନିମଲ

ମୁମ୍ବାଇ: ରଣବୀର କାପୁର, ଅନୀଲ କାପୁର ଓ ବବି ଦେଓଲ ଅଭିନୀତ ଆନିମଲ ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବ । ରିପୋର୍ଟ ମୁତାବକ ଏହାର ଆଡଭାନ୍ସ ବୁକିଂ ବେଶ ପ୍ରଶଂସନୀୟ ରହିଛି । ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଟିକେଟ ବୁକ ହୋଇ ସାରିଛି । ଏପରିକି ଆନିମଲ ସଲମାନ ଖାଁଙ୍କ ଟାଇଗର ୩ ଓ ସନୀ ଦେଓଲଙ୍କ…

Kal Ho Na Ho@20: ୨୦ ବର୍ଷ ପୂର୍ତ୍ତି ଅବସରରେ ୟସ୍ ଜୋହରଙ୍କୁ ମନେ ପକେଇଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ଶାହାରୁଖ ଖାନ , ପ୍ରୀତି ଜିଣ୍ଟା ଏବଂ ସୈଫଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ ହୋ ନା ହୋ'କୁ ପୁରିଛି ୨୦ ବର୍ଷ | ଏହି ଚଳଚ୍ଚିତ୍ରଟି ୨୮ ନଭେମ୍ବର ୨୦୦୩ ରେ ମୁକ୍ତିଲାଭ କରିଥିଲା ​​| ଏହା ଏକ ଇମୋସନାଲ ଡ୍ରାମା ଫିଲ୍ମ ଥିଲା ଯାହାକୁ ଦେଖି ହଜାର ହଜାର ସିନେପ୍ରେମୀଙ୍କ ଆଖିରେ ଲୁହ…

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଥିବା ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରାଯିବ । ଏହି ଫିଲ୍ମଟିକୁ ଖୋଦ୍ ବଲିଉଡ଼ର ଖିଲାଡ଼ି ତଥା ଆଗଧାଡ଼ିର ଅଭିନେତା ଅକ୍ଷୟ କୁମାର ନିର୍ମାଣ କରିବେ ବୋଲି ଜଣାଯାଇଛି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।…

ସୁଟ୍‌କେସ୍ ଉପରେ ବସି ପୂରା ଟର୍ମିନାଲ୍ ବୁଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନଙ୍କ ବିମାନବନ୍ଦରର ଲୁକ୍ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଲୋକମାନେ ବି ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି । ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।…

ଫିଲ୍ମ ଆନିମଲକୁ ମିଳିଲା ଏ ସାର୍ଟିଫିକେଟ, କଟିଲା ୫ ସିନ୍‌

ମୁମ୍ବାଇ : ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଆନିମଲ ଏବେ ଖୁବ୍ ଚର୍ଚ୍ଚାରେ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି । ତଥାପି ସିବିଏଫସି ୫ ଟି ସିନ କାଟିବ । ସେନ୍ସର ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ…