Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାଦରେ ଛନ୍ଦି ହୋଇଛନ୍ତି କାର୍ତ୍ତିକ

ବମ୍ବେ: ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତର୍ିକ ଆର‌୍ୟନ । ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ ଦେଇଛନ୍ତି । ଉକ୍ତ ଭିଡିଓଟି ମିଥ୍ୟା ବୋଲି…

ଏହି ହଲିଉଡ ଅଭିନେତାଙ୍କ ପିିଲାର ମା’ ହେବାକୁ ଚାହୁଁଥିଲେ ଦୀପିକା

ମୁମ୍ବାଇ: ହଲିଉଡ଼ର ଏମିତି ଜଣେ କଳାକାର ଅଛନ୍ତି, ଯାହାକୁ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମନେ ମନେ ଭଲପାଉଥିଲେ । ଖାଲି ସେତିକି ନୁହେଁ, ସେହି ଅଭିନେତାଙ୍କ ପିଲାର ମାଆ ହେବାକୁ ବି ଚାହୁଁଥିଲେ । ଏମିତି କିଛି କଥା କହିଛନ୍ତି ନିଜେ ଦୀପିକା । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍…

କେବିସିରେ ଆୟକର ଅଧିକାରୀଙ୍କୁ ଦେଖି ଭୟଭୀତ ହୋଇପଡ଼ିଲେ ବିଗ୍‌ବି

ମୁମ୍ବାଇ: କୌନ ବନେଗା କରୋଡପତି’ ବା କେବିସିରେ ୨ ଜଣ ଆୟକର ଅଧିକାରୀଙ୍କୁ ଦେଖି ସିଟ୍‌ରୁ ଉଠିପଡ଼ିଲେ ବିଗ୍‌ବି । ଖାଲି ସେତିକି ନୁହେଁ, ଦୁଇଥର ନମସ୍କାର ବି କରିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛୋଟପରଦାର ସବୁଠୁ ଲୋକପ୍ରିୟ କୁଇଜ୍ ଶୋ ‘କୌନ ବନେଗା…

ଛୋଟା ପଣ୍ଡିତ ହେବା ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦଙ୍କୁ ମିଳିଛି ହତ୍ୟା ଧମକ । ନିକଟରେ ସେ ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ମେଲ୍ ଯୋଗେ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆରେ ଉର୍ଫି ଏହି ସୂଚନା ଦେଇଛନ୍ତି ।…

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ଧନୂଷ

ମାଡ୍ରାସ: ବାହୂବଳୀ, କେଜିଏଫ, ପୁଷ୍ପା ପରି ଫିଲ୍ମ ପରେ ସାଉଥ ଷ୍ଟାରଙ୍କ ଲୋକପ୍ରିୟତା ହିନ୍ଦୀ ଭାଷାଭାଷୀ ଅଂଚଳରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଏହି ଫିଲ୍ମ ପୂର୍ବରୁ ସୁପରଷ୍ଟାର ଧନୂଷ କିନ୍ତୁ ବଲିଉଡରେ ଲୋକପ୍ରିୟ ହୋଇ ପଡିଥିଲେ । ସେ ଏବେ ଏକ ବିଗ ବଜେଟ ପ୍ୟାନ ଇଣ୍ଡିଆ ଫିଲ୍ମରେ ଅଭିନୟ…

ଆବାସ ମସ୍ତାନଙ୍କ ଆକ୍ସନ ଥ୍ରୀଲରରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଏହି ଫିଲ୍ମରେ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି । ରାଜକୁମାର ସନ୍ତୋଷୀଙ୍କ ଲାହୋର ୧୯୪୭ ଫିଲ୍ମର ଶୁଟିଂ ଶେଷ ହେବା ପରେ ସନୀ ଆବାସ ମସ୍ତାନଙ୍କ ଫିଲ୍ମରେ ଅଭିନୟ କରିବେ । ଏହା…

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିଲେ ଫିଲ୍ମ ‘ତେଜସ’। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ମଧ୍ୟ ଏହି ଫିଲ୍ମ ଦେଖିଲେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଉପସ୍ଥିତ ଥିଲେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…

ଭାଣିଜିଙ୍କ ଡେବ୍ୟୁ ଫିଲ୍ମ ‘ଫରେ’ର ପୋଷ୍ଟର ସେୟାର କଲେ ବଲିଉଡ଼ ଭାଇଜାନ

ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ କରୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ। ସଲମାନଙ୍କ ପ୍ରଡକ୍ସନ କମ୍ପାନୀରେ ନିର୍ମିତ ଫିଲ୍ମ ‘ଫରେ’ ସହିତ ଆଲିଜେହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ। ନିକଟରେ ଫିଲ୍ମର…

ମନୋଜ ମିଶ୍ର ବିବାଦରେ ଓଲିଉଡ ଦୁଇ ଫାଳ!

ଭୁବନେଶ୍ବର: ଓଲିଉଡ କଳି ଏବେ ଚରମସୀମାରେ। ଗୋଟିଏ ପଟେ ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ବ୍ୟକ୍ତି ବିରୋଧ କରୁଥିବା ବେଳେ ଆଉ କିଛି ମନୋଜଙ୍କ ଉପରେ ହୋଇଥିବା ବାସନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଓଡ଼ିଶାରେ ପୂର୍ବ, ପଶ୍ଚିମ ଭଳି କୌଣସି ଦିଗ ନାହିଁ ସମସ୍ତେ ଅଖଣ୍ଡ ଓଡ଼ିଶା ଉପରେ…

କାଟ୍ରିନାଙ୍କ ଶାଢି ଆଲିଆଙ୍କୁ ହେଲା ପସନ୍ଦ

ବମ୍ବେ: ବଲିଉଡ଼ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଶାଢି ଆଲିଆଙ୍କୁ ଆସିଛି ପସନ୍ଦ । ଏହି ଶାଢିକୁ ପ୍ରଶଂସା କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଟ୍ରିନାଙ୍କ ସ୍ୱାମୀ ଭିକିଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ଦିନ ଥିଲା ରଣବୀର କପୁରଙ୍କ ସହ…