Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ବିନୀତ ରାଇନା

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ବିନୀତ ରାଇନା । ସେ ତାଙ୍କ ପ୍ରେମିକା ଅପେକ୍ଷାଙ୍କୁ ସବୁଦିନ ପାଇଁ ଜୀବନସାଥୀ କରିଛନ୍ତି । ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଖୁବ୍…

ଫ୍ୟାଶନ ଡ଼ିଜାଇନର ରୋହିତ ବଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

ମୁମ୍ବାଇ : ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଛି । ତାଙ୍କୁ ଏନସିଆରର ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ରୋହିତ ବଳଙ୍କ ସ୍ୱାସ୍ଥ୍ୟ ବିଷୟରେ ଆସୁଥିବା ଖବର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସୂଚନା…

ଅଭିନୟ ଛାଡିବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଏସବୁ ଭିତରେ ଆଗକୁ ସେ ଫିଲ୍ମ ଦୁନିଆ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତିି । କାରଣ ସେ ତାଙ୍କର ଝିଅ ରାହାଙ୍କ ସହ ମୂଲ୍ୟବାନ ମୁହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି ।…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଗ୍ରହଣ କଲେ ସରକାର, ଆନ୍ଦୋଳନ ପ୍ରତ୍ଯାହାର କଲେ ପ୍ରଯୋଜିକା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

‘ଆନିମଲ’ ଫିଲ୍ମକୁ ଏହି ଦେଶ ଦେଇଛି ଆଡଲ୍ଟ ରେଟିଙ୍ଗ, ଜାଣନ୍ତୁ ଏହା ପଛର କାରଣ

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ବହୁ ଉତ୍ସକତାର ସହ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି । ରଣବୀର କପୁର ପ୍ରଥମ ଥର ପାଇଁ ବଡ ପରଦାରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅନେକ ଆକ୍ସନ ସିନ୍ ଦେଖିବାକୁ ମିଳିବ । ତଥାପି, ଏହି ଫିଲ୍ମ ସହିତ ଏମିତି କିଛି ସମସ୍ୟା…

‘ବ୍ରହ୍ମାସ୍ତ୍ର’ର ରେକର୍ଡ ଭାଙ୍ଗିଲା ‘ଟାଇଗର-୩’, ଜାଣନ୍ତୁ ବକ୍ସ ଅଫିସରେ କେତେ କରିଛି…

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ସ୍ପାଇ ଥ୍ରିଲର ଫିଲ୍ମ 'ଟାଇଗର-୩' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ନଭେମ୍ବର ୧୨ ତାରିଖ ଦୀପାବଳୀର ବିଶେଷ ଉତ୍ସବରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଏକ…

ଆସୁଛି ‘କାନ୍ତାରା-୨’, କେଜିଏଫ ଓ ବାହୁବଳିକୁ ଦେବ କଡ଼ା ଟକ୍କର !

ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା ଦେଇ ଇତିହାସ ସୃଷ୍ଟି କରିଥିଲେ ଅଭିନେତା ଋଷବ ସେଟ୍ଟୀ। ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ…

କଭି ଅଲବିଦା ନା କେହନା ରିଲିଜ୍ ପରେ ଅଧିକ ହେଲା ଛାଡ଼ପତ୍ର: ରାଣୀ ମୁଖାର୍ଜୀ

ମୁମ୍ବାଇ: ୨୦୦୬ରେ ରିଲିଜ୍ ହୋଇଥିଲା କରଣ ଜୋହରଙ୍କ ଫିଲ୍ମ ‘କଭି ଅଲବିଦା ନା କେହନା' । ଏହି ଫିଲ୍ମ ରିଲିଜ୍ ହେବା ପରେ ଦୁନିଆରେ ଅଧିକ ଛାଡ଼ପତ୍ର ହୋଇଥିଲା । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ରାଣୀ ମୁଖାର୍ଜୀ । ଦର୍ଶକଙ୍କ ଉପରେ କିପରି ଫିଲ୍ମର ପ୍ରଭାବ ପଡିଥିଲା…

କ୍ରିକେଟକୁ ନେଇ ଫିଲ୍ମ କରିବାକୁ ଚାହାଁନ୍ତି ଆୟୁଷ୍ମାନ

ମୁମ୍ବାଇ: କ୍ରିକେଟ ହେଉ ବା କ୍ରିକେଟରଙ୍କ ଉପରେ ଫିଲ୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା । ସେ ବଲିଉଡରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି । ତାଙ୍କର କ୍ରୀଡା ପ୍ରତି ରୁଚି ରହିଛି । ସେ କ୍ରିକେଟକୁ ବହୁତ ପସନ୍ଦ କରନ୍ତି । କ୍ରିକେଟ୍‌କୁ ସେ ବହୁତ ଆଗ୍ରହ ସହିତ…

ଡ଼ିପ୍‌ଫେକ୍‌ର ଶୀକାର ହେଲେ ଆଲିଆ , ଅଶ୍ଲୀଳ ଫେକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି । ଏବେ ଡିପ୍‌ଫେକ୍ ର ଶୀକାର ହୋଇଛନ୍ତି ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟ । ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ…