Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ଦିନକ ପୂର୍ବରୁ ଇନଷ୍ଟାରେ କରିଥିଲେ ଭିଡିଓ ସେୟାର

ଥିରୁଅନନ୍ତପୁରମ:ମଲାୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ମୃତଦେହ ତାଙ୍କ ଫ୍ଲାଟର ବେଡରୁମରୁ ସୋମବାର ଉଦ୍ଧାର କରାଯାଇଛି । ୩୫ ବର୍ଷୀୟ ଅଭିନେତ୍ରୀ ରେଞ୍ଜୁସା ସ୍ୱାମୀ ମନୋଜଙ୍କ ସହ କାରିୟାମର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କର ସ୍ୱାମୀ ମଧ୍ୟ ଜଣେ ଅଭିନେତା । ସ୍ୱାମୀଙ୍କ ବ୍ୟତୀତ…

ରିଲିଜ୍ ହେଲା “ଓଁ ସ୍ୱାହା” ଫିଲ୍ମ ଅଡିଓ

ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ଓଁ ସ୍ୱାହା । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜ୍ୟୋତି, ଦିବ୍ୟା, ସସ୍ମିତା । ବିଜୟ ଦ୍ୱିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଏହି ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି…

ଓଡ଼ିଆ ସିନେମାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ଭଳି ଏକ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି ଓଡିଆ ଫିଲ୍ମ "ମାଇଁ ସୁଇଟ୍ ହାଉସ୍‌ୱାଇଫ" । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ନୈନା ଦାଶ । ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ପ୍ରୀତି ରାଜ । ଫିଲ୍ମଟି ଆସନ୍ତା ନଭେମ୍ବର ୩…

ଇଟାଲୀରେ ବିବାହ କରିବେ ବରୁଣ ଓ ଲାବନ୍ୟା

ମୁମ୍ବାଇ: କିଛି ଦିନ ହେଲାଣି ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୧ରେ ଦୁହେଁ…

ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ

ଆମେରିକା: ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ । ୫୪ ବର୍ଷରେ ମାଥ୍ୟୁ ପେରୀଙ୍କ ଦେହାନ୍ତ ହୋଇଛି । ଲସ ଏଞ୍ଜେଲସ ଘରେ ହଟଟବରୁ ମାଥ୍ୟୁ ପେରୀଙ୍କ ମୃତଦେହ ମିଳିଛି । ହଟଟବରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ମାଥ୍ୟୁ ୯୦ ଦଶକର ସିଟକମ୍ ସୁପର…

ରାମାୟଣରେ ହନୁମାନ ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ମୁମ୍ବାଇ: ଆଗକୁ ଆସୁଛି ନିତେଶ ତିୱାରୀଙ୍କ ମେଗା ବଜେଟ ଫିଲ୍ମ ‘ରାମାୟଣ । ଏଥିରେ ହନୁମାନ ଭୂମକାରେ ନଜର ଆସିବେ ବଲିଉଡ଼ର ସୁପରଷ୍ଟାର ସନ୍ନି ଦେଓଲ । ଏହି ଫିଲ୍ମ ପାଇଁ ସନ୍ନି ମାତ୍ର ୪୫ କୋଟି ଟଙ୍କା ନେବେ ବୋଲି ରାଜି ହୋଇଯାଇଛନ୍ତି । ପ୍ରଭୁ ହନୁମାନଙ୍କ ଚରିତ୍ର ପାଇବା ହେତୁ ସେ ତାଙ୍କ…

ଭାଇରାଲ ହେଲା ଟାଇଗର ୩ ଗୀତରେ ମୁନ୍ନିଙ୍କ ନାଚ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସୁପରଷ୍ଟାର ସଲ୍‌ମାନ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଟାଇଗର ୩ର ଗୀତରେ ନାଚିଲେ ମୁନ୍ନି । ତାଙ୍କର ଏହି ନାଚ ବେଶ୍ ଭାଇରାଲ ହେବାରେ ଲାଗିଛି । ୨୦୧୫ ମସିହାରେ ଆସିଥିବା ସଲମାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍‌ହୋତ୍ରା ନିଜର ନିଖୁଣ…

ସାମ୍ବାଦିକାଙ୍କ କାନ୍ଧରେ ହାତ ପକାଇବା ପଡ଼ିଲା ମହଙ୍ଗା : କ୍ଷମା ମାଗିଲେ ସୁରେଶ ଗୋପୀ

ମୁମ୍ବାଇ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାିବା ମହଙ୍ଗା ପଡ଼ିଛି । ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ…

ରିଲିଜ୍ ହେଲା ‘ଅପୂର୍ବା’, ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ରିଲିଜ ହେଲା ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର । ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିଛନ୍ତି । ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ ଅନେକ ପରିସ୍ଥିତିକୁ ସମ୍ମୁଖୀନ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ, ଆଶୁ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ମୁମ୍ବାଇ: ବିଗିଡିଗଲା କି ଅଭିନେତ୍ରୀ ହିନା ଖାନଙ୍କ ସ୍ଵାସ୍ଥ୍ୟ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ । ଡାକ୍ତରଖାନାରେ ଥିବା ବେଳେ ଏକ ଫଟୋକୁ ହିନା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ହିନାଙ୍କ ଫ୍ୟାନ୍ସ । ବର୍ତ୍ତମାନ…