Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଝିଅଙ୍କ ସହ ଦୁର୍ଗା ମଣ୍ଡପରେ ନାଚିଲେ ସୁସ୍ମିତା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଦୁର୍ଗା ପେଣ୍ଡାଲରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଝିଅଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ…

୫ ଦିନ ମଧ୍ୟରେ ୪୦୦ କୋଟି ଛୁଇଁଲା ‘ଲିଓ’

ମୁମ୍ବାଇ: ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି । ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଛି । ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦ କୋଟି…

ବିଗ୍‌ବସ୍‌ରୁ ପ୍ରତିଯୋଗୀଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ଛୋଟପରଦାର ସବୁଠୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ହେଉଛି ବିିଗ୍‌ବସ । ଟେଲିକାଷ୍ଟ ହେବାପରଠାରୁ ବିବାଦୀୟ ହୋଇପଡ଼ିଛି ଏହି ଶୋ’ । ଏବେ ଶୋ’ ମଝିରୁ ଜଣେ ପ୍ରତିଯୋଗୀଙ୍କୁ ଉଠାଇ ନେଇଛି ପୋଲିସ । ସେ ହେଲେ ବର୍ଥୁର ସନ୍ତୋଷ । ରିୟଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଅଭିଯୋଗରେ…

ଓଡ଼ିଆ ଫିଲ୍ମ ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ

ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର 'ରାମ' କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ…

କେଦାରନାଥରେ ପୂଜାର୍ଚ୍ଚନା କଲେ ଜ୍ୟାକଲିନ୍‌

ମୁମ୍ବାଇ: ପ୍ରସିଦ୍ଧ ଶୈବପୀଠ କେଦାରନାଥରେ ପୂଜାର୍ଚ୍ଚନା କଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫଣ୍ଣାଣ୍ଡିଜ୍ । ନିଜର ସାଙ୍ଗସାଥୀଙ୍କ ସହ ବାବା କେଦାରନାଥଙ୍କ ଦର୍ଶନ କରି ସୋସିଆଲ୍ ମିଡିଆରେ ଫଟୋ ସେୟାର କରିଛନ୍ତି ଜ୍ୟାକଲିନ୍ । ନିକଟରେ ନିଜକୁ ଅଭିନେତ୍ରୀଙ୍କ ପ୍ରେମିକ ବୋଲି ଦାବି କରୁଥିବା…

ସବୁୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକାରେ ଅନନ୍ୟା

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ତଥା ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନନ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ଼ ବ୍ୟାନରର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇ ନାହାନ୍ତି ସତ କିନ୍ତୁ ଯେଉଁ…

ପ୍ରେମିକାଙ୍କୁ ମୁଦି ପିନ୍ଧାଇ ଚୁମ୍ବନ ଦେଲେ ଅରମାନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ । ତାଙ୍କ ଲୁକ୍ ଓ କଣ୍ଠ ପାଇଁ ସେ ଅନେକ ଯୁବତୀଙ୍କ ହୃଦୟ ଉପରେ ରାଜ କରନ୍ତି । ତାଙ୍କ ପାଇଁ ସାରା ଦୁନିଆ ପାଗଳ । ସେ ନିଜ ସ୍ୱର ସହିତ ସମସ୍ତଙ୍କୁ ବିସ୍ମିତ କରିଛନ୍ତି । ଏବେ ସେ ତାଙ୍କ ପ୍ରେମିକା ଫ୍ୟାଶନ ଇନଫ୍ଲୁଏନସର ଆଶନା ଶ୍ରଫଙ୍କୁ ମୁଦି…

ଭାରତରେ ପାକିସ୍ତାନୀ କଳାକାରଙ୍କୁ କରାଗଲା କି ସମ୍ପୂର୍ଣ୍ଣ ବ୍ୟାନ ?

ମୁମ୍ବାଇ: ଭାରତକୁ ଆସୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କରିଛନ୍ତି ବୋମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି, ଦେଶପ୍ରେମୀ ହେବା ପାଇଁ ପଡୋଶୀ ଦେଶ ପ୍ରତି ଶତ୍ରୁତା କରିବାର କୌଣସି ଆବଶ୍ୟକତା ନାହିଁ। ସାଂସ୍କୃତିକ ସମନ୍ୱୟ, ଏକତା ଏବଂ ଶାନ୍ତି ପ୍ରତିଷ୍ଠା…

୪୮ ବର୍ଷରେ ପଦାର୍ପଣ କଲେ ମଲାଇକା, ଏକାକୀ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ କୁଇନ୍ ଅଭିନେତ୍ରୀ ମଲାଇକା ଆରୋରା ଖୁବ୍ ଜଣାଶୁଣା । ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଆଜି ଅଭିନେତ୍ରୀ ୪୮ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ବିଶେଷ ଦିନକୁ ସେ ବହୁତ ଧୁମଧାମରେ ନୁହେଁ ବରଂ ଅତି ସରଳ…

ତାରାଙ୍କ ପ୍ରେମରେ କାର୍ତ୍ତିକ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭନେତା କାର୍ତ୍ତିକ ଆର୍ଯ୍ୟନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ କାର୍ତ୍ତିକ ଏବେ ଅଭିନେତ୍ରୀ ତାରା ସୁତାରିଆଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟେ ଏକ ଡିନର ଡେଟ୍‌ରେ ଯିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…